Latest Odisha News

BREAKING NEWS

Yearly Archives

2022

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।…

ଉପରାଷ୍ଟ୍ରପତି ନିର୍ବାଚନ ଭୋଟ ଚାଲିଛି

ନୂଆଦିଲ୍ଲୀ:  ଆଜି ସକାଳ ୧୦ଟାରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଆରମ୍ଭ ହୋଇଛି । https://twitter.com/ani_digital/status/1555784517540925440 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ…

କାମାକ୍ଷାନଗର ମହୁଲି ଛକରେ ଆମ୍ବୁଲାନ୍ସ ଦୁର୍ଘଟଣା; ଦୁଇ ଚାଳକ ଓ ରୋଗୀ ଆହତ

କାମାକ୍ଷାନଗର: ଶନିବାର ଭୋର ୫.୪୫ ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡ଼ି ମୁହାଁ-ମୁହିଁ ଧକ୍କା ହୋଇ ଦୁଇ ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଭୋର ସକାଳୁ ଚର୍ଚ୍ଚିତ ସିବିଆଇ ନିକଟରେ ଜେରା ପାଇଁ ହାଜର ହୋଇଥିଲେ । ପଚରା ଉଚୁରା ପରେ ସିବିଆଇ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି । ଚର୍ଚ୍ଚିତ ମହିମାଙ୍କ କମ୍ପାନୀ…

ଆମ ଶିକ୍ଷା ବ୍ୟବସ୍ଥାର ହାଲ ଚାଲ, ଅଟ୍ଟାଳିକାରେ ସୀମିତ

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ବିଭିନ୍ନ ସମୟରେ ଦେଶ ବିଦେଶ ଭ୍ରମଣ କରିବାର ସୁଯୋଗ ମିଳିଛି। ଏହା ସହିତ ସେଠାକାର ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଗବେଷଣାଗାର ବୁଲିବାର ଏବଂ ଏଠାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଗବେଷଣାରତ ଅଧ୍ୟାପକମାନଙ୍କ ସହିତ କଥା ବାର୍ତ୍ତା ହେବାର…

ଭାଷା ଭାଗବତ : ଉଜ୍ଜ୍ବଳ ତାରକା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୯ " ଆମର ସାହିତ୍ୟ ଆକାଶ ପ୍ରଥିତଯଶାଂକ ନିବାସ ପ୍ରତ୍ୟେକେ ଉଜ୍ଜ୍ବଳ ତାରକା ଜାଜ୍ବଲ୍ୟମାନ ଏକା ଏକା ସ୍ବୀୟ ପ୍ରତିଭା ବଳେ ସର୍ବେ ଧ୍ବଜୋତ୍ତୋଳନ କରି ଗର୍ବେ ଭାଷାର ସଂଧିକ୍ଷଣ ବେଳେ ସାହିତ୍ୟ ଲେଖି ବଂଚାଇଲେ ଗୌରବଶାଳୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୬ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ର ସପ୍ତ ମୋକ୍ଷ ଦାୟକ କ୍ଷେତ୍ର ମଧ୍ୟରେ ଅନ୍ୟତମ ଶାସ୍ତ୍ର କହେ। "ଅଯୋଧ୍ୟା ମଥୁରା ଗୟା କାଶୀ କାଞ୍ଚିହ୍ୟବନ୍ତିକା, ପୁରୀ ଦ୍ୱାରାବତୀ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍ ପଡ଼ିବ, ଧନଖଡ ଜିତିଲେ କେଉଁ ରାଜ୍ୟ ଅଧିକ ଖୁସି ହେବ?

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସଂସଦରେ ଏଥିପାଇଁ ମତଦାନ ଅନୁଷ୍ଠିତ ହେବ। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ଭୋଟ୍ ଦେବେ ସାଂସଦ। ପରିସଂଖ୍ୟାନ ଦୃଷ୍ଟିରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡଙ୍କ ବିଜୟ ସୁନିଶ୍ଚିତ…

ପ୍ରେମିକ ଦେଲା କାର ଚଳାଇବାକୁ, ପ୍ରେମିକା କିନ୍ତୁ କାର ଚଢାଇ ତିନି ଜଣଙ୍କ ଜୀବନ ନେଇଗଲା

ବିଳାଶପୁର: ଛତିଶଗଡର ବିଳାଶପୁରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଖୁସି କରାଇବାକୁ ଯାଇ କାର ଚଳାଇବାକୁ ଦେଇଥିଲେ। ପ୍ରେମିକା କିନ୍ତୁ ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେବାରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ପ୍ରେମିକାକୁ ପୋଲିସ ଗିରଫ…

କେମେଷ୍ଟ୍ରି ପଢି ତିଆରୁ କରୁଥିଲା ଡ୍ରଗ୍ସ, ଗୁମର ଫିଟିବା ପରେ ବାନ୍ଧିନେଲା ପୁଲିସ

ମୁମ୍ବାଇ: ଗୁରୁବାର (ଅଗଷ୍ଟ ୫)  ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲ୍ କୋଟି କୋଟି ଟଙ୍କାର ଏକ ଡ୍ରଗ୍ସ ରାକେଟ ଧରିବାରେ ସଫଳ ହୋଇଛି। ବେଆଇନ ଡ୍ରଗ୍ସ ବିକ୍ରି ଅଭିଯୋଗରେ ମୋଟ୍ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୭୦୪ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଛି । ଯାହାର ମୂଲ୍ୟ…