Latest Odisha News

BREAKING NEWS

Yearly Archives

2022

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ମାସକ ତଳେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ…

[ଦେଖନ୍ତୁ ଭିଡିଓ] ୫ ମାସ ପରେ ଖୋଲାଗଲା ମା ମଝିଘରିଆଣିଙ୍କ ହୁଣ୍ଡି, ମିଳିଲା ବିଦେଶୀ ନୋଟ୍

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ଦୀର୍ଘ ପାଞ୍ଚ ମାସ ପରେ ଆଜି ହୁଣ୍ଡି ଖୋଲା ଯାଇଥିବା ବେଳେ ହୁଣ୍ଡିରୁ ପୁଳା ପୁଳା ଟଙ୍କା ସହ ସୁନା ଅଳଙ୍କାର ଓ ବିଦେଶୀ ନୋଟ୍ ମିଳିଛି । ଦାନ ଆକାରରେ ଟଙ୍କା, ସୁନା ଓ ଅଳଙ୍କାର ସହ ବିଦେଶୀ ନୋଟ୍…

ଦ୍ୱିତୀୟଥର ପାଇଁ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ

ଭୁବନେଶ୍ୱର: ପୁଣି ବଢ଼ିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସୁରେଶଙ୍କ କାର୍ଯ୍ୟକାଳ ଆଉ ୬ ମାସ ଲାଗି ବୃଦ୍ଧି କରାଯାଇଛି । ଦ୍ୱିତୀୟଥର ପାଇଁ ମୁଖ୍ୟ ଶାସନ…

୧୦୮ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଯାଜପୁର: କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବଞ୍ଚି ଯାଇଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ  ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିଲେ । ଆମ୍ବୁଲାନ୍ସଟି ଭାରସାମ୍ୟ…

ପ୍ରେମ, ପ୍ରତିଶୃତି ଏବଂ ଶାରୀରିକ ସଂପର୍କ: ସେନା ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ସେନାର ଜଣେ ଯବାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ବିବାହ କରିବାକୁ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଯବାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଭୁବନେଶ୍ୱର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ସୈନ୍ୟ…

ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକୁ ଯିବାବେଳେ ଦୁର୍ଘଟଣା, ୮ ଆହତ

ବାଲିଗୁଡ଼ା: ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଯୋଗ ଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ ଜଣ ଆହତ । ସମସ୍ତ ଆହତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବୁଡ଼ାଗୁଡ଼ା…

ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ ବଢ଼ିଛି । କେନ୍ଦ୍ର ସରକାରଙ୍କର ଅନୁମୋଦନ ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ…

ମଙ୍ଗଳପୁର ବଜାରରେ ସିରିଜ୍ ଚୋରି, ପୋଲିସର ରାତ୍ରି ପାଟ୍ରୋଲିଂ ଉପରେ ପ୍ରଶ୍ନ

ଯାଜପୁର: ଦଶରଥପୁର ବ୍ଲକର ମଙ୍ଗଳପୁର ବଜାରରେ ମାତିଛନ୍ତି ଲୁଟେରା । ବଡ଼ ଚତୁରତାର ସହ ଦୋକାନ ଗୁଡ଼ିକର ସ୍କାଏ ଲାଇଟ୍ ଓ ଆଜବେଷ୍ଟସ୍ ଭାଙ୍ଗି ଦୋକାନ ଭିତରେ କଳାକନା ବୁଲେଇ ଦେଉଛନ୍ତି । ମେଡିସିନ୍ ଦୋକାନ, ଜନସେବା କେନ୍ଦ୍ର, ଭେରାଇଟ୍ ଷ୍ଟୋର ଏବଂ ଲୁଗା ଦୋକାନ ଆଦିକୁ ଟାର୍ଗେଟ୍ କରୁଛନ୍ତି…

ଗୋପରେ ଓଲଟିଲା ବିଜେପିର ରିଲିଫ୍ ଡଙ୍ଗା

ପୁରୀ: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ଦେଖାଦେଇଛି । ଏହା ମଧ୍ୟରେ ରିଲିଫ ବାଣ୍ଟିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟିପଡିବାର ଖବର ସାମ୍ନାକୁ ଆସିଛି । ଗତକାଲି ଗୋପ ବ୍ଲକରୁ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା  ।  ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ଡଙ୍ଗାଟି  ଓଲଟିପଡିଛି । କିନ୍ତୁ…

ଆସିଲା ଶ୍ୱେତା କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଇଞ୍ଜିନିୟର ଶ୍ୱେତା କୁମାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ଯୋଗୁଁ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ବେକକୁ ଛାଡ଼ି ଦେଲେ ଶ୍ୱେତାଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । ଅନ୍ୟପଟେ ପୋଲିସ ଶ୍ୱେତାଙ୍କ ବୟ…