Latest Odisha News

BREAKING NEWS

Yearly Archives

2022

ଶିଶୁ କବିତା : ଚମ୍ ଚମ୍

ପୂଣ୍ୟପ୍ରଭା ଦେବୀ ଚମ୍ ଚମ୍ ଚମ୍ ଚମ୍ ଖାଇବାକୁ ତତେ ଦିନେ କୁନା ହେଲା ନାକେଦମ୍ ଆସିଥିଲେ ମାମୁଁ ଥରେ ଆଣି ତତେ ସାଥିରେ କୁନା ଟୁନା ଖୁସିହୋଇ ଉଠୁଥିଲେ ମାତିରେ । ବୋଉ ବେଶୀ ଦେଲାନାହି ଗୋଟେ ଗୋଟେ ଦେଇକି ରୋଷଘରେ ଶିକାପରେ ରଖିଦେଲା ନେଇକି। ତା ପରେ ଯାଇ ବୋଉ…

ଅନୁବାଦ ଗଳ୍ପ : ଡେରା ବାବା ନାନକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୭ ମୂଳ ଉର୍ଦ୍ଦୁ : ଯୋଗୀନ୍ଦର ପାଲ୍‌ ଯେତେବେଳେ ଶରୀରକୁ କିଛି ଗୋଟିଏ ବାଧା ପହଞ୍ଚେ, ତାହା ଆତ୍ମାକୁ ବି ଛୁଇଁଥାଏ । ଜୀବନସାରା ସେ ସ୍ମୃତି ଅପାସୋରା ରହିଯାଏ । ସେଇଥିପାଇଁ ପ୍ରାୟ ପଚାଶ ବର୍ଷ ବିତି ସାରିଥିଲେ ସୁଦ୍ଧା ବାରମ୍ବାର…

କବିତା : ଆକାଶ-ପୁରୁଷ

ସଞ୍ଜୟ କୁମାର ସାହୁ ମୋତେ ଏକା ପରି ଦିଶନ୍ତି ଆକାଶ ଆଉ ପୁରୁଷ !! ସମୁଦ୍ରରେ ପାଦ ଥାଇ ଦୁହିଁଙ୍କ ଆଁ ଭିତରେ ଯେମିତି ଅୟୁତ ଯୁଗର ଶୋଷ !! ପିଲାଙ୍କ ଚିତ୍ରଖାତା ପରି ବହୁବର୍ଣ୍ଣା ଚିତ୍ରିତ ଆକାଶ ତା' ହସରେ ଜହ୍ନରାତି ତା' ଲୁହରେ ମେଘରାତି ତା' କୋହରେ ଖରାତାତି ତା'…

ଭାଷା ଭାଗବତ : ଲେଖାଲେଖି କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାକୁ ଭଲ ଲାଗେ କ'ଣ କରେଁନାହିଁ ମୁଁ ଅନୁମାନ ଯାହା ଭାବେ ମୋ ଚିତ୍ତ, ମନ ତାହା ହିଁ କରିଛିଁ ଲିଖନ ହେଉ କି ନ ହେଉ ସାହିତ୍ୟ ହୁଏନି ଯେଣୁ ମୁଁ ଚିଂତିତ ନିଜର ଭାବନା ସହିତ ସର୍ବଦା ରହୁଛିଁ ଜଡ଼ିତ ନିଜର ଭାବକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଙ୍କ ପୁରୁଷୋତ୍ତମ କ୍ଷେତ୍ର ଗାରିମା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ ଓ ସର୍ବଦା ତରଙ୍ଗlୟିତ ହେଉଥିବା ମହୋଦଧି। ଏହି…

ଆଜି ଭାରତ ପାକିସ୍ତାନ ମହାମୁକାବିଲା : କିଏ ଜିତିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ସଂଧ୍ୟାରେ ହେବ ଭାରତ- ପାକିସ୍ତାନ ମହାମୁକାବିଲା । ଦୁବାଇରେ ଦର୍ଶକଙ୍କ ଖଚାଖଚ୍‌ ଭିଡ ମଧ୍ୟରେ ଆଜି ଖେଳାଯିବ ହାଇ ଭୋଲଟେଜ ମ୍ୟାଚ । ଉଦଘାଟନୀ ମ୍ୟାଚରେ ଗତକାଲି ଶ୍ରୀଲଙ୍କାକୁ ହରାଇଛି ଆଫଗାନିସ୍ତାନ । କିନ୍ତୁ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ନଜର ରହିଛି…

ସାର କଳି: କିଏ କହୁଛି ସତ, କିଏ କରୁଛି ନାଟ ?

ଭୁବନେଶ୍ୱର: ଧାନ ବିଲରେ ସାର ପକାଇବାକୁ ସମୟ ଆସିଗଲାଣି। ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଆବଶ୍ୟକ ସାର ଯୋଗାଇ ଦେବାକୁ କେନ୍ଦ୍ର ସାର ଓ ରସାୟନିକ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟକୁ ଚିଠି ଲେଖିଥିଲେ। ସଂଯୋଗବଶତଃ ଠିକ୍ ଏହି ସମୟରେ ଓଡ଼ିଶା…

ନୂଆଖାଇ ପାଇଁ ଛୁଟି ଦିନ ଅବଧି ବଢ଼ାଇବାକୁ ଜୋର ଧରିଲା ଦାବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସେପ୍ଟେମ୍ବର ୧ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆ ଖାଇ । ଏଥିପାଇଁ ରାଜ୍ୟ ସରକାର ଦିନିକିଆ ଛୁଟି ଘୋଷଣା କରିଛନ୍ତି ପଶ୍ଚିମ ଓଡ଼ିଶାରେ। ହେଲେ ଏବେ ଏହି ଛୁଟି ଦୁଇ ଦିନରୁ ତିନି ଦିନ କରିବାକୁ ଦାବି ହୋଇଛି। ଦିନେ ନୁହେଁ ତିନି ଦିନ ଛୁଟି ଘୋଷଣା କରିବାକୁ ରାଜ୍ୟ…

ଦର ଦାମ ବଢୁଛି, ଭାରି ବାଧୁଛି: ନଜର ପକାନ୍ତୁ କେମିତି ବଢିଛି ଦର?

ଭୁବନେଶ୍ୱର: ବଡ଼ ବାଧିଲାଣି ଦର ବୃଦ୍ଧି । ବଜାରକୁ ମାର୍କେଟିଂ କରିବାକୁ ଯିବାକୁ ହେଲେ ହଜାରେ ଟଙ୍କାରେ ବି ଅଣ୍ଟୁନି ଗ୍ରୋସରୀ ଓ ପରିବା ବ୍ୟାଗ । ଯାହାକୁ ନେଇ ସାଧାରଣ ଲୋକ ଏବେ ଚିନ୍ତାରେ। ଯଦିଓ ଏବେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ହେଲେ ବିଭିନ୍ନ ଆର୍ଥିକ ନୀତିରେ ପରିବର୍ତ୍ତନ…

ବିଏମସିକୁ ଅଡୁଆ ଅଳିଆ: ବୈଠକ ପରେ ବି ଛିଣ୍ଡିଲାନି ବିବାଦ

ଭୁବନେଶ୍ୱର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ନେଇ ସ୍ଥାନୀୟ ଲୋକ ଏବଂ ବିଏମସି ମେୟର, କମିଶନର ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ସଫଳ ହୋଇପାରିନି। ଦୀର୍ଘ ଦିନ ଧରି ଅଳିଆ ଫିଙ୍ଗିବାକୁ ନେଇ ଜାରି ରହିଥିବା ବିବାଦ ଏବେ ଜୋର ଧରିଛି। ତେଣୁ ବିବାଦର ସମାଧାନ କରିବାକୁ ବୈଠକ…