Latest Odisha News

BREAKING NEWS

Yearly Archives

2022

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ମକ ଡ୍ରିଲ୍

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ସୁରକ୍ଷା ସମ୍ବନ୍ଧୀୟ ଏକ ମକ ଡ୍ରିଲ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ହସ୍ପିଟାଲ ପରିସରରେ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ଭିତରେ ସଚେତନତା ପାଇଁ ମକ ଡ୍ରିଲ୍ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ କୌଣସି ଅଘଟଣ ଘଟିଲେ ଏହାକୁ…

ଭାଷା ଭାଗବତ : ଭାଷା ସହଭାଗୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଇତିହାସରେ ନିଜ ସ୍ଥାନ କରିବା ପାଇଁ ସଂରକ୍ଷଣ ଦେଲେ ଅଧିକ ମନ, ଧ୍ୟାନ ସାଧନା ହୁଏ ଅସଂପୂର୍ଣ ଉଦାସୀନ ଓ ଅନୁରାଗୀ ହୋଇପାରିଲେ ଅହଂତ୍ୟାଗୀ ତାଂକ ରଚିତ ଶବ୍ଦାଂଜଳି ଧରଂତି ବହୁ ରୂପାବଳି ପଦ୍ଧତିବଦ୍ଧ ହେଲେ କୃତି…

ଅନୁବାଦ କବିତା : ବିବାହିତାଙ୍କୁ

ମୂଳ ରଚନା : ଜୟ ଗୋସ୍ବାମୀ କିନ୍ତୁ କଥାଟା କଣ ଜାଣ ତୁମେ ମୋ ସାମନାରେ ଛିଡ଼ା ହେଲେ ହିଁ ତୁମ ଭିତରେ ମୁଁ ଏକ ବନ୍ୟ, ଘଞ୍ଚ ବୁଦା ଦେଖିବାକୁ ପାଏ ଆଉ ସେ ବୁଦା ଆଢୁଆଳରେ ଏକ ମୃତ ଦେହ ଘୋଡ଼ା ହୋଇ ପଡ଼ିଛି ଏବଂ ଅନେକ ଦିନ ଧରି ଅଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏଇ ମୃତଦେହ ପାଣି ,…

କମିଲା ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ : ଦେଶର ତୈଳ ମାର୍କେଟିଂ କମ୍ପାନୀ  (ଓଏମସି) ପକ୍ଷରୁ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ହ୍ରାସ କରାଯାଇଛି ।୧୯ କେଜି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରାଯାଇଛି  । ଏହି ଦର ହ୍ରାସର ପ୍ରଭାବ ଦେଶର ବିଭିନ୍ନ ସହର ଉପରେ ପଡିଥିବାର ଏନଆଇ ମାଧ୍ୟମରେ ସୂଚନା ମିଳିଛି …

ନୂଆଖାଇରେ ସୋନପୁରର ସ୍ୱତନ୍ତ୍ର ପାହୁର ପରମ୍ପରା

ସୋନପୁର: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ ।  ସୋନପୁର ଗଡ଼ଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନବାନ୍ନ ଖାଇଛନ୍ତି । ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସହ ଅନ୍ୟବୈଞ୍ଜନ ପିଠାପଣା ଆଦି ନାନାଦି ଭୋଗ ଲାଗି ହୋଇଛି । ଆଉ ଏହି…

ମହିଳା ବିଜେଡି କାର୍ଯ୍ୟକାରିଣୀ କମିଟିରେ ମୃତ ମହିଳାଙ୍କ ନାଁ ଘୋଷଣା

ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ…

ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ , ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା

ଲିସବନ : ପର୍ତ୍ତୁଗାଲରେ ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ବେଡ ନମିଳିବାରୁ ମୃତୁ ଘଟିଛି  ।  ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ରାଜଧାନୀ ଲିସ୍‌ବନରେ ଭାରତର ୩୪ ବର୍ଷୀୟ…

ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମୃତ

ଭୁବନେଶ୍ୱର: ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ବୁଡ଼ି ଯିବାରୁ ମୋତି ଗୋଲାରୀଙ୍କ ମୃତ୍ୟୁ ଘଟିଛି । ମୋତି ଏବଂ ତାଙ୍କ ସ୍ୱାମୀ ଅର୍ଜୁନ ଗୋଲାରୀ ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଯାତ୍ରା…

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ପ୍ରଭାତ ମହାପାତ୍ରଙ୍କ ଆଠଟି କବିତା ସଙ୍କଳନର ସମାହାର 'ପ୍ରଭାତ ସମ୍ଭାର' ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଜୀବନୀକାର ସତ୍ୟନାରାୟଣ ମହାପାତ୍ର, ଭାଷାବିତ ଦେବାଶିଷ ମହାପାତ୍ର ଏବଂ ପ୍ରକାଶକ ତଥା ଲେଖକ…

ଆନ୍ଧ୍ରପ୍ରଦେଶରୁ ମାଙ୍କଡ଼ ଆଣି ଓଡ଼ିଶା ସୀମାରେ ଛାଡୁଥିଲେ ଦୁଇ ଯୁବକ; ବନ ବିଭାଗ କଲା ଗିରଫ

ବ୍ରହ୍ମପୁର: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରକାକୁଲମରୁ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ ଅଞ୍ଚଳକୁ ମାଙ୍କଡ଼ ଆଣି ଛଡ଼ା ହେଉଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ଯ କରାଯାଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ପି. ନାଗରାଜୁ (୨୩) ଏବଂ ଏଲୁରୁ ଜିଲାର ରମେଶ ସିଂ…