୨୦୨୩ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ବୈଠକ
ପୁରୁଷ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ବୈଠକ । 2023 ରେ ଅନୁଷ୍ଠିତ ହେବ ହକି ବିଶ୍ବକପ୍ । ସେନେଇ ରାଜ୍ୟ ସରକାର ଆଲୋଚନା କରିଛନ୍ତି । କ୍ରମାଗତ ଦ୍ୱିତୀୟଥର ପାଇଁ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପୂର୍ବ ସଂସ୍କରଣଠାରୁ ଏଥର ଆହୁରି ବଡ ଭାବେ…