Latest Odisha News

BREAKING NEWS

Yearly Archives

2022

ଜିଲ୍ଲାପାଳଙ୍କ ଜନଶୁଣାଣିରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଶ୍ୟାମାଚରଣପୁର ଷ୍ଟେସନ ଠାରେ ଗତ ୦୨.୦୯.୨୦୨୨ତାରିଖ ସନ୍ଧ୍ୟା ସମୟରେ ରେଳଧାରଣା ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା G. R. P  ପୋଲିସ  । ତେବେ ଏହି ଘଟଣାକୁ ହତ୍ୟା କାଣ୍ଡର ଅଭିଯୋଗ ଆଣି ମୃତ ଯୁବକଙ୍କ ପାରିବାର ଲୋକଙ୍କ…

ଟି୨୦ ଡନ କିଏ ? ରୋହିତ ନାଁ କୋହଲି..

ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ନିଶ୍ଚିତ ଭାବେ ଏହି ବିଶ୍ୱକପରେ ଭାରତର ଦୁଇ ଷ୍ଟାର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏମାନଙ୍କ ମଧ୍ୟରେ କିଏ ହେବ ଟି୨୦ର ଡନ ? ପ୍ରଦର୍ଶନ ବିଚାରକୁ ନେଲେ କେହି…

ଚିନ୍ତା ବଢାଇଛି ନକଲି ଟେଲମା ୪୦

କଟକ : ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ  । କଟକ ମହତାବ ରୋଡ ଅଞ୍ଚଳରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ମେଡ଼ିସିନ୍ । କଳା ତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଟ୍ରାନ୍ସପୋର୍ଟରୁ ଜବତ କରିଛି ପୋଲିସ । ୧୩୫୦ ଷ୍ଟ୍ରିପ ଟେଲମା ୪୦ ଔଷଧ ସିଜ କରିଛି କଟକ ପୁରୀଘାଟ ଥାନା ପୋଲିସ। ଏନେଇ…

ପୁରୀର ରାସ୍ତାଘାଟରେ ବିକ୍ରି ହେଉଛି ଆମିଷ, ୩ ବର୍ଷ ପରେ ବି ସରୁନି ସ୍ୱଚ୍ଛ ମାଛ ବଜାର ନିର୍ମାଣ

ପୁରୀ: ଅବଧି ଶେଷ ପରେ ବି ଅଧାଗଢ଼ା ନିର୍ମାଣ । ୩ ବର୍ଷ ପରେ ବି ସରୁନି ପୁରୀର ସ୍ୱଚ୍ଛ ମାଛ ବଜାର ପ୍ରକଳ୍ପ । ମାଛ ଦୋକାନୀଙ୍କୁ ଥଇଥାନ ଲକ୍ଷ୍ୟରେ ୨୦୧୯ ମସିହାରେ ପୁରୀରେ ଆରମ୍ଭ ହୋଇଥିଲା ସ୍ୱଚ୍ଛ ମାଛ ବଜାରର ନିର୍ମାଣ । ୬ କୋଟି ଟଙ୍କା ବ୍ଯୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ସ୍ୱଚ୍ଛ ମାଛ…

କ୍ରିକେଟରେ ଷ୍ଟାର କଲଚର ନେଇ ଗୌତମଙ୍କ ଗମ୍ଭୀର ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଆଜି ଏକ ସାକ୍ଷାତକାରରେ କ୍ରିକେଟକୁ ନେଇ ଗମ୍ଭୀର ବୟାନ ଦେଇଛନ୍ତି । ଷ୍ଟାର କଲଚର ନେଇ ସେ ପ୍ରଶଂସକଙ୍କ ସମେତ ବୋର୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି । ୧୯୮୩ରେ ଭାରତ ବିଶ୍ୱକପ ବିଜୟୀ ହେବା ପରେ କପିଳ ଦେବ ରାତାରାତି ଷ୍ଟାର ପାଲଟି…

ଗଜବ ଆବିଷ୍କାର, ସଡ଼କରେ ୨୩୦ କିମି ବେଗରେ ଦୌଡ଼ିବ ‘ସୁଇମିଂ କାର’

