Latest Odisha News
Yearly Archives

2022

ଆଉ କିଛି ସମୟରେ ଗୋବିନ୍ଦ ସାହୁର ପୋଷ୍ଟମର୍ଟମ୍, ବ୍ୟବଚ୍ଛେଦ ବେଳର ହେବ ଭିଡିଓଗ୍ରାଫି

ବଲାଙ୍ଗୀର : ଆଜି ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ହେବ ପୋଷ୍ଟମର୍ଟମ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ହେବ ଶବ ବ୍ୟବଚ୍ଛେଦ । ବୁର୍ଲା ମେଡିକାଲର ଦୁଇ ଜଣ ଏଫଏମଟି ଡାକ୍ତର ପୋଷ୍ଟମର୍ଟମ କରିବେ  । ପୋଷ୍ଟମର୍ଟମର ଭିଡିଓଗ୍ରାଫି ହେବ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବ…

ଆଣବିକ ଶକ୍ତି କ୍ଷେତ୍ରରେ ଭାରତର ସ୍ୱପ୍ନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୈଜ୍ଞାନିକ ଓ ବୈଷୟିକ ବିକାଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆଜି କେବଳ ସେହି ଦେଶ ବିଶ୍ୱରେ ଆଗକୁ ବଢିପାରିବ, ଯେଉଁଠାରେ ନୂତନ ଆବିଷ୍କାର, ଟେକ୍ନୋଲୋଜିର ଉଦ୍ଭାବନ ଓ ପୁରୁଣା ଟେକ୍ନୋଲୋଜି କ୍ରମାଗତ ଭାବେ ଅପଗ୍ରେଡ୍ ହୋଇଛି । ସେଥିପାଇଁ ଏକ…

ନିର୍ବାଚନକୁ ନେଇ ସିରିୟସ୍ ନୁହେଁ କଂଗ୍ରେସ, ୨୪ରେ ସ୍ୱାଧୀନ ପ୍ରାର୍ଥୀ ହେବେ ମହମ୍ମଦ ମୋକିମ୍ !

ଭୁବନେଶ୍ୱର: ଦଳ ଭିତରେ ବିରୋଧ । ୨୦୨୪ରେ କଂଗ୍ରେସ ଟିକେଟ୍ ନ ମିଳିଲେ ସ୍ୱାଧୀନ ଭାବେ ଲଢ଼ିବେ ମହମ୍ମଦ ମୋକିମ୍ । ସନ୍ଦୀପଙ୍କ ସହ ଜବାବ ସୁଆଲ୍ କାର୍ଯ୍ୟକ୍ରମରେ ଭାଗ ନେଇ ବାରବାଟି-କଟକ ବିଧାୟକ ମୋକିମ୍ କହିଛନ୍ତି, ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟାର୍ଗେଟ୍ କରାଯାଉଛି । ତେବେ…

ଭାଷା ଭାଗବତ : ଧନ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହାତରେ ଥିଲେ ସୁଦ୍ଧା ଧନ ମୁଡରେ ନ ସଂଚିଲେ ଜ୍ଞାନ ଧନର ଶୀଘ୍ର ବିଲୋପନ ସଂଭବ ବୋଲି ବୁଝ, ଜାଣ ଅଜ୍ଞାନ ପାଶେ ଥିଲେ ଧନ ଉଚ୍ଛନ୍ନ ହୁଏ ତା'ର ମନ ବୁଝେନି ଆଗ ଅବା ପଛ ଅଯଥା କରିଚାଲେ ଖର୍ଚ ଯେତେ ବି କରିଲେ ଅର୍ଜନ…

ବର୍ଣ୍ଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଭାବକୁ ପ୍ରକାଶ କରିବା ପାଇଁ ଆମେ ଭାଷାର ବ୍ୟବହାର କରିଥାଉ । ସେଇଥିପାଇଁ ତ କୁହାଯାଏ, ଭାଷା ହେଉଛି ଯୋଗାଯୋଗର ମାଧ୍ୟମ । ତେବେ ଭାଷାକୁ ବ୍ୟକ୍ତ କରିବାପାଇଁ ଆମେ କେତେ ପ୍ରକାଶ ସଙ୍କେତ ବ୍ୟବହାର କରିଥାଉ । ଏହାକୁ ଆମେ ବର୍ଣ୍ଣ ବା ଅକ୍ଷର ବା ଲିପି…

ପ୍ରାବନ୍ଧିକ ଲକ୍ଷ୍ମଣ ସାହୁ ‘ଚିତ୍ରୋତ୍ପଳା ‘ ସମ୍ମାନରେ ସମ୍ମାନିତ

କଟକ : ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ପରମ୍ପରା ଓ ସଂସ୍କୃତି ସହ ପରିଚିତ କରୁଥିବା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚବିଂଶ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ଲକ୍ଷ୍ମଣ…

ଶୀତଦିନେ ଶିଶୁର ଯତ୍ନ….

ଶୀତଦିନେ ବହୁଥିବା ଶୀତୁଆ ପବନ ତ୍ୱଚାକୁ ରୁକ୍ଷ କରିଦେଇଥାଏ  । ଥଣ୍ଡା ପବନ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦତାର ପରିମାଣ କମି ଯାଉଥିବାରୁ ତ୍ୱଚା ଡ୍ରାଏ ହୋଇଯାଏ  । ତେଣୁ ଏହି ସମୟରେ କୋମଳମତି ଶିଶୁମାନଙ୍କର ଅଧିକ ମାତ୍ରାରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ   । ଏହି ସମୟରେ ଶିଶୁମାନଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ପଞ୍ଚଶକ୍ତି ମନ୍ଦିରରେ ମା ଭୁବନେଶ୍ୱରୀ ଓ ମା ସରସ୍ବତୀଙ୍କ ବିଷୟରେ କିଛି କିଛି ତତ୍ତ୍ୱ ଓ ତଥ୍ୟ ଜାଣିଲେ। ଆସନ୍ତୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: କେନ୍ଦ୍ରର ତାଗିଦ ପରେ ସକ୍ରିୟ ହେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଜୁନ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ…

ମଶା ଦମନ ପାଇଁ ବିଏମସିର ଡ୍ରୋନ୍ ଉଡାଣକୁ ନେଇ ଆପତ୍ତି ଉଠାଇଲା ଏଏଆଇ, ଜବାବ ରଖିଲେ ମେୟର

ଭୁବନେଶ୍ୱର: ରାଜଧାନୀରେ ମାଳ ମାଳ ମଶା। ଏହାକୁ ଦମନ କରିବାକୁ ଭୁବନେଶ୍ୱର ମହାନଗର ନିଗମ ଡ୍ରୋନ ବ୍ୟବହାର କରୁଛି। ହେଲେ ଡ୍ରୋନ ଉଡାଇବାକୁ ବିଏମସି ନେଇ ନାହିଁ ଆବଶ୍ୟକ ଅନୁମତି। ତେଣୁ ବିମାନ ବନ୍ଦର ପ୍ରାଧିକରଣ ବିଏମସିକୁ ଏକ ନୋଟିସ ପଠାଇଛି। ବିଏମସି ଡ୍ରୋନ ଜରିଆରେ ମଶାର ଉତ୍ପତି…