Latest Odisha News

BREAKING NEWS

Yearly Archives

2022

IIT ଓ NIT ପରି ଇଞ୍ଜିନିୟରିଂ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ ହେବ VSSUT

ସମ୍ବଲପୁର: ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା । ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ମା’…

ଅଲଗା ହେଲେ କି ଶୁଭମନ-ସାରା ?

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବଂ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଁଉଟିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ଆଲୋଚନା ଧରିଥିଲା । ଅବଶ୍ୟ ସାରା କିମ୍ବା ଶୁଭମନଙ୍କ ପକ୍ଷରୁ ଏ ନେଇ…

[ଦେଖନ୍ତୁ ଭିଡିଓ] ୧୨ କିଲୋମିଟର କେମିତି ଯିବେ ଛାତ୍ରଛାତ୍ରୀ ?

ପାରାଦୀପ: ଟଙ୍କା ଦେଲେ, ତଥାପି ବସ୍ ନେଉନି । ୧୨ କିଲୋମିଟର କେମିତି ଯିବେ ଛାତ୍ରଛାତ୍ରୀ ? ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ ଶତାଧିକ ଛାତ୍ରଛାତ୍ରୀ ସ୍କୁଲ୍ ଯିବାରୁ ବଞ୍ଚିତ ହୋଇଛନ୍ତି । ଆଉ ଯାହାକୁ ନେଇ ଦୋଛକିରେ ପଡ଼ିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାରୋକ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ କମାଲ କରୁଛନ୍ତି ମାଆ-ପୁଅ ଯୋଡି

ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ କମାଲ କରୁଛନ୍ତି ଇସ୍ରାଏଲର ମାଆ-ପୁଅ ଯୋଡି । ୬୪ ବର୍ଷୀୟା ଶ୍ୱେତଲେନା ଜିଲଭରମ୍ୟାନ ଓ ୩୩ ବର୍ଷୀୟ ମୀସା ମିକ୍ସଡ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏଥିସହ ଶ୍ୱେତଲେନା ବିଶ୍ୱ ଚାମ୍ପିୟନଶିପରେ ବୟୋଜ୍ୟେଷ୍ଠ ମହିଳା ଭାବେ…

ବେଳାଭୂମିରେ ନରକଙ୍କାଳ କାହାର ?

ପୁରୀ: କୋଣାର୍କ ବେଳାଭୂମିରେ ନରକଙ୍କାଳ । ନୂଆନଈ ମୁହାଣ ଠାରୁ ରାମଚଣ୍ଡୀ ନଈ ମୁହାଣ ମଧ୍ୟରେ ନରକଙ୍କାଳ ପଡ଼଼ିଛି । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ନରକଙ୍କାଳ ନିକଟରେ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ପଡ଼ିଛି । ଖବର ପାଇ ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଦୁଇ ଓଡ଼ିଆଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଚଳିତ ବର୍ଷ ପାଇଁ ଦୁଇ ଜଣ ଓଡ଼ିଆ ସାହିତ୍ୟିକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନେ ହେଉଛନ୍ତି ଡ. ନରେନ୍ଦ୍ର ପ୍ରସାଦ ଦାସ ଏବଂ ଦିଲ୍ଲୀପ ବେହେରା । ଡ. ଦାସଙ୍କୁ ଶବ୍ଦ ପ୍ରଦୂଷଣ ଉପରେ ଲିଖିତ ପୁସ୍ତକ 'କୋଳାହଳ ନା ହଳାହଳ' ପାଇଁ ଏବଂ…

ସଟର ଭାଙ୍ଗି ନେଇଗଲେ ATM

ଯାଜପୁର: ଏଟିଏମ୍ ମେସିନ୍ ଲୁଟ । ଯାଜପୁର ଜିଲ୍ଲା ନେଉଳପୁର ଛକ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏସବିଆଇ ଏଟିଏମ୍ ମେସିନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍ ଲୁଟି ନେଇଥିବା ଜଣା ପଡ଼ିଛି । ଆଜି ସକାଳୁ ଏଟିଏମକୁ ଲାଗି ରହିଥିବା ଦୋକାନ…

ନାଗାବଳୀ ନଦୀରେ ଭାସି ଗଲେ ପରିବାରର ୪ ଜଣ

ରାୟଗଡ଼ା: ବୁଲିବାକୁ ଆସି ଭାସି ଗଲେ । ରାୟଗଡ଼ା ଉପକଣ୍ଠ ଝୁଲା ବ୍ରିଜ୍ ସ୍ଥିତ ନାଗାବଳୀ ନଦୀରେ ଅଘଟଣ ଘଟିଛି । ବୁଲିବାକୁ ଆସିଥିବା ଆନ୍ଧ୍ରପ୍ରଦେଶର ଗୋଟିଏ ପରିବାରର ୪ ଜଣ ନଦୀରେ ଭାସି ଯାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ୫ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର ପାଇଁ ପ୍ରୟାସ କରୁଛି…

ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ଗଞ୍ଜାମ ଗସ୍ତ; ଋଷିକୂଲ୍ୟା ବ୍ରିଜ ଫେବୃଆରୀ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଗ୍ରାମ୍ଯ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କହିଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିର ବୁଲି ଦେଖିଛନ୍ତି । ସଞ୍ଜୟ…

କାହାକୁ ନମିଳୁ ଏମିତିକା ସ୍ୱାମୀ ! ରକ୍ତ ପରୀକ୍ଷା ନାଁରେ ବିକ୍ରି କରିଦେଲା ସ୍ତ୍ରୀର କିଡନୀ

ମାଲକାନଗିରି: ସ୍ୱାମୀ ସ୍ତ୍ରୀର କିଡନୀ ବିକ୍ରି କରିଦେବା ମାମଲାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମହିଳାଙ୍କ ଡାହାଣ କିଡନୀ କାଢି ବିକ୍ରି କରାଯାଇଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି। ଯାହାକୁ ନେଇ ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ବୁଧବାର…