ନୂତନ କୌଶଳ ଆବିଷ୍କାର କରିବା ଏବଂ ପ୍ରଯୁକ୍ତିବିଦ୍ୟାରେ ସର୍ବଦା ଶୀର୍ଷରେ ରହୁଛି ଚାଇନା। ନୂତନ ଟେକ୍ନୋଲୋଜି, ଗାଡି, ମୋବାଇଲ ବନେଇ ସବୁବେଳେ ଚର୍ଚ୍ଚାରେ ରହୁଛି ଚିନ୍। ନିକଟରେ ଚାଇନା ଏକ କାରକୁ ସଫଳତାର ସହ ପରୀକ୍ଷା କରିଛି, ଯାହା ରାସ୍ତାରେ ଉଡ଼ିବ। ଏହି କାରଟି ସଡକରେ ଚାଲିବା ବେଳେ…

ରାଜସ୍ଥାନ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା

ନାଗୌର: ରାଜସ୍ଥାନର ନାଗୌର କୋର୍ଟ ପରିସରରେ ଆଜି ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସ୍ଥାନୀୟ ପୋଲିସ ସନ୍ଦୀପଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନେଉଥିବା ବେଳେ ଏକ କଳା କାରରେ ଶୁଟରମାନେ ଆସି ଆଖି ବୁଜା ଗୁଳି ଚାଳନା କରିଥିଲେ । ଏଥିରେ ସନ୍ଦୀପ ଘଟଣା…

ଶଯ୍ୟାଶାୟୀ ବାପାର ଚିକତ୍ସା ଓ ଘର ଚଳାଇବା ପାଇ ନାବାଳକ ପୁଅ ବିକୁଛି ଗୁପଚୁପ୍

କେନ୍ଦ୍ରାପଡ଼ା: ବୟସ ୧୪, ମୁଣ୍ଡ ଉପରେ ୭ ପ୍ରାଣୀ କୁଟୁମ୍ବକୁ ପୋଷିବାର ବୋଝ । ପାଠପଢ଼ା ବୟସରେ ପରିବାର ବୋଝ ଲଦି ହୋଇ ଯାଇଛି ତା’ ମୁଣ୍ଡ ଉପରେ । ଫଳରେ ବହି ବସ୍ତାନି ଧରୁଥିବା ହାତ ଏବେ ସାଇକେଲ ଧରି ଗାଁକୁ ଗାଁ ବୁଲି ଗୁପଚୁପ୍ ବିକୁଛି । ଡାକୁଛି ଗୁପଚୁପ୍ ଖାଅ… ବାବୁ ଗୁପଚୁପ୍… । ଆଉ…

ପାଣି ଭିତରେ କରୁଛନ୍ତି ‘ମୁନ୍ ୱାକ୍’

ଓଡିଶା ସମ୍ବାଦ ବ୍ୟୁରୋ: ମୁନ୍ ୱାକ୍ କଥା କହିଲେ ମାଇକେଲ ଜ୍ୟାକ୍ସନଙ୍କ କଥା ମନେ ପଡ଼େ। ମାଇକେଲ ଜ୍ୟାକ୍ସନ ଚଟଣାରେ ମୁନ୍ ୱାକ୍ ଡ୍ୟାନ୍ସ କରୁଥିଲେ। କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଜଣେ ଯୁବକ ପାଣି ଭିତରେ 'ମୁନ୍ ୱାକ୍ ଡ୍ୟାନ୍ସ' କରୁଛନ୍ତି। ଯାହାକୁ…

ଧୁମଧାମରେ ସ୍ୱାମୀଙ୍କ ଜନ୍ମଦିନ ପାଳିଲେ ଦେଶୀ ଗାର୍ଲ, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତିଭା ବଲିଉଡରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଛି। ଏହା ସହିତ ସେ ତାଙ୍କ ସ୍ୱାମୀ ନିକଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ନିକଟରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକଙ୍କ ପାଇଁ ବହୁତ ସୁନ୍ଦର ଏବଂ ବିଳାସପୂର୍ଣ୍ଣ…