Latest Odisha News

BREAKING NEWS

Yearly Archives

2022

ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଲାଠିରେ ପିଟିଲେ

ନବରଙ୍ଗପୁର:ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି,ଖବର ସଂଗ୍ରହ କରିବା ପାଇଁ ଯାଇଥିବା ୩ ଜଣ ସାମ୍ବାଦିକଙ୍କୁ ଅତିରିକ୍ତ ଏସପିଙ୍କ ମାଡ଼ମାରିବା ସହ ଟାଣିନେଲେ ସାମ୍ବାଦିକଙ୍କ ମୋବାଇଲ। ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ। ଘଟଣା ଅନୁସାରେ ପାପଡାହାଣ୍ଡି ସଦର…

ଫଟୋସପ୍ ଠକ ନନା,ବୁଲାଇଲେ କଳାକନା

କେନ୍ଦ୍ରାପଡ଼ା: ଠକଙ୍କୁ ତ ଆପଣ ଦେଖିଥିବେ  । ଏବେ ଜଣେ ମହାଠକଙ୍କୁ ଦେଖନ୍ତୁ । ଲୋକଙ୍କୁ  ଠକି ଠକି ସେ କେମିତି ବନିଛନ୍ତି ମହାଠକ । ଠକାମୀର ସବୁ ସୀମା ପାର କରିଛନ୍ତି ଫଟୋସପ୍ ଠକ୍ ନନା । କୁଳ ପୁରହୀତ ଠକ ନନା  ଏମିତି ଠକିଛନ୍ତି ଯେ ଯଜମାନଙ୍କ କୁଳ ବୁଡ଼ାଇଦେଇଛନ୍ତି । ଯଜମାନଙ୍କୁ ବି…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଉଥାପ୍ପା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରବିନ ଉଥାପ୍ପା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମୁକାବିଲା ପରେ ସେ ଭାରତର ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲର ଫଳାଫଳ ପାଇଁ…

ଶୁଭେନ୍ଦୁଙ୍କ ଫର୍ମୁଲାରେ ଓଡିଶା ବିଜେପି

ଭୁବନେଶ୍ୱର : କେନ୍ଦ୍ର ବିଜେପି ଫୋକସରେ ଓଡିଶା  । ଶାସକ ବିଜେଡିକୁ ଗାଦିଚ୍ୟୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି  । ଓଡିଶା ବିଜେପି ଏହି ରଣନୀତି ପଶ୍ଚିମବଙ୍ଗ ବିଜେପି ଭଳି ଆକ୍ରମଣାତ୍ମକ ହେବାକୁ ଯାଉଛି  । କାରଣ ବିଜେଡିର କଟ୍ଟର ବିରୋଧି କୁହାଯାଉଥିବା ଜୟନାରାୟଣ ମିଶ୍ରଙ୍କୁ…

ପନ୍ତଙ୍କୁ କ୍ଷମା ମାଗିବା ଘଟଣାରେ ଉର୍ବଶୀଙ୍କ କଭି ହାଁ କଭି ନାଁ ନୀତି

ମୁମ୍ବାଇ: କ୍ରିକେଟର ରିଷଭ ପନ୍ତଙ୍କୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଙ୍ଗଳବାର କ୍ଷମା ମାଗିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଭାଙ୍ଗି ଯାଇଥିବା ସମ୍ପର୍କ ପୁନର୍ବାର ଯୋଡିହେବା ନେଇ ଅନୁମାନ କରାଯାଇଥିଲା । ଏବେ ସେ ଏଥିରୁ ଓହରି ଯାଇଛନ୍ତି ।…

ଆଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବ୍ରିଟେନ ଗସ୍ତ କରିବେ। ରାଷ୍ଟ୍ରପତି  ସେପ୍ଟେମ୍ବର ୧୭ରୁ୧୯ ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ମହାରାଣୀଙ୍କ ପାଇଁ ସମବେଦନା ଜଣାଇବେ। ମହାରାଣୀଙ୍କ ଅନ୍ତିମ…

ବ୍ରହ୍ମାସ୍ତ୍ର ପ୍ରଚାର ପାଇଁ ରାଜମୌଲି ନେଇଥିଲେ ୧୦ କୋଟି !

ମୁମ୍ବାଇ: ବ୍ରହ୍ମାସ୍ତ୍ର ଫିଲ୍ମ ବକ୍ସ ଅଫିସରେ ଏ ପର୍ଯ୍ୟନ୍ତ ଭଲ କରୋବାର କରୁଛି । ଅବଶ୍ୟ ଏହାର କଲେକ୍ସନ ଡାଟା ନେଇ କିଛି ସଂଶୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରି ନାହିଁ । ଏହା ମଧ୍ୟରେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଛି । କରନ ଜୋହର ତାଙ୍କ ଫିଲ୍ମର ପ୍ରଚାର ପାଇଁ…

ପୁଣି ଡରାଇଲେ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟରେ ରେଡ୍ କରିବ କି ED, CBI ?

ପୁରୀ: ପୁଣି ଡରାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘାଣ୍ଟିବ କେନ୍ଦ୍ରୀୟ ସଂସ୍ଥା । ପରୋକ୍ଷରେ କହିଲେ ରାଜ୍ୟରେ ହେବ ଇଡି, ସିବିଆଇ ରେଡ୍ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଗୋଟି ଚାଳନା କରୁଛି ବିଜେପି । ବିଭିନ୍ନ ରାଜ୍ୟରେ କ୍ଷମତାକୁ…

ସୁପ୍ରିମ ରିଲିଫ :ପଦରେ ରହିପାରିବେ ଗାଙ୍ଗୁଲି, ଶାହ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟ ଶାହାଙ୍କୁ ଆଜି ମିଳିଛି ସୁପ୍ରିମ ରିଲିଫ । ସୁପ୍ରିମକୋର୍ଟ କୁଲିଂ ଅଫ ପିରୟଡ ସହ ଜଡିତ ସମ୍ବିଧାନରେ ସଂଶୋଧନ କରିବା ପାଇଁ ମଂଜୁରୀ ପ୍ରଦାନ କରିଛି । ଫଳରେ ଗାଙ୍ଗୁଲି ଓ ଶାହ ତାଙ୍କ ପଦ ବଜାୟ ରଖିପାରିବେ । ପୂର୍ବରୁ…