Latest Odisha News

BREAKING NEWS

Yearly Archives

2022

ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ

ସୋନପୁର: ବସଷ୍ଟାଣ୍ଡ ନିର୍ମାଣ ଦାବିରେ ଆନ୍ଦୋଳନ । ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ବିଜେପି । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ନୂତନ ବସଷ୍ଟାଣ୍ଡ ନିର୍ମାଣ, ଉନ୍ନତିକରଣ କାର୍ଯ୍ୟ ଦାବିରେ ଆନ୍ଦୋଳନ କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ…

ବ୍ରାହ୍ମଣୀ ନଦୀ ଜଳ ବ୍ୟବହାର ଯୋଗ୍ୟ କି ନୁହେଁ? ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀର ଜଳ ବ୍ୟବହାର ଯୋଗ୍ୟ ହେଲାଣି କି ନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ବ୍ରାହ୍ମଣୀ ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କି ପଦକ୍ଷେପ ନିଆଯାଉଛି । ସେ ସମ୍ବନ୍ଧରେ ଏକ ରିପୋର୍ଟ ଦାଖଲ କରିବାକୁ…

ବିଲକିସ୍ ବାନୋ ମାମଲାରେ କେନ୍ଦ୍ର ଓ ଗୁଜରାଟ ସରକାରକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ବାତିଲ କରିବାକୁ ସାମାଜିକ କର୍ମୀ ସୁଭାଷିନୀ ଅଲିଙ୍କ ସମେତ ୪ଜଣ କୋର୍ଟରେ ଦାବି କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ଆଜି ଶୁଣାଣି କରି ଗୁଜୁରାଟ ସରକାର ଏବଂ କେନ୍ଦ୍ରକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ…

ଡ୍ରୋନ ସହାୟତାରେ ହୀରାକୁଦ ଡ୍ୟାମର ଫାଟ ଯାଞ୍ଚ ହେବ

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟକୁ ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି । ଏହି ଖବର ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିବା ପରେ ଡ୍ୟାମ ନିରାପତ୍ତା କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି । ତୁରନ୍ତ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ…

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ, ‘୨୯ଟି ଫୋନରୁ ୫ଟିରେ ମାଲୱେର୍’

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ଟେକ୍ନିକାଲ୍ କମିଟି ଦ୍ୱାରା ଦାଖଲ ରିପୋର୍ଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଯେଉଁ ରିପୋର୍ଟରେ କୁହାଯାଇଛି, କମିଟିକୁ ୨୯ଟି ମୋବାଇଲ୍ ଫୋନ୍ ଦିଆଯାଇଥିଲା । ଯେଉଁଥିରୁ ୫ଟିରେ ମାଲୱେର୍ ରହିଛି । ତେବେ କୁହାଯାଇ ପାରିବ ନାହିଁ ଏହାଦ୍ୱାରା ତଥ୍ୟ ଚୋରି…

ରାଜ୍ୟପାଳଙ୍କୁ ନିର୍ବାଚନ କମିଶନଙ୍କ ରିପୋର୍ଟ, ରଦ୍ଦ ହେଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପଦ !

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହୋଇଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଏ ନେଇ ଏକ ବନ୍ଦ ଲଫାଫାରେ ଚିଠି ପଠାଇଛନ୍ତି। ଖଣି ଲିଜ୍ ପ୍ରସଙ୍ଗରେ ଦୁର୍ନୀତି ଏବଂ ଅଫିସ ଅଫ୍ ପ୍ରଫିଟ୍ ମାମଲାରେ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ …

ବନ୍ୟା ଜଳରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ

ପୁରୀ: ସାରା ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଏବେବି ଜଳ ଛାଡ଼ିନି । ଅନେକ ସ୍ଥାନରେ ଗାଁ ଦାଣ୍ଡରେ ବନ୍ୟା ଜଳର ସୁଅ ରହିଛି । ଏହାରି ଭିତରେ ପୁରୀ ଜିଲ୍ଲା ଗୋପ ବ୍ଲକରୁ ଆସିଛି ଦୁଃଖଦ ଖବର । ଗୋପରେ ବନ୍ୟା ପାଣିରେ ବୁଡ଼ି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୋପ…

ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ କବିୟତ୍ରୀ ଉର୍ବଶୀ

ପୁରୀ: ଭାଷା ଓ ସାହିତ୍ୟକୁ ବଂଚାଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ବୁଧବାର ଏକ ସମ୍ବର୍ଦ୍ଧନା ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠିତ ହିନ୍ଦୀ କବିୟତ୍ରୀ ଉର୍ବଶୀ ଅଗ୍ରୱାଲ ଏବଂ…

[ଦେଖନ୍ତୁ ଭିଡିଓ] ୪୨ ହଜାର ଡିସକାଉଣ୍ଟ ପରେ ବି ଗୋଟିଏ ବି ବିକ୍ରି ହେଲାନି ମାରୁତିର ଏହି କାର୍

ନୂଆଦିଲ୍ଲୀ: ଦେଶର ସଡ଼କରେ ଦୌଡ଼ୁଥିବା କାର୍ ମଧ୍ୟରେ ଅଧିକାଂଶ ମାରୁତି ସୁଜୁକିର । ଏପରିକି ଭାରତରେ ମାରୁତି ସୁଜୁକିର କାର ସର୍ବାଧିକ ବିକ୍ରି ହେଉଛି । କହିବାକୁ ଗଲେ ସ୍ୱଳ୍ପ ବଜେଟ୍ ସହ ପ୍ରଥମେ କେହି କାର୍ କିଣୁଥିଲେ ସୁଜୁକିକୁ ବାଛି ଥାନ୍ତି । କମ୍ପାନୀ ଭାରତୀୟ ବଜାରରେ ରାଜ୍ କରୁଥିବା…