Latest Odisha News
Yearly Archives

2022

ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

 ଭୁବନେଶ୍ୱର: ଗୃହରେ ଉଠିଲା ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ । ଆଜି ବିଧାନସଭାରେ ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ ଉଠିଛି । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି । ଜୟପୁରର ବିଭିନ୍ନ ସ୍କୁଲରେ ଦୁର୍ନୀତି ଅଭିଯୋଗ…

ଶ୍ରୀଲଙ୍କା ରାଷ୍ଟ୍ରପତି ହେଲେ ୬ ଥରର ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେ

କଲମ୍ବୋ: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ୍ ବିକ୍ରମାସିଂଘେ । ସେ ଦୁଲ୍ଲାସ ଅଲାହପ୍ପେରୁମା ଓ ଅନୁରା କୁମାରାଙ୍କୁ ହରାଇ ରାଷ୍ଟ୍ରପତି ହୋଇଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଇସ୍ତଫା ଦେଇଥିଲେ । ଏହାପରେ…

[ଦେଖନ୍ତୁ ଭିଡିଓ] ନାଗୁଣୀର ମାତୃ ସ୍ନେହ: ଛୁଆଙ୍କୁ ସୁରକ୍ଷିତ ରଖି ଭୋକରେ ଜୀବନ ହାରିଲା

କଟକ : ଟାଙ୍କି ଭିତରୁ ଉଦ୍ଧାର ହେଲା ନାଗ ସାପ ଛୁଆ ।  କଟକ ଜିଲ୍ଲା ବାଙ୍କୀ  ଦୋଳଣାପୁରର ଲକ୍ଷ୍ମୀଧର ପରିଡାଙ୍କ ଘରେ ଟାଙ୍କି ମରାମତି କରାଯିବା ବେଳେ କିଛି ନାଗ ସାପ ଛୁଆ ଓ ଅଣ୍ଡା ଉଦ୍ଧାର ହୋଇଛି । ତାସହିତ ସେଠାରେ ଏକ ବଡ଼ ନାଗ ସାପ ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣା ନେଇ …

ଦେଶୀ ମଦ ପିଇ ୭ ଜଣଙ୍କ ମୃତ୍ୟୁ, ଏକାଧିକ ଗୁରୁତର

କୋଲକାତା: ଦେଶୀ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାର ମଲିପଞ୍ଚଘୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ସ୍ଥାନୀୟ ଏକ ଦୋକାନରୁ ଅବୈଧ ମଦ ଆଣି ପିଇବା ପରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଦେଶୀ ମଦ ନା ଆଉ କିଛି ସେନେଇ ପୋଲିସ,…

ରାଞ୍ଚିରେ ଗାଡ଼ି ମଡ଼ାଇ ମହିଳା SIଙ୍କୁ ହତ୍ୟା

ରାଞ୍ଚି :  ରାଞ୍ଚିରେ ଘଟିଛି ଅଘଟଣ। ଜଣେ ମମହିଳା ପୋଲିସ ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ବିଚ୍ ରାସ୍ତା ଉପରେ କରିଛନ୍ତି ହତ୍ୟା। ଗାଡି ଚେକିଂ କରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି।  ଚେକିଂ ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମହିଳା ଅଧିକାରୀଙ୍କ ଉପରେ ଗାଡି ଚଢାଇ ମାରିଦେଇଛନ୍ତି ।…

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ

 ଭୁବନେଶ୍ୱର :  ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ । ଆଜି ଦିନ ୧୧ଟା ରେ www.samsodisha.gov.in ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ।  ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ…

ରାଜ୍ୟ‌ରେ ୨୪ ଘଣ୍ଟା ମଧ୍ୟରେ ୧୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ଅପେକ୍ଷା ରାଜ୍ୟ‌ରେ ଆଜି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୯୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ୧୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…

[ଦେଖନ୍ତୁ ଭିଡିଓ] ପ୍ରେମୀ ଯୁଗଳଙ୍କ ରକ୍ଷାକର୍ତ୍ତା ସାଙ୍ଗଡ ଗାଁର ଶଙ୍ଗଚୂଳ ମହାଦେବ

ହିମାଚଳପ୍ରଦେଶ: ଯଦି ଆପଣ ପ୍ରେମ କରୁଛନ୍ତି । ଆଉ ସମାଜ ତାର ବିରୋଧୀ। ତେବେ ଏହି ମାମଲାରେ ଜଣେ ହିଁ ମାତ୍ର ରକ୍ଷାକର୍ତ୍ତା। ଏହି ସ୍ଥାନକୁ ଚାଲିଗଲେ କେବଳ