Latest Odisha News

BREAKING NEWS

Yearly Archives

2022

ମନୀଷଙ୍କ ବିରୋଧରେ ମନି ଲଣ୍ଡ୍ରିଂ କେସ ଖବରକୁ ଖଣ୍ଡନ କଲା ଇଡି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ତୁଙ୍ଗ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ କୌଣସି ମନି ଲଣ୍ଡ୍ରିଂ କେସ ରୁଜୁ କରାଯାଇ ନାହିଁ ବୋଲି ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏକ୍ସସାଇଜ ସ୍କାମରେ ପଶିଥିବା ମନୀଷଙ୍କୁ ଏଥିନେଇ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ।…

ମାଗଣା ରେବଡି ଆଉ ଆପ୍ ର ସ୍ବପ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଗଣା ରେବଡିକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ  ମାଗଣା ବାଣ୍ଟିବାକୁ ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ଦେଶପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ରାଜନୈତିକ ଦଳମାନଙ୍କୁ ଫଟକାର…

ଏନଡିଟିଭିରେ ନିବେଶ କରିବ ଅଦାନୀ ଗ୍ରୁପ

ନୂଆଦିଲ୍ଲୀ: ଏନଡିଟିଭିରେ ନିବେଶ କରିବା ପାଇଁ ଶିଳ୍ପପତି ଗୌତମ ଅଦାନୀ ଅଂଟା ଭିଡିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଏଏମଜି ମିଡିଆ ନେଟୱର୍କ ଲିଃ ପରୋକ୍ଷ ଭାବେ ପ୍ରଥମେ ୨୯.୧୮ ପ୍ରତିଶତ ଅଂଶଧନ କିଣିବ । ଏହା ସଫଳ ହେବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ ପକ୍ଷରୁ…

ପଡ଼ୋଶୀ ଶତ୍ରୁ ସହ ମୁକାବିଲା ପାଇଁ ଭାରତର ରଣନୀତି

ନୂଆଦିଲ୍ଲୀ: ଭାରତର ଦୁଇ ପଡ଼ୋଶୀ, ଦୁଇ ଶତ୍ରୁ । ଦୀର୍ଘ ବର୍ଷରୁ ପାକିସ୍ତାନ ଭାରତର ଶତ୍ରୁ ରହିଥିବା ବେଳେ ଚୀନ ବି ସମ୍ପର୍କ ଖରାପ କରିବାରେ ଲାଗିଛି । ୧୯୯୦ ମସିହାର ରାଜିନାମାକୁ ଉଲ୍ଲଂଘନ କରି ଚୀନ ଏଲ୍ଏସିରେ ସୈନିକ ଠୁଳ କରୁଛି । ଯାହାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ…

ପାକିସ୍ତାନରେ ବ୍ରହ୍ମୋସ ମିସାଇଲ ପଡିବା ଘଟଣା: ଦଣ୍ଡିତ ହେଲେ ୩ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ: ଭୂଲ ବଶତଃ ପାକିସ୍ତାନରେ ପଡିଥିବା ବ୍ରହ୍ମୋଶ ମିସାଇଲ ଘଟଣାର ତଦନ୍ତ ଶେଷ ହୋଇଛି । ଏଥିରେ ବାୟୁସେନାର ୩ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସେବାନିବୃତ କରାଯାଇଛି । ୨୩ ଅଗଷ୍ଟରେ ବିଧିବଦ୍ଧ ଭାବେ ଏ ନେଇ ନୋଟିସ ଜାରୀ କରାଯାଇଛି । ଦୋଷୀ…

କାମ୍ବଲୀଙ୍କୁ ଅଫର ହେଲା ଚାକିରୀ

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଷ୍ଟାର ଖେଳାଳି ବିନୋଦ କାମ୍ବଲୀ ଏବେ ନିକଟରେ ତାଙ୍କ ଆର୍ଥୀକ ଅବସ୍ଥା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ । ସଚିନ ତେନ୍ଦୁଲକରଙ୍କ ଏହି ବାଲ୍ୟ ବନ୍ଧୁ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ ବୋଲି କହିଥିଲେ । ବିସିସିଆଇର ୩୦ ହଜାର…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ସାଇନା ପ୍ରି-କ୍ୱାର୍ଟରରେ

ଟୋକିଓ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲ ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ହଂକଂର ଚେୱଙ୍ଗ ଏନଗାନଙ୍କୁ ୨୧-୧୯ ସ ୨୧-୯ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ଜାପାନର…

ସମଦୂରତ୍ୱ ନୁହେଁ ସମର୍ପଣର ରାଜନୀତି ଚାଲିଛି

ଭୁବନେଶ୍ୱର : ଏନଡିଏରେ ସାମିଲ୍ ପାଇଁ ବିଜେଡିକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟରେ ରାଜନୀତି ଜୋର୍ ଧରିଛି  । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ଓ ବିଜେପି ବିଧାୟକ ତଥା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି  । ଓଡ଼ିଶାରେ ବିଜେପି –ବିଜେଡିର…

ଡକାୟତି ଯୋଜନା ପଣ୍ଡ; ବନ୍ଧୁକ ସହ ଗୁଳି ଜବତ, ୪ ଗିରଫ

ଝାରସୁଗୁଡ଼ା: ଡକାୟତି ଯୋଜନା ପଣ୍ଡ । ବନ୍ଧାହେଲେ ଅଭିଯୁକ୍ତ । ଡକାୟତି ତଥା ବିଭିନ୍ନ ଅପରାଧିକ ଯୋଜନା ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ପୋଲିସ ରାମପୁର ଅଞ୍ଚଳରୁ ୪ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ୪ ଟି ଗୁଳି ଜବତ ହୋଇଛି ।…

ନେଶନାଲ ଗେମ୍ସ ପାଇଁ ମନୋନୀତ ହେଲେ ୭ ଓଡ଼ିଆ ଜୁଡୋକା

ଭୁବନେଶ୍ୱର: ଗୁଜୁରାଟ ସରକାର ଏବଂ ଭାରତୀୟ ଅଲିମ୍ପିକ ସଂଘର ମିଳିତ ଅନୁକୁଲ୍ୟରେ ଆସନ୍ତା ୨୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ୩୬ ତମ ନେଶନାଲ ଗେମ୍ସ ପାଇଁ ପ୍ରଥମ ଥର ଓଡ଼ିଶା ରାଜ୍ଯ ଜୁଡୋ ସଂଘର ୪ ମହିଳା ଓ ୩ ପୁରୁଷ ମନୋନୀତ ହୋଇଛନ୍ତି। ଏହା ଓଡ଼ିଶା ଜୁଡୋ ଇତିହାସରେ ପ୍ରଥମ…