Latest Odisha News

BREAKING NEWS

Yearly Archives

2022

ବିହାରରେ ବହୁମତ ପରୀକ୍ଷା ପୂର୍ବରୁ ୨୪ଟି ସ୍ଥାନରେ CBI ଚଢ଼ାଉ

ପାଟଣା: ବିହାରର ୨୪ଟି ସ୍ଥାନରେ ସିବିଆଇ ରେଡ୍ । ଚାକିରି ବଦଳରେ ଜମି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି । ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ କରୀମ ଏବଂ ଫୈୟାଜ ଅହମଦଙ୍କ ବିଭିନ୍ନ ସ୍ଥାନରେ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ସମୀକ୍ଷା ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି କିପରି ଅଛି ? ରତ୍ନଭଣ୍ଡାର ଚାବି କେଉଁଠି ଅଛି ? ରତ୍ନଭଣ୍ଡାରରେ ଠାକୁରଙ୍କ ରତ୍ନ ଅଳଙ୍କାର ଅଛି କି ନାହିଁ  ? ରତ୍ନ ଭଣ୍ଡାର ଭିତର ଘର ସୁରକ୍ଷିତ ଅଛି ତ ? ଏମିତି ଅନେକ ପ୍ରଶ୍ନ ଏବେ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି  । ଏହା ମଧ୍ୟରେ…

[ଦେଖନ୍ତୁ ଭିଡିଓ] ଏଥର ଗାନ୍ଧୀ ପରିବାର ବାହାରୁ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କିଏ ସମ୍ଭାଳିବ କଂଗ୍ରେସ କମାଣ । ଗାନ୍ଧୀ ପରିବାର ହାତରେ ରହିବ ଦଳର ମଙ୍ଗ ନା ଆଉ କିଏ ହେବେ କଂଗ୍ରେସ ହାଇକମାଣ୍ଡ । ଏନେଇ ଦଳରେ ମାନସମନ୍ଥନ ଚାଲିଥିବା ବେଳେ ଖୁବଶୀଘ୍ର କଂଗ୍ରେସକୁ ମିଳିବାକୁ ଯାଉଛି ନୂଆ ସଭାପତି । କିଏ କଂଗ୍ରେସର ପରବର୍ତ୍ତୀ ସଭାପତି ହେବେ ସେନେଇ ଦଳର…

ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଉପକୂଳ ଓଡ଼ିଶାରେ ଝିପିଝିପି ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ପାଗ କୋହଲା ରହିଛି । ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ…

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ  ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ…

4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା

ଭୁବନେଶ୍ବର ଆଗାମୀ ୨୪ ଘଣ୍ଟା ମଧ୍ୟରେ 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଭୁବନେଶ୍ବର ସହ  କିଛି ଉପକୁଳବର୍ତ୍ତୀ ଜିଲ୍ଲାଗୁଡିକରେ ଘୁର୍ଣ୍ଣିବଳୟ ର ପ୍ରଭାବ ରେ ବର୍ଷା ଲାଗିରହିଛି ବୋଲି  ପାରାଦ୍ୱୀପ ରାଡାର ରୁ ମିଳିଥିବା ମେଘଖଣ୍ଡ ଗୁଡିକର ଚଳନ୍ତି ଚିତ୍ରରେ ପ୍ରକାଶ…

ପାରିବାରିକ କଳହକୁ ନେଇ ଥାନା ଆଗରେ ବିଷ ପିଇଦେଲେ ମହିଳା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଥାନା ସମ୍ମୁଖରେ ପାରିବାରିକ କଳହକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରର ଏମ. ମୁନା ପାତ୍ରଙ୍କ ସ୍ତ୍ରୀ ଏମ.ଝିଲି ପାତ୍ର। ତାଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା…

ଶ୍ରୀମନ୍ଦିରରେ ଆଜି ପ୍ରଳମ୍ବାସୁରବଧ ବେଶ

ପୁରୀ:ଆଜି ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି । ଆଜିର ଦିନରେ ଶ୍ରୀମନ୍ଦିରରେ  ଶ୍ରୀବଳଭଦ୍ରଦେବଙ୍କର ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହୋଇଥାଏ ।  ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ହୋଇଥାଏ । ଆଜି ଶ୍ରୀଜଗନ୍ନାଥ ଓ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି ।  …

ପୂଜାରାଙ୍କ ପୁଣି ଏକ ଶତକ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଚେତେଶ୍ୱର ପୂଜାରା ଏବେ ଫୁଲ ଫର୍ମରେ ।  ଇଂଲଣ୍ଡରେ ରୟାଲ ଲଣ୍ଡନ ଓ୍ବାନ ଡେ କପ୍ କ୍ରିକେଟ ଖେଳୁଥିବା ଚେତେଶ୍ବର ପୂଜାରା ବହୁତ ଭଲ ଫର୍ମରେ ଅଛନ୍ତି। ରୟାଲ ଲଣ୍ଡନ ଦିନିକିଆ ମ୍ୟାଚରେ ପୂଜାରା ସସେକ୍ସ ପାଇଁ ଶତକ ପରେ ଶତକ କରୁଛନ୍ତି ।  ମଙ୍ଗଳବାର ଦିନ ରୟାଲ ଲଣ୍ଡନ…

ମଦ ବିରୋଧୀ ନେତାଙ୍କୁ ହତ୍ୟା ଘଟଣାରେ ୩ ଜଣ ଗିରଫ

ବ୍ରହ୍ମପୁର: ଗତ ୨୦ ତାରିଖରେ ଘଟିଥିବା ଗଞ୍ଜାମର ଜରଡ଼ା ଥାନା ଅନ୍ତର୍ଗତ ପଳାସପୁର ଗ୍ରାମର ବୃନ୍ଦାବନ ଜାନି ହତ୍ୟାକାଣ୍ଡରେ ମଙ୍ଗଳବାର ତିନି ଜଣ ଗିରଫ ହୋଇଛନ୍ତି। ଶନିବାର ପଳାସପୁର ଗ୍ରାମର ଏକ ବିଲରୁ ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ଶବ ବିଲ ମଧ୍ୟରୁ ମିଳିଥିଲା। ଏହି ହତ୍ୟାକାଣ୍ଡର…