Latest Odisha News

BREAKING NEWS

Yearly Archives

2022

ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଏସଓପି ଭୁଲି ବାଇକରେ ମାଓ ଅଞ୍ଚଳ ଗସ୍ତ କଲେ ଜିଲ୍ଲାପାଳ

ରାୟଗଡ଼ା: ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ନକ୍ସଲ ପ୍ରବଣ ଅଞ୍ଚଳରେ ରାୟଗଡ଼ା ଜିଲାପାଳ ସ୍ୱଧା ଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ପାରସାଲୀ ପଞ୍ଚାୟତ ଲାଖପଦର…

ବିଧାୟକ କ୍ୱାର୍ଟର ମରାମତିରେ ଦୁର୍ନୀତି ଅଭିଯୋଗ; ମନ୍ତ୍ରୀ କହିଲେ ଆବଶ୍ୟକ ପଦକ୍ଷେପ ନିଆଯାଉଛି

ଭୁବନେଶ୍ୱର: ବିଧାୟକଙ୍କ କ୍ୱାର୍ଟର ମରାମତିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ତ୍ତ ବିଭାଗକୁ ବିଜେଡି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି । ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଏ ସଂପର୍କିତ ଏକ ପ୍ରଶ୍ନ ବିଧାନସଭାରେ ପଚାରିଥିଲେ ।…

ଆତଙ୍କବାଦୀ ଜଓ୍ୱାହିରିକୁ ହତ୍ୟା କରିବାକୁ କେବେଠୁ ହୋଇଥିଲା ରଣନୀତି ?

ଓ୍ୱାଶିଂଟନ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ମୁଖ୍ୟ ଆୟମାନ ଅଲ-ଜଓ୍ୱାହିରୀକୁ ହତ୍ୟା କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଅପରେସନକୁ 'ନ୍ୟାୟ' ବୋଲି କହିଛନ୍ତି । ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକା ଉପରେ ଆକ୍ରମଣ ହୋଇଥିଲା। ଏହି…

ବିଶ୍ରାମ ନେଉଥିଲା ଆତଙ୍କବାଦୀ ଅଲ୍ ଜଓ୍ୱାହିରି, ଡ୍ରୋନ ଷ୍ଟ୍ରାଇକ୍ କରି ଆମେରିକା କଲା ନିପାତ

ଓ୍ୱାଶିଂଟନ:  କୁଖ୍ୟାତ ଆତଙ୍କବାଦୀ ଅୟମାନ ଅଲ୍ ଜଓ୍ୱାହିରି (Ayman al-Zawahiri) ନିହତ । ଆଫଗାନିସ୍ତାନ କାବୁଲରେ ନିଜ ଘର ଅଗଣାରେ ବିଶ୍ରାମ ନେଉଥିବା ବେଳେ ଡ୍ରୋନ ଜରିଆରେ ଏୟାର ଷ୍ଟ୍ରାଇକ୍ କରି ଆମେରିକା ଏହି କୁଖ୍ୟାତ ଆତଙ୍କବାଦୀକୁ ନିପାତ କରିଛି । ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର…

କବିତା : ଭିଜା ମାଟିର ବାସ୍ନା

ରମାକାନ୍ତ ନାୟକ ଭିଜା ମାଟିର ବାସ୍ନାର ମହକ ଭିଜି ଯାଏ ଖେଳେ ହୃଦୟେ ପୁଲକ ଜୀବନରୁ ମାଟି ମାଟିରୁ ଜୀବନ ଜୀବନରୁ ଆରମ୍ଭ ଜୀବନରେ ଶେଷ ଷଠୀ ଘରୁ ଶ୍ମଶାନର ବ୍ୟବଧାନ ମାଟିହିଁ ନିଶ୍ୱାସ ମାଟିହିଁ ସ୍ବପ୍ନର ଇଗଲ ଭିଜା ମାଟିର ପରଶେ ସବୁଜ ହିଲ୍ଲୋଳ ଚିରକାଳେ ବିମୁଗ୍ଧ କଲ୍ଲୋଳ…

ରଞ୍ଜନ କୁମାର ଦାସଙ୍କ ତିନୋଟି ଲଳିତ ନିବନ୍ଧ ସଙ୍କଳନ ଉନ୍ମୋଚିତ

କଟକ : ବିଶିଷ୍ଟ ପ୍ରଶାସକ ଓ ସାହିତ୍ୟିକ ରଞ୍ଜନ କୁମାର ଦାସଙ୍କ ରଚିତ ତିନୋଟି ଲଳିତ ନିବନ୍ଧ ସଙ୍କଳନ ‘ ଅସନ୍ତୋଷର ପୃଥିବୀ’, ‘ ଥାଇ ଘୋର ଜଳେଣ’ ଏବଂ ‘ ଶବ୍ଦ ଶସ୍ତ୍ର’ ସ୍ଥାନୀୟ ଶାରଳା ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଶାରଳା ସାହିତ୍ୟ ସଂସଦର ସଭାପତି ପ୍ରଭାକର ସ୍ବାଇଁଙ୍କ…

ଏଲନ ମସ୍କଙ୍କ ପାଇଁ ଚିନ୍ତାରେ ତାଙ୍କ ପିତା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଲୋନ ମସ୍କଙ୍କ ପିତା ଏରୋଲ୍ ମସ୍କ କହିଛନ୍ତି ଯେ ସେ ତାଙ୍କ ଧନୀ ପୁଅ ପାଇଁ ସଦାବେଳେ ଚିନ୍ତାରେ ରହୁଛନ୍ତି। ଏହାର କାରଣ ତାଙ୍କ ପରିବାରରେ ଏକମାତ୍ର ଏଲନ ଖୁସିରେ ନାହାଁନ୍ତି । ଏରୋଲ କହିଛନ୍ତି ଏତେ ଟଙ୍କା ରୋଜଗାର କରିବା ପରେ ମଧ୍ୟ ଏଲନଙ୍କ ଏପରି ସାଥୀ…

ଭାଷା ଭାଗବତ : ହେଲିଣି ଭାଷାମୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୫  ଯାହାକୁ ଦେଇନି ନିଯୁକ୍ତି ଅଥବା କରିନାହିଁ ଚୁକ୍ତି ତାହା ସହିତ କରି ଯୁକ୍ତି ମନକୁ ଆଣେନି ଅଶାଂତି ଯାହାଠୁଁ ପାଇନି ନିଯୁକ୍ତି ବୁଝି ତାହାର ମତି, ଗତି ନେଇନି କୌଣସି ନିଷ୍ପତ୍ତି ଏପରି ଅଟେ ମୋ ପ୍ରବୃତ୍ତି ମୋର…

କାଶୀପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ରାୟଗଡା:  କାଶୀପୁର ବ୍ଲକରେ ଗତ 26 ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହଇଜା ।  ମୁଣ୍ଡବ୍ୟଥା ପାଲଟିଛି ଜଳ ଯୋଗାଣ । ଗତ ଦୁଇଦିନ ତଳେ କାଶୀପୁର ବ୍ଲୋକ୍କର ବିଭିନ୍ନ ଗାଁରେ ଯୋଗାଇ ଦିଆଯାଉଥିବା ଟେଙ୍କର ପାଣିରେ ଇ- କୋଲାଇ ଜୀବାଣୁ ଚିହ୍ନଟ ହେବା ପରେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଫଳରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପରମ ପାବନ କ୍ଷେତ୍ର ଶ୍ରୀପୁରୁଷୋତମ କ୍ଷେତ୍ରରେ ପଞ୍ଚ ତୀର୍ଥ ମଧ୍ୟରେ ଅନ୍ୟତମ ତୀର୍ଥ "ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ "। ଏହାକୁ ଆମେ ମନୁଷ୍ୟ ତୀର୍ଥ…