Latest Odisha News

BREAKING NEWS

Yearly Archives

2022

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଷ୍ଟାର୍ଟଅପ୍ ଓଡିଶା ଯାତ୍ରା 2.0 ଆରମ୍ଭ କରିଛନ୍ତି। ଏହି ଯାତ୍ରା 60 ଦିନ ମଧ୍ୟରେ 30 ଟି ଜିଲ୍ଲାର 100 ରୁ ଅଧିକ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବ।  ତୃଣମୂଳ ସ୍ତରର ଯୁବଗୋଷ୍ଠୀଙ୍କ ମଧ୍ୟରେ ଔଦ୍ୟୋଗିକ ଚେତନା ଆଣିବା ପାଇଁ…

ପୁନଃ ଖୋଲିଲା ନଦୀମର୍ଗ ନରସଂହାର କେସ୍‌

ପୁଲବାମା: ଜମ୍ମୁ-କଶ୍ମୀରର ହାଇକୋର୍ଟ ନଦୀମର୍ଗରେ ଘଟିଥିବା କଶ୍ମୀର ପଣ୍ଡିତଙ୍କ ନରସଂହାର କେସକୁ ପୁନଃ ଖୋଲିଛନ୍ତି । ୨୩ ମାର୍ଚ୍ଚ ୨୦୦୩ରେ ରାତିରେ ସେନାର ପୋଷାକ ପିନ୍ଧି ଲଶ୍ମର ଇ ତୋଇବା ଆତଙ୍କବାଦୀମାନେ ୨୪ କଶ୍ମୀର ପଣ୍ଡିତଙ୍କୁ ନୃଶଂସ ଭାବେ ଗୁଳି କରି ହତ୍ୟା କରିଥିଲେ । ଏଥିରେ ୧୧…

ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ କେଜ୍ରିୱାଲଙ୍କ ସରକାର

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସରକାର ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ । ଆପ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଏହା ଘୋଷଣା କରିଛନ୍ତି । ଏ ନେଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଏକ୍ସସାଇଜ…

କଂଗ୍ରେସ ଛାଡୁଛନ୍ତି ବରିଷ୍ଠ ନେତା, ଆଜାଦ କହିଲେ ରିମୋର୍ଟରେ ଚାଲିଛି କଂଗ୍ରେସ

 ନୁଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ସହ ସମ୍ପର୍କ ଛିନ୍ନ କରି ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ।  ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବହୁ ଗୁମର କଥାକୁ ଚିଠିରେ ବର୍ଣ୍ଣନା…

ସୋନାଲୀ ଫୋଗଟ ମର୍ଡର କେସ: ଦୋଷ ମାନିଲେ ସୁଧୀର ସାଙ୍ଗୱାନ

ପାଣାଜୀ: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲୀ ଫୋଗଟ ମର୍ଡର କେସର ବଡ ଅପଡେଟ ଆସିଛି । ଏବିପି ଲାଇଭ ଓ ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଫୋଗଟଙ୍କ ପିଏ ସୁଧୀର ସାଙ୍ଗୱାନ ଦୋଷ ସ୍ୱୀକାର କରଥିବା ଗୋଆ ପୋଲିସ ପକ୍ଷରୁ କୁହାଯାଇଛି । ବିଭିନ୍ନ ଗଣମାଧ୍ୟମରେ ସିସିଟିଭି ଫୁଟେଜରେ…

ବନ୍ୟା ପରେ ଦୁର୍ଦ୍ଦଶାରେ ଚାଷୀ, ଧୋଇ ଯାଇଛି ଏକର ଏକର ଧାନ ଚାଷ

ଯାଜପୁର: ବନ୍ୟା ପାଣି ଛାଡ଼ି ଯାଇଛି । ହେଲେ ଦେଇ ଯାଇଛି ଦୁଃଖ । ନଷ୍ଟ ହୋଇ ଯାଇଛି ଏକର ଏକର ଜମିରେ ହୋଇଥିବା ଚାଷ । ଯାଜପୁରର ବୈତରଣୀ ଏବଂ ଶାଖା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦଶରଥପୁର, ଯାଜପୁର ବ୍ଲକର ବ୍ୟାପକ ଅଞ୍ଚଳରେ ଚାଷ କାର୍ଯ୍ୟ ନଷ୍ଟ ହୋଇଛି । ଧାନ ରୁଆ ପୋତା ସମୟରେ ବନ୍ୟା ପାଣି…

ହୋଟେଲର ୬ ମହଲାର ଏକ ରୁମରୁ ଖସି ଘରୋଇ କମ୍ପାନୀର ଏଚ୍.ଆରଙ୍କ ମୃତ୍ୟୁ

ପୁରୀ: ପୁରୀ ବଳିଆ ପଣ୍ଡା ସ୍ଥିତ ହୋଟେଲ୍ କ୍ରିଷ୍ଣା ସି ସାଇଡରେ ଅଘଟଣ । ହୋଟେଲର ୬ ମହଲାର ଏକ ରୁମର ଝରକାରୁ ଖସି ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧିନ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ । ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ବଳିଆ ପଣ୍ଡା ଥାନା…

ଆଜି ଅର୍ନ୍ତଜାତୀୟ ଶ୍ୱାନ ଦିବସ; ଜାଣନ୍ତୁ ବଲିଉଡ଼ କଳାକାରଙ୍କୁ କେଉଁ ପ୍ରଜାତି ପସନ୍ଦ

ଭୁବନେଶ୍ୱର: ଆଜି ଅର୍ନ୍ତଜାତୀୟ ଶ୍ୱାନ ଦିବସ । ବିଶ୍ୱରେ ଜୀବିତ ଥିବା ସମସ୍ତ ପ୍ରଜାତିର କୁକୁରଙ୍କ ବଂଶ ସଂରକ୍ଷଣ ପାଇଁ ଏହି ଦିବସ ପାଳିତ ହୋଇଥାଏ । ମିଶ୍ରିତ ଏବଂ ମୂଳ ପ୍ରଜାତିର କୁକୁର ମାନଙ୍କ ବିଷୟରେ ଅଧିକ ଗବେଷଣା, ଆଲୋଚନା ଏବଂ ସେମାନଙ୍କ ବଂଶ ବୃଦ୍ଧି ସକାଶେ ଏହି ଦିବସର ଉଦ୍ଦେଶ୍ୟ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡି

ଟୋକିଓ: ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ରେଡୀ ଓ ଚିରାଗ ଶେଟ୍ଟୀ ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ଯୋଡି ଭାବେ ସେମାନେ ଏହି ଟୁର୍ଣ୍ଣାମେଂଟରେ ପଦକ ନିଶ୍ଚିତ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡବଲ୍ସରେ ଭାରତ ପକ୍ଷରୁ କେହି ପଦକ…

‘ଚାଷୀଙ୍କ ସ୍ୱାର୍ଥରେ କାମ ନକରି ସରକାର ବୀମା କମ୍ପାନୀ ସ୍ୱାର୍ଥରେ କାମ କରୁଛନ୍ତି’

ଭୁବନେଶ୍ୱର: ବନ୍ୟା ପରେ କ୍ଷୟକ୍ଷତି କାହିଁକି ଆକଳନ କରାଯାଉନି ଏବଂ ବୀମା କମ୍ପାନୀକୁ ରାଜ୍ୟ ସରକାରଙ୍କ ଅନୁକମ୍ପା ପାଉଥିବାରୁ ଚାଷୀ ହାଇରାଣ ହେଉଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ…