Latest Odisha News

BREAKING NEWS

Yearly Archives

2022

ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କ ହଟ୍ ଅନ୍ଦାଜକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ସୁନ୍ଦର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଆଲାନା ପାଣ୍ଡେ ଅନେକ ସମୟରେ ଫଟୋ ସେୟାର କରି ଚର୍ଚ୍ଚାରେ ଥାନ୍ତି। କିଛି ଦିନ ପୂର୍ବେ ଆଲାନା ବିକିନି ପିନ୍ଧା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଦେଖିବା ପରେ କିଛି ୟୁଜର୍ସ କହିଥିଲେ ଯେ ଆଲାନା ତାଙ୍କ…

ଝାରସୁଗୁଡାବାସୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନର ସୁବିଧା

ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଶୁଭାରମ୍ଭ ହୋଇଛି  । ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସିଟିସ୍କାନ ମେସିନର ଲୋକାର୍ପିତ କରିଛନ୍ତି  । ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି…

ବ୍ରିଟିଶ ସଂଗ୍ରହାଳୟକୁ ଅପରାଧ ସ୍ଥାନ ଘୋଷଣା କରାଯିବା ଉଚିତ୍: ରବିନା ଟଣ୍ଡନ

ମୁମ୍ବାଇ: ବ୍ରିଟେନର ରାଣୀ ଏଲିଜାବେଥ-2ଙ୍କ ମୃତ୍ୟୁ ପରେ କୋହିନୁର ହୀରାକୁ ନେଇ ଚାଲିଛି ଚର୍ଚ୍ଚା। କୋହିନୁର ହୀରା ଭାରତକୁ ଫେରାଇ ଆଣିବାକୁ ଅନେକ ଭାରତୀୟ ଦାବି କରିଛନ୍ତି। ବର୍ତ୍ତମାନ ଏଥିରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାମ ମଧ୍ୟ ଯୋଡି ହୋଇଛି। ସୋମବାର ରବିନା ଟଣ୍ଡନ ଏକ ଶୋ…

ବିକ୍ରି ହେଉଛି ନକଲି ମେଡିସିନ,ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ଦୋକାନରେ ବିକ୍ରି ହେଉଛି ନକଲି ମେଡିସିନ  ।  ରାଜ୍ୟରେ ଗତ କିଛି ଦିନ ତଳେ ବିଭିନ୍ନ ନକଲି ମେଡିସିନ ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ । ଏହି ଚଢାଉରେ ଅନେକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏପିରିକି ନାମୀ କମ୍ପାନୀର ଔଷଧକୁ ନକଲି କରି…

ପ୍ରେମିକ ଘର ଆଗରେ ଧାରଣାରେ ପ୍ରେମିକା

ଅନୁଗୁଳ: ପ୍ରେମ ସମ୍ପର୍କ ରଖିବା ପରେ ବାହା ହେବାକୁ ପ୍ରେମିକ ମନା କଲା ପରେ ଧାରଣା ଦେଇଛି ପ୍ରେମିକା । ରାତି ଅଧରୁ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣାରେ ବସିଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପାଦ ଥାନା କଣଲୋଇ ଗାଁର ପ୍ରଶାନ୍ତ ମାଝୀଙ୍କ ସହ କିଶୋରନଗର ଥାନା ଉରୁକୁଳା ଅଞ୍ଚଳର ଟୁନି…

ସିଏମସି କମିଶନରଙ୍କୁ ବାଥରୁମ କବାଟ ଦେଲେ କଟକ କଂଗ୍ରେସ ନେତା

କଟକ : ସରକାରଙ୍କ ବିଫଳତାକୁ ନେଇ ବିରୋଧି ବିଭିନ୍ନ ପ୍ରକାରର ପ୍ରତିବାଦ କରୁଥିବାର ଦେଖିବାକୁ ମିଳେ । ହେଲେ କଟକ ସହରରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଛି  । କଟକ ମହାନଗର ନିଗମର କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି କିଛି ଭିନ୍ନ ଧରଣର ଓ ନିଆରା  ଘଟଣା । ସିଏମସି କମିଶନରଙ୍କୁ ବାଥରୁମ…

ବିଡିଓଙ୍କ କାର୍ ଧକ୍କାରେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା: କୋମନା ବ୍ଲକ ବିଡିଓଙ୍କ କାର୍ ଧକ୍କାରେ ତରବୋଡ଼ ଗାଁର ଜଣେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା ଏକ କାରରେ କୋମନାରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ତରବୋଡ଼ ଗାଁର ଜଣେ ଅସ୍ଥାୟୀ କର୍ମଚାରୀ…

ଶସ୍ତାରେ ବୁଲି ଆସନ୍ତୁ ୟୁରୋପ

ଓଡିଶା ସମ୍ବାଦ ବ୍ୟୁରୋ: ବିଦେଶ ଭ୍ରମଣ ସମସ୍ତଙ୍କର ଏକ ସ୍ୱପ୍ନ। ସେ ଦମ୍ପତ୍ତିଙ୍କ ହନିମୁନ କଥା କୁହନ୍ତୁ କିମ୍ବା ସାଙ୍ଗସାଥୀଙ୍କ ମସ୍ତି କଥା, ସଭିଏ ବିଦେଶ ଭ୍ରମଣ କରିବାକୁ ଇଚ୍ଛା କରନ୍ତି। କିନ୍ତୁ ଭ୍ରମଣ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୁଏ ବୋଲି କେହି ଯିବାକୁ ରାଜି ହୁଅନ୍ତି ନାହିଁ। ଯଦି…

ମାନସିକ ଅବସାଦ କେମିତି ଦୂର କରିବେ ?

ଓଡିଶା ସମ୍ବାଦ ବ୍ୟୁରୋ: ଡିପ୍ରେସନରୁ ବାହାରିବା ପାଇଁ ଉତ୍ତମ ଔଷଧ ହେଉଛି ମେଡିଟେସନ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ଅନେକଙ୍କ ଠାରେ ଷ୍ଟ୍ରେସ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖାଦେଇଥାଏ । ଚାପରୁ ମୁକ୍ତି ପାଇବା…

ଓଡ଼ିଆ ଝିଅଙ୍କ ଚିଠିରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କେବିସି ହଟ୍ ସିଟରେ ଭଦ୍ରକର ଜ୍ୟୋତିର୍ମୟୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କେବିସି ସିଜିନ 14ର ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ମଲ୍ଲିକଙ୍କୁ। ଯିଏକି ଭଦ୍ରକ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ସୁପରିଟେଣ୍ଡାଣ୍ଟ । ଏହାପୂର୍ବରୁ ଏକ ପ୍ରୋମା ରିଲିଜ ହୋଇଛି।…