Latest Odisha News

BREAKING NEWS

Yearly Archives

2022

ତମାଖୁ ଆଇନ କଡ଼ାକଡ଼ି କରିବାକୁ ରାଜ୍ୟସଭାରେ ସୁଜିତ୍ କୁମାର ଆଣିଲେ ପ୍ରାଇଭେଟ ବିଲ୍

ଭୁବନେଶ୍ୱର: ଶୁକ୍ରବାର ଦେଶରେ ତମାଖୁ ନିୟନ୍ତ୍ରଣ ଆଇନ୍‍କୁ କଡ଼ାକଡ଼ି କରିବା ପାଇଁ ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଆଇନ କୋଟପାରେ ସଂଶୋଧନ ପାଇଁ ବିଲ୍‍ ଆଗତ କରିଛନ୍ତି । ଘରୋଇ ବିଲ୍‍ଟି ଆଲୋଚନା ପାଇଁ ବହୁ ମତରେ ଗ୍ରହଣ କରାଯାଇଛି ।…

ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ ମିଳିଛି ।  ଭାରତକୁ ରେସଲିଂରେ ଏହି ପ୍ରଥମ ସ୍ବର୍ଣ୍ଣ ପଦକ  ମିଳିଛି । ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଚଲାନ ମ୍ୟାକନିଲଙ୍କୁ…

ସଂଖ୍ୟା ଖେଳରେ କିଏ ଜିତିବ ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଧନଖଡ ଏବଂ ମାର୍ଗାରେଟ ଆଲଭାଙ୍କ  ମଧ୍ୟରେ କାଲି ଭୋଟ ହେବ । ଏହି ନିର୍ବାଚନର ବିଶେଷ କଥା ହେଉଛି ଭୋଟ୍ ସମୟରେ ସାଂସଦଙ୍କୁ କେବଳ ଗୋଟିଏ ଭୋଟ୍ ଦେବାକୁ ପଡିବ, କିନ୍ତୁ ତାଙ୍କୁ ତାଙ୍କ ପସନ୍ଦ ଆଧାରରେ ପ୍ରାଥମିକତା…

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଅଂଶୁ, ରୌପ୍ୟରେ ସନ୍ତୁଷ୍ଟ

ବର୍ମିଂହାମ: ଭାରତର ଷ୍ଟାର ମହିଳା ରେସଲର ଅଂଶୁ ମଲିକ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ରେସଲିଂରେ ପ୍ରଥମ ପଦକ ଆଣିଛନ୍ତି । ୫୭ କେଜି ଫ୍ରିଷ୍ଟାଇଲ ବିଭାଗର ଫାଇନାଲରେ ଅଂଶୁ ନାଇଜେରିଆର ଓଡୁନାୟୋ ଫୋଲାସାଡେ ଆଡେକୁଓରେୟୋଙ୍କ ନିକଟରୁ ୭-୩ରେ ପରାଜିତ ହୋଇଥିଲେ । ସେ ରୌପ୍ୟରେ ସନ୍ତୁଷ୍ଟ…

ଗଞ୍ଜାମରେ ୨୦ଟି ଘରୋଇ କ୍ଲିନିକ୍‌ରେ ମାଗଣା ଅଲ୍‌ଟ୍ରାସାଉଣ୍ଡ; ଲକ୍ଷ୍ୟ ସୁରକ୍ଷିତ ମାତୃତ୍ୱ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ସୁରକ୍ଷିତ ମାତୃତ୍ୱ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଜିଲାର ୨୦ଟି ଘରୋଇ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ରେ ଗର୍ଭବତୀଙ୍କୁ ମାଗଣାରେ ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷା ସୁବିଧା ମିଳିବ। ସୁରକ୍ଷିତ ଜନନୀ…

ନୂତନ ଟେକ ଅଫ ସିଷ୍ଟମ ଶ୍ରୀଶଙ୍କର ହାତରୁ ଛଡାଇ ନେଲା ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତର ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ତେବେ ଶ୍ରୀଶଙ୍କର ସ୍ୱର୍ଣ୍ଣ ପଦକ ଦାବୀଦାର ଥିଲେ । ନୂତନ ଭାବେ ଲାଗୁ କରାଯାଇଥିବା ଟେକ ଅଫ ସିଷ୍ଟମ ତାଙ୍କୁ ୨ ଥର ପାଉଲ ଘୋଷିତ କରିଥିଲା । ଏହି ଟେକନିକର…

ରାହୁଲ ମାଗିଲେ ଜବାବ, ପ୍ରଶ୍ନ ପଚାରିଲେ ଜେଲରେ ପୁରାଉଛି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଆଜି ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ ନେତାମାନେ ବିଜେପି ସରକାର ବିରୋଧରେ ରଣହୁଙ୍କାର କରିଥିଲେ । କଳାପୋଷାକ…

ଟଙ୍କାରେ ଖେଳୁଥିଲେ ଖେଳ ଶିକ୍ଷକ; ମିଳିଲା ୪.୬୭ କୋଟିର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁରସ୍ଥିତ ଶ୍ରୀଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ମୋଟ ସମ୍ପତ୍ତିର ଆକଳନ କରିଛି ବ୍ରହ୍ମପୁର ଭିଜିଲାନ୍ସ। ବୃତ୍ତିରେ କ୍ରୀଡ଼ା ଶିକ୍ଷକ ହୋଇଥିଲେ ମଧ୍ୟ ଗାଡି, ଘର, ପ୍ଲଟ, ଦୋକାନବଜାର, ପେଟ୍ରୋଲ ପମ୍ପ, ଗ୍ୟାସ…

କେନ୍ଦ୍ର ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସର ହୁଙ୍କାର, ରାଜଭବନ ଘେରାଉ

ଭୁବନେଶ୍ୱର :  ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଜନମାରଣ ଜିଏସ୍‌ଟି ଲାଗୁ ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି ।…

ନ୍ୟାସନାଲ ହେରାଲ୍ଡ ମାମଲାରେ ମୋତିଲାଲ ଆର୍ଥିକ କାରବାର ସମ୍ଭାଳୁଥିବାର ପ୍ରମାଣ ନାହିଁ !

ନୂଆଦିଲ୍ଲୀ: ନ୍ୟାସନଲ ହେରାଲ୍ଡ ମାମଲାରେ ଇଡି 'ହାୱାଲା କାରବାର' ର ଲିଙ୍କ ପାଇଛି ବୋଲି ଜଣାପଡିଛି। ଏହାର ଦିନକ ପରେ ଏହି ମାମଲାରେ ଦିବଂଗତ କଂଗ୍ରେସ ନେତା ମୋତିଲାଲ ଭୋରା ଆର୍ଥିକ କାରବାରରରେ ସଂପୃକ୍ତି ଥିବା ନେଇ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ଜେରା ବେଳେ ଇଡିକୁ ଯେଉଁ ସୂଚନା…