Latest Odisha News

BREAKING NEWS

Yearly Archives

2022

ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ବୋର୍ଡ ସାର୍ଟିଫିକେଟ୍ ପାଇଁ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ୍ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼଼ିଛନ୍ତି ।…

ତେଜୁଛି ଅଳିଆ ବିବାଦ: ବିଜେପିର ଚେତାବନୀ, କ’ଣ କରିବେ ମେୟର ମାଡାମ ?

ଭୁବନେଶ୍ୱର: ଗୋଟିଏ ପଟେ ରାଜଧାନୀକୁ ଚିକ୍କଣା କରିବା ଇଚ୍ଛା ଅନ୍ୟପଟେ ଦୈନନ୍ଦିନ ଅଳିଆ କେଉଁଠି ପକାଇବେ ସେ ନେଇ ଦ୍ୱନ୍ଦ୍ୱରେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି। ରାଜଧାନୀର ଅଳିଆ ପ୍ରତିଦିନ ଦାରୁଠେଙ୍ଗ ଡମ୍ପିୟାର୍ଡକୁ ୧୦୦ ଟ୍ରିପ୍ ଅଳିଆ ଯାଏ । ହେଲେ ଏଠିକାର ଲୋକେ ପୁତିଗନ୍ଧମୟ…

୨୨ ବର୍ଷ ସରକାରର ଭୁଲ୍ ନୀତି ପାଇଁ ଦୁର୍ଦ୍ଦଶାରେ ବିପନ୍ନ: ପିସିସି ସଭାପତି

ଭୁବନେଶ୍ୱର: ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ସରକାରଙ୍କ ଭୁଲ ନୀତି ଯୋଗୁଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି। ଏପରି କହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ। ଏହାପୂର୍ବରୁ ସମାନ କଥା କହି ବିଜେପି ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଥିଲା। ପିସିସି ସଭାପତି କହିଛନ୍ତି,…

ସ୍ତ୍ରୀକୁ ଡରି ୧୦୦ ଫୁଟର ତାଳ ଗଛ ଉପରେ ମାସେ ହେବ ସ୍ୱାମୀ !

ଲକ୍ଷ୍ନୌ: କୁହନ୍ତି ସ୍ୱାମୀ ସ୍ତ୍ରୀ ସହ ଯେତେ କଳି, ଝଗଡା କରିଥିଲେ ମଧ୍ୟ ରାତି ହେଲେ ସେହି ଘରକୁ ଆସିବେ। ତେଣୁ ସ୍ତ୍ରୀ ସହ କଳି କରି ସ୍ୱାମୀ ମାନଙ୍କର କୌଣସି ଫାଇଦା ନାହିଁ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମାଡ଼କୁ ଡରି ୧୦୦ ଫୁଟ…

ଇନ୍ଦିରା ଗାନ୍ଧୀଙ୍କ ‘ତୃତୀୟ ପୁଅ’ ଜମ୍ମୁ କଶ୍ମୀରରେ ଗଢ଼ିବେ ନୂଆ ରାଜନୈତିକ ଦଳ !

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଆକଳନ କରାଯାଉଥିଲା ଜମ୍ମୁ କଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ବିଜେପିକୁ ଯାଇପାରନ୍ତି। ଆଗକୁ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ଏହା ପୂର୍ବରୁ ସେ ଦଳ ବଦଳ କରି ନିଜର ପତିଆରା ଜାହିର କରିବାକୁ ଯାଇ ବିଜେପି ମୁହାଁ…

‘ଭାରତ ଯୋଡ଼ୋ’ ପୂର୍ବରୁ କଂଗ୍ରେସକୁ ଯୋଡ଼, ଦଳ ଛାଡ଼ିବା ପରେ ରାହୁଲଙ୍କୁ ଟାର୍ଗେଟ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦଳ ଛାଡ଼ିବା ସହ କଂଗ୍ରେସରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛନ୍ତି ଆଜାଦ୍ । କିନ୍ତୁ ଇସ୍ତଫା ପତ୍ରରେ ସେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସୋନିଆ ଗାନ୍ଧୀଙ୍କୁ, ଗୁଲାମ ନବି ଆଜାଦ ୫…

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି। ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ।…

ନିୟମଗିରି ସୁରକ୍ଷା ସମିତିରେ ଫାଟ ! ପୋଷ୍ଟରକୁ ନେଇ ବଢ଼ୁଛି ଚର୍ଚ୍ଚା

ରାୟଗଡ଼ା: ନିୟମଗିରି ସୁରକ୍ଷା ସମିତିରେ ଫାଟ ! ଆଦିବାସୀଙ୍କ ହକ୍ ପାଇଁ ଲଢ଼ିବାକୁ ଗଠିତ ନିୟମଗିରି ସୁରକ୍ଷା ସମିତିରେ କିଛି ଠିକ୍ ଚାଲିନି । ଆମେ ଏ କଥା କହୁନାହୁଁ । ନିୟମଗିରି ଅଞ୍ଚଳରେ ଲାଗିଥିବା ପୋଷ୍ଟର ହିଁ ଏହା ବୟାନ କରୁଛି । ଯଦିଓ ଏଭଳି ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ…

ପାକିସ୍ତାନୀଙ୍କ ପ୍ରେମ ଟିକେ ଅଲଗା, ୭୦ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୩୭ ବର୍ଷର ଯୁବକ

ଲାହୋର: ପ୍ରେମ ଅନ୍ଧ । ଆଉ ପାକିସ୍ତାନରେ ତ ପୂରା ଦୃଷ୍ଟିହୀନ । ଏହାର କାରଣ ହେଲା ପାକିସ୍ତାନୀଙ୍କ ପ୍ରେମ ଟିକେ ଅଲଗା । ଏହି ଲେଖିବାର ତାତ୍ପର୍ଯ୍ୟ ହେଲା ଏଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ୩୭ ବର୍ଷର ଯୁବକଙ୍କୁ ବିବାହ କରିଛନ୍ତି । ଇଫତିକାର ଛୋଟ ପିଲା ଥିବା ବେଳୁ କିଶ୍ୱର ବିବି ତାଙ୍କୁ…

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ନେଇ ସତର୍କ କଲା UGC

ଭୁବନେଶ୍ୱର: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟ କମିଶନ (UGC) ସତର୍କ କରାଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଜଣାପଡ଼ିଛି । ଗୋଟିଏ ରାଉରକେଲା ଓ ଗୋଟିଏ ନକଲି ବିଶ୍ୱବିଦ୍ୟାଳୟ ବାରିପଦାରେ ରହିଛି । ରାଉରକେଲାରେ ନବଭାରତ ଶିକ୍ଷା…