ଆଞ୍ଚଳିକ ନାୟକଙ୍କ ନାମରେ ନାମିତ ହେବ ଏମ୍ସ
ନୂଆଦିଲ୍ଲୀ: ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ଓ ଏୈତିହାସିକ ଘଟଣାର ସ୍ମାରକିଙ୍କ ନାମରେ ଦେଶର ଦିଲ୍ଲୀ ସମେତ ସମସ୍ତ ୨୩ଟି ଏମ୍ସ ନାମକରଣ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସର୍ମ୍ପକରେ ପରାମର୍ଶ ଲୋଡିବା ପରେ ଅଧିକାଂଶ…