Latest Odisha News

BREAKING NEWS

Yearly Archives

2022

ସୁପ୍ରିିମକୋର୍ଟଙ୍କ ରାୟ ପରେ ପେଗାସସ ଗୁପ୍ତଚର ଭାଇରସ ଥିଲା ନା ଏକ ପ୍ରଚାର ଉଠିଲା ପ୍ରଶ୍ନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ନରେନ୍ଦ୍ର ମୋଦୀ ସରକାର ଇସ୍ରାଏଲର ଏନଏସଓ କମ୍ପାନୀ ପ୍ରସ୍ତୁତ କରିଥିବା ଗୁଇନ୍ଦାଗିରି ଭାଇରାସ ପେଗାସସ ଦ୍ୱାରା ବିରୋଧୀ ଦଳର ନେତା, ବିଚାରପତି, ସାମ୍ବାଦିକଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି। 'ଦ ଓ୍ୱାୟାର'ର ରିପୋର୍ଟ ଆଧାରରେ ବିରୋଧୀ ଏହାକୁ ପ୍ରସଙ୍ଗ…

 “ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋର୍ଟିଂ କରିବା” କର୍ମଶାଳା

ଭୁବନେଶ୍ୱର : ଗଣମାଧ୍ୟମରେ ଲିଙ୍ଗଗତ ସମାନତା ତଥା ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିସେଫ୍‌, ଓଡ଼ିଶା ତରଫରୁ ସ୍ଥାନୀୟ ହୋଟେଲ କ୍ରାଉନ ଆନୁକୂଲ୍ୟରେ ସାମ୍ବାଦିକମାନଙ୍କ ପାଇଁ “ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋର୍ଟିଂ କରିବା” ଶୀର୍ଷକ ଏକ କର୍ମଶାଳା…

ତୁରନ୍ତ ସିପିଆର ଦିଆଯାଉଥିବା ହୃଦ୍‌ଘାତ ପୀଡ଼ିତଙ୍କ ବଞ୍ଚିବାର ସମ୍ଭାବନା ୨-୩ ଗୁଣ ଅଧିକ

ଭୁବନେଶ୍ୱର : ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦ୍‌ଘାତ କାରଣରୁ ହେଉଛି। ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍‌ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

ଲାଞ୍ଚ ନେଇ ଧରାପଡ଼ିଲେ ଏମ୍‌କେସିଜିର ଦୁଇ ନର୍ସ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଲାଞ୍ଚ କାରବାର ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାତିରେ ପୁଣି ଏକ ଏଭଳି ଲାଂଚ ଘଟଣା ଘଟିଛି । ଜଣେ ଗରିବ ମହିଳାଙ୍କୁ ପ୍ରସବ ପରେ ବଳପୂର୍ବକ ଲାଞ୍ଚ…

ମା ସମଲେଇ ମନ୍ଦିରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ଶାସନ ସଚିବ  ହେମନ୍ତ କୁମାର ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫ ଟି ଶାସନ ସଚିବ  ଭି.କେ ପାଣ୍ଡିଆନ୍ ସମ୍ବଲପୁର…

ସଚିନଙ୍କୁ ପଛରେ ପକାଇ ନୂତନ କୀର୍ତିମାନ ସ୍ଥାପନ କଲେ ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଘରୋଇ ପରିବେଶରେ ୧୦୦ ଟେଷ୍ଟ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ୭୨ କ୍ରିକେଟର ୧୦୦ରୁ…

ମମିତା ମେହେର ହତ୍ୟା ମାମଲା : କଣ୍ଟାବାଂଜି ଏଡିଜେ କୋର୍ଟରେ ଚାର୍ଜଫ୍ରେମ୍ ହେଲା ଦାଖଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗୀର, କଣ୍ଟାବାଂଜି ଏଡିଜେ କୋର୍ଟରେ ହେଲା ମାମଲାର ଚାର୍ଜଫ୍ରେମ୍ ଦାଖଲ ହୋଇଛି । ଚାର୍ଜସିଟ୍ ଦାଖଲ ପରେ ଚାର୍ଜଫ୍ରେମ୍ କଲେ ଏଡିଜେ କୋର୍ଟ । ଚାର୍ଜଫ୍ରେମ୍ ପରେ ୮ ତାରିଖରୁ ମାମଲାର ଶୁଣାଣି…

ଆର ପାରିରେ ଖ୍ୟାତନାମା ଫିଲ୍ମମେକର ସାୱନ କୁମାର

ମୁମ୍ବାଇ: ଖ୍ୟାତନାମା ଫିଲ୍ମମେକର, ନିର୍ଦ୍ଦେଶକ, ପ୍ରଡ୍ୟୁସର ଓ ଲେଖକ ସାୱନ କୁମାର ଟାକଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏବେ କିଛି ଦିନ ହେବ ଅସୁସ୍ଥ ଥିଲେ ଓ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୁରୁବାର ପୁନର୍ବାର ହାର୍ଟଆଟାକ ଆସିବାରୁ ତାଙ୍କୁ…

ଏସିଆ କପ୍, ଆଉ ଦୁଇଦିନ ପରେ ଭାରତ-ପାକିସ୍ତାନ ମ୍ୟାଚ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ଏସିଆ କପ୍ । ତେବେ ଏଥର ଏସିଆ କପରେ ଭାରତ ପାକିସ୍ତାନ ମ୍ୟାଚରେ କିଏ ଜିତିବ ତାକୁ ନେଇ ଏବେଠୁ ଚର୍ଚା ଆରମ୍ଭ ହୋଇଯାଇଛି । ଆସନ୍ତା ଅଗଷ୍ଟ 28ରେ ପାକିସ୍ତାନକୁ ଭେଟିବ ଭାରତ । https://www.youtube.com/watch?v=hYvjn-QipQE ଏହି…

ଲାଲ ସିଂ ଚଢ଼ାର ନକାରାତ୍ମକ ପ୍ରଭାବ, ଘୁଂଚିଲା ଅମୀରଙ୍କ ଆଗାମୀ ଫିଲ୍ମ ମୋଗଲ

ମୁମ୍ବାଇ: ଅମୀର ଖାଁଙ୍କ ବେଳା ଭଲ ନାହିଁ । ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଏହାର ନକାରାତ୍ମକ ପ୍ରଭାବ ତାଙ୍କ କ୍ୟାରିୟର ଉପରେ ପଡିଛି । ସେ ଏହା ପରେ ଆଉ କିଛି ଦିନ ବ୍ରେକ ନେବେ ବୋଲି କହିଥିଲେ ମଧ୍ୟ ପ୍ରକୃତ କଥା ହେଲା ତାଙ୍କର ଆଗାମୀ ଫିଲ୍ମ ମୋଗଲକୁ ମେକର୍ସ ଅନିଶ୍ଚିତତା କାଳ ପାଇଁ ଘୁଂଚାଇ…