Latest Odisha News

BREAKING NEWS

Yearly Archives

2022

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କଲେ ସାଂସଦ ଷଡ଼ଙ୍ଗୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ସାଂସଦ ବିଗତ ଦୁଇ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଚାଲିଥିବା…

[ଦେଖନ୍ତୁ ଭିଡିଓ] ୫ ମାସ ହେଲା ଛୁଆ, ଗର୍ଭବତୀ, ପ୍ରସୂତିଙ୍କୁ ମିଳିନି ଅଣ୍ଡା ଓ ଛତୁଆ

କାମାକ୍ଷାନଗର: ଅଙ୍ଗନୱାଡ଼ି ଛୁଆଙ୍କୁ ଛତୁଆ ମିଳୁନି । ଦିଦି ଅଣ୍ଡା ନଦେଇ ଖାଇ ଦେଉଛନ୍ତି । ଲୋକେ ପଚାରିଲେ ଦିଦି ଓଲଟା କହୁଛନ୍ତି, ବିଲ୍ ପାସ୍ ହୋଇନି ମୁଁ କୋଉଠୁ ଦେବି । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବେଲବଣିଆ ସାହି ଅଙ୍ଗନୱାଡ଼ି କେନ୍ଦ୍ରର ଦିଦିଙ୍କ…

କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କ ପତ୍ର: ତୁମେ ବି ରାଜନୀତି ଆଉ କ୍ଷମତା ଲୋଭରେ ଭୁଲିଗଲ ଆଦର୍ଶ

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପତ୍ର ଲେଖି ବ୍ୟକ୍ତିଗତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କେଜ୍ରିୱାଲଙ୍କୁ ଲେଖିଛନ୍ତି ରାଜନୀତି ଓ କ୍ଷମତା ଲୋଭରେ ତୁମେ ତୁମ ଆଦର୍ଶ ଭୁଲି ଯାଇଛ । ସ୍ୱରାଜ ନାମକ ପୁସ୍ତକରେ କେତେ ଭଲ ଜିନିଷ ଲେଖିଥିଲ, ସେ ସବୁ…

ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଡିଏସପି ଇନ୍-ଚାର୍ଜ

ଭୁବନେଶ୍ୱର: କୋଇଲା ପରିବହନକାରୀଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଡିଏସପି ଇନ୍-ଚାର୍ଜ । ଢେଙ୍କାନାଳ ସଦର ଥାନା ଡିଏସପି ଇନ୍-ଚାର୍ଜ ଅଭିନବ ଡାଳୁଆଙ୍କୁ ଭିଜିଲ୍ସା ଲାଞ୍ଚ ଟଙ୍କା ସହ ଧରିଛି । ଶ୍ରୀ ଡାଳୁଆଙ୍କ ଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ…

ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ ,୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ।

ଭୁବନେଶ୍ୱର : ବନ୍ୟାର ବିଭୀଷିକା ପରେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି  । ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ । ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରଦାନ କରିଥିବା ରିପେର୍ଟ ଅନୁସାରେ  ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି  । ବନ୍ୟା ପ୍ରଭାବରେ…

ବାଇକରେ ବ୍ରାଉନସୁଗାର ଚୋରା ଚାଲାଣ ବେଳେ ୩ ଗିରଫ

ବରଗଡ଼: ଅତାବିରା ପୋଲିସକୁ ବଡ଼ ସଫଳତା ମିଳିଛି । ଆନ୍ତଃରାଜ୍ୟ ବ୍ରାଉନସୁଗାର ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ପୋଲିସ । ଅତାବିରା ଥାନା ଗୋଡ଼ଭଗା-ସରଣ୍ଡା ରାସ୍ତାରେ ବାଇକରେ ଆସୁଥିବା ୩ ଜଣ ଯୁବକଙ୍କ ପାଖରୁ ବ୍ରାଉନସୁଗାର ଜବତ ହୋଇଛି । ୧୦୯.୫ ଗ୍ରାମ୍ ବ୍ରାଉନସୁଗାର ପୋଲିସ ଜବତ…

ଜୋକ ସାମ୍ବାଦିକ (?)

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଆପଣ ଓଡ଼ିଶାର ଯେକୌଣସି ବି ଅଳରେ ଥାଆନ୍ତୁ ନା କାହିଁକି, ଯଦି ଆପଣ ଜଣେ ପଦସ୍ଥ ସରକାରୀ କର୍ମଚାରୀ କିମ୍ବା କୌଣସି ଘରୋଇ ଅନୁଷ୍ଠାନର ଅଧିକାରୀ ବା କାର୍ଯ୍ୟ କରୁଛନ୍ତି, ତେବେ ସେହି ଅଳରେ ଥିବା କୌଣସି ଛଦ୍ମ ସାମ୍ବାଦିକ ଆପଣଙ୍କୁ…

ଅଷ୍ଟ୍ରେଲିଆରେ ମାନସିକ ରୋଗୀଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଭାରତର ଗାଈ

କୁଇନ୍ସଲାଣ୍ଡ: ଅଷ୍ଟ୍ରେଲିଆରେ ମାନସିକ ରୋଗୀଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଭାରତର ଗାଈ ଏବଂ କାଓ ଥେରାପୀ । ନର୍ଥ କୁଇନ୍ସଲାଣ୍ଡରେ କାଓ କଡଲିଙ୍ଗ କେନ୍ଦ୍ରର ସ୍ଥାପନା କରାଯାଇଛି । ଏଠାରେ ମାନସିକ ରୋଗୀ ଆସି ଗାଈଙ୍କ ସହ ସମୟ କାଟୁଛନ୍ତି । ଆଉଁସିବା,…

ପୁଞ୍ଜପତି ବନ୍ଧୁଙ୍କୁ ସହଯୋଗ କରୁଛନ୍ତି ମୋଦୀ , ସିବିଆଇ ଏବଂ ଇଡି ତଦନ୍ତ ଦାବି କଲା ଆପ୍ ।

ଭୁବନେଶ୍ୱର : ଦିଲ୍ଲୀରେ ଅପରେସନ ଲୋଟସ୍ ଫେଲ ହେବା ପରେ ବିଜେପିକୁ ସିରିଏଲ୍ କିଲର କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ।ଏହାପରେ ଆଜି ପ୍ରେସ ମିଟ କରି ରାଜ୍ୟ ଆପ୍ ସଭାପତି ନିଶିକାନ୍ତ ମହାପାତ୍ର ବିଜେପି ସରକାର ଓ ମୋଦୀ ସରକାରଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି  । ଆପ୍…