Latest Odisha News

BREAKING NEWS

Yearly Archives

2022

ଭାରତ ବିରୋଧରେ ଅପପ୍ରଚାରରେ ମାତିଛି ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଯାହା ଅସମ୍ଭବ ଲାଗୁଥିଲା ତାହା ସଂଭବ କରିଦେଖାଇଛି ଭାରତ । ଜମ୍ମୁକାଶ୍ମୁରରୁ ଧାରା 370 ରଦ୍ଦ ହେବା ପରେ ପାକିସ୍ତାନ ଆଖିରେ ନିଦ ନାହିଁ । କିନ୍ତୁ ଭାରତ ବିରୋଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ ପାକିସ୍ତାନ ।  ଜାମ୍ମୁ କାଶ୍ମୀରରୁ ଧାରା 370…

ପିଏମ ଆଓ୍ୱାସ ଯୋଜନା ହିତାଧିକାରୀଙ୍କୁ ମିଳିନି ଅର୍ଥ: ଲୋକ ସଭାରେ ଦାବି କଲେ ମଞ୍ଜୁଲତା ମଣ୍ଡଳ

ଭୁବନେଶ୍ୱର: ଓଡ଼ିଶାରେ ୬.୬୫ ଲକ୍ଷ ପରିବାର ପିଏମ ଆଓ୍ୱାସ ଯୋଜନାରୁ ବର୍ତ୍ତମାନ ବଞ୍ଚିତ ହୋଇଛନ୍ତି । ପାଣ୍ଠି ଯାେଗାଣରେ ବିଳମ୍ବ ଯୋଗୁଁ ୧.୮୪ ଲକ୍ଷ ଫନି କ୍ଷତିଗ୍ରସ୍ତ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ଥିବା ଲୋକସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉପସ୍ଥାପନ କରିଛନ୍ତି । ୨୦୨୨…

କଂଗ୍ରେସର ବିରୋଧକୁ ନେଇ ଅମିତ ଶାହ ରଖିଲେ ଉତ୍ତର

ନୂଆଦିଲ୍ଲୀ:  କଂଗ୍ରେସ ଆଜି ଦିନ ତମାମ କେନ୍ଦ୍ର ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲା । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ମଧ୍ୟ ବିରୋଧରେ ସାମିଲ ହୋଇଥିଲେ । ସାଂସଦମାନେ କଳା ପତାକା ଏବଂ କଳା ପଟି ବାନ୍ଧିବା ସହ ଅନେକ ନେତା କଳା ପୋଷାକ ପିନ୍ଧି ବିରୋଧ କରିଥିଲେ ।  ଦରଦାମ…

କେଉଁ ମାମଲାରେ ରାହୁଲ ଗାନ୍ଧୀ ଜାମିନରେ ଅଛନ୍ତି, ଦେଶବାସୀଙ୍କୁ କହିବା ଦରକାର: ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ସଂସଦରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଜିଏସଟି ବିରୋଧରେ ବିରୋଧ କରିଥିଲା। ଏହି ସମୟରେ କଂଗ୍ରେସ ସାଂସଦମାନଙ୍କୁ କଳା ପୋଷାକରେ ଦେଖିବାକୁ ମିଳିଥିଲା। ବିରୋଧ କରୁଥିବା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ସାଂସଦଙ୍କୁ ପୋଲିସ ଅଟକ…

କାଶୀପୁର ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ କାହିଁକି ଅଧାରେ ପଡିଛି?

ରାୟଗଡ଼ା:  କାଶୀପୁର ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଉଛି ଦୁଷିତ ଜଳ । ଦଶନ୍ଧି ଦଶନ୍ଧି ଧରି  ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନଥିବା କାରଣରୁ ବାଧ୍ୟ ହୋଇ ନଦୀ, ନାଳ , ଝରଣା ଓ ଅନ୍ୟାନ୍ୟ ଜଳଉତ୍ସରୁ ପାଣିକୁ  ଲୋକେ ବ୍ୟବହାର କରୁଛନ୍ତି । କାଶୀପୁର ବକ୍ଲ ବାସୀ…

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂ ଫାଇନାଲରେ ବଜରଙ୍ଗ, ସାକ୍ଷୀ, ଅଂଶୁ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟରଙ୍କ ପରେ ଭାରତୀୟ ରେସଲରମାନେ କମାଲ ଦେଖାଇବା ଆରମ୍ଭ କରିଛନ୍ତି । ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଅଂଶୁ ମଲିକ ନିଜ ନିଜ ବିଭାଗର ଫାଇନାଲରେ ପ୍ରବେଶ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପୁରୁଷ ୬୫ କିଗ୍ରା ବିଭାଗ…

ସୁଶାନ୍ତ ସିଂହ ରାଜପୁତ ମାମଲାଲେ ଆଦିତ୍ୟଙ୍କ ନାଁ ଆସିବା ପରେ ପଦ ଛାଡିବାକୁ ଚାହୁଁଥିଲେ ଉଦ୍ଧବ?

ମୁମ୍ବାଇ: କ୍ଷମତା ଗଲା ପରେ ଅନେକ ଗୁମର ଫିଟେ । ଆଉ କ୍ଷମତାରେ ରହିବା ସମୟରେ ଅନେକ କଥା ଲୋକଲୋଚନକୁ ଆସିପାରେ ନାହିଁ। ଏହା ଭାରତୀୟ ଗଣତନ୍ତ୍ରରେ ପ୍ରାୟତଃ ଦେଖାଯାଏ। ଯାହାକି ଏବେ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ପୁଣିଥରେ ଦେଖିବାକୁ ମିଳିଛି। ଶିବସେନାର ଏକନାଥ ସିନ୍ଦେ…

ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ:  ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ । ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ଥିବାବେଳେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା…

ଇଡି ଜାଲରେ କ୍ରିପ୍ଟୋ ଫାର୍ମ ୱାଜିରଏକ୍ସ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ଏକ୍ସଚେଂଜ ମାଧ୍ୟମରେ ମୋଟା ଲାଭ କମାଉଥିବା କେତେକ ସଂସ୍ଥା ଉପରେ ଇଡି ଏବେ ନଜର ପକାଇଛି । ୱାଜିରଏକ୍ସ ନାମକ ଏକ କମ୍ପାନୀର ୬୪.୬୭ କୋଟି ଟଙ୍କା ଥିବା ବ୍ୟାଙ୍କ ଖାତା ଫ୍ରିଜ କରାଯାଇଛି । ଏହି କମ୍ପାନୀ ଚୀନରୁ ଫଣ୍ଡ ଆଣିଥିବା ଅଭିଯୋଗ ହୋଇଛି । ପିଏଲଏଲଏ…

ସଂସଦରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷିତ ମହିଳା ଆସନ ପାଇଁ ରାଜ୍ୟସଭାରେ ଦାବି କଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳାଙ୍କ ସଂରକ୍ଷଣ ବିଲ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ପାଇଁ ସସ୍ମିତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି । ସସ୍ମିତ ଦାବି ରଖିଥିଲେ ଯେ, ଉଭୟ ବିଧାନସଭା ଏବଂ…