Latest Odisha News

BREAKING NEWS

Yearly Archives

2022

ଗତବର୍ଷ ତୁଳନାରେ ଏହି ବର୍ଷ ଆଦାୟ ହୋଇଛି ୨୮% ଅଧିକ ଜିଏସଟି

ନୂଆଦିଲ୍ଲୀ :  ଗତ ବର୍ଷ ଅଗଷ୍ଟ ମାସ ତୁଳନାରେ ଏହି ବର୍ଷ ଜିଏସଟି ଆଦାୟ ୨୮% ଅଧିକ ହୋଇଛି  ।  ୨୦୨୨ ଅଗଷ୍ଟ ମାସରେ ସାମଗ୍ରିକ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୩୬୧୨ କୋଟି ଟଙ୍କାରେ ପହଞ୍ଚିଛି  । ୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ମାସିକ ଜିଏସଟି ରାଜସ୍ଵ ସଂଗ୍ରହ ହୋଇଛି।…

ବିଶିଷ୍ଟ ବ୍ୟକ୍ତିଙ୍କ ନୂଆଁଖାଇ ଉପଲକ୍ଷେ ଜୁହାର୍; ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସୁଖ ଶାନ୍ତି କାମନା କରିଛନ୍ତି ।…

କିଶୋର କୁମାରଙ୍କ ଜୁହୁ ଘରେ କୋହଲି ଖୋଲିବେ ହୋଟେଲ

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ମହାନ ଗାୟକ କିଶୋର କୁମାରଙ୍କ ଜୁହୁ ଘରେ ହୋଟେଲ ଖୋଲିବେ । କୋହଲି ୫ ବର୍ଷ ପାଇଁ ଏହାକୁ ଲିଜରେ ନେଇଛନ୍ତି । କିଶୋର ଓ ଲୀନାଙ୍କ ପୁତ୍ର ସୁମିତଙ୍କ ସହ କୋହଲି ଏ ନେଇ କିଛି ଦିନ ତଳେ ଆଲୋଚନା କରିଥିଲେ । ଶେଷରେ ସୁମିତ ଏହାକୁ ଭଡା…

ଯୁବରାଜଙ୍କ ପରି ୬ଟି ଛକା ମାରିବାକୁ ଚାହୁଁଥିଲି: ସୂର୍ଯ୍ୟକୁମାର

ୟୁଏଇ: ହଂକଂ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇନିଂସ ଏବେ ସମସ୍ତଙ୍କ ହୃଦୟ ଜିତିଛି। ସୋଶିଆଲ ମିଡିଆରେ ଏବେ ତାଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଛି। ପ୍ରଶଂସକ, ଭେଟେରାନ୍ ସମୀକ୍ଷକ, ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସେ ଶେଷ ଓଭରରେ ବ୍ୟାଟିଂ କରିବାକୁ…

ଜାଣନ୍ତି କି ଗଣେଶ ବିବାହିତ ନା ଅବିବାହିତ ?

ଭୁବନେଶ୍ୱର: ଶ୍ରୀଗଣେଶଙ୍କ ପତ୍ନୀ ଏବଂ ଗଣେଶଙ୍କ ବୈବାହିକ ବିଷୟ ନେଇ ବିଭିନ୍ନ ପୌରାଣିକ ଗ୍ରନ୍ଥ ମାନଙ୍କରେ ଭିନ୍ନ ଭିନ୍ନ ମତ ରହିଛି। ଏକ ପୌରାଣିକ ମତରେ ଗଣେଶ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି। ଗଣେଶଙ୍କର ଦୁଇ ପାଖରେ ସିଦ୍ଧି ଏବଂ ଋଦ୍ଧି ବସିଥିବା ଦେଖାଯାଏ। ପୂରାଣରେ ଏମାନଙ୍କୁ…

ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ

ଭୁବନେଶ୍ୱର: ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ । ଏହାର ନୂଆ ନାମ ମାଣିକୋଗୋଡା ରେଲଓ୍ୱେ ଷ୍ଟେସନ ରଖାଯିବ । ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଭୁବନେଶ୍ୱର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ।…

କମ୍ପାନୀ ବଦଳି କରିଦେବା ପରେ ୭ କର୍ମଚାରୀ ଏକା ସାଙ୍ଗରେ ବିଷ ପିଇଦେଲେ !

ଇନ୍ଦୋର: ଅବସାଦର ପରିଣାମ । କମ୍ପାନୀ ଠିକ୍ ଭାବେ ଚାଲୁନଥିବାରୁ କିଛି କର୍ମଚାରୀଙ୍କୁ ଦ୍ବିତୀୟ କମ୍ପାନୀକୁ ବଦଳି କରିଦେଇଥିଲା। ହେଲେ ଏହାକୁ ଗ୍ରହଣ କରିନପାରି କମ୍ପାନୀର ୭ କର୍ମଚାରୀ ଏକାଠି ହୋଇ ବିଷ ପିଇଦେଇଥିବା ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏହି  ଘଟଣା…

ସରକାରଙ୍କ ଅପାରଗତା ପାଇଁ ବନ୍ୟା ହେଲା :ବିଜେପି

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । ବନ୍ୟାଞ୍ଚଳ ପରିଦର୍ଶନ କରି ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ । ରାଜ୍ୟରେ ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଛି ବିଜେପି  । ସରକାରଙ୍କ…

‘ବିବାହକୁ ଯୁବକମାନେ ଏକ ଖରାପ ପ୍ରଥା ବୋଲି ଦେଖୁଛନ୍ତି’

ଥିରୁଅନନ୍ତପୁରମ: ବିବାହକୁ ନେଇ ଆଜିର ଯୁୂବପିଢୀଙ୍କ ମାନସିକତାକୁ ନେଇ କେରଳ ହାଇକୋର୍ଟ ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରିବା ବେଳେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଜଷ୍ଟିସ ଏ ମହମ୍ମଦ ମୁସ୍ତାକ, ଜଷ୍ଟିସ ସୋଫି ଥୋମାସଙ୍କ ଖଣ୍ଡପୀଠ 'ୟୁଜ ଆଣ୍ଡ ଥ୍ରୋ' ବା ବ୍ୟବହାର କରିବା ପରେ…

ଅବସର ପରେ ଯବାନଙ୍କ ପ୍ରଶିକ୍ଷଣ କେନ୍ଦ୍ର, ମାଗଣା ଦେଉଛନ୍ତି ତାଲିମ୍

ଯାଜପୁର: ଦୌଡ଼କୁଦ ସାଙ୍ଗକୁ ବ୍ୟାୟାମ ପୁଣି ସାଇକେଲିଂ । ଫିଟେନସ୍ ଟିପ୍ସ ସହିତ ଦିଆ ଯାଉଛି ଭଳିକ ଭଳି ତାଲିମ୍ । ତେବେ ସରକାରଙ୍କ ପକ୍ଷରୁ ଏଭଳି ପ୍ରଶିକ୍ଷଣ ଦିଆଯାଉ ନାହିଁ । ଅବସରପ୍ରାପ୍ତ ସୈନିକ ତରୁଣ କୁମାର ଦାସ ନିଜ ଉଦ୍ୟମରେ ଏଭଳି ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୨୦ ମସିହାରେ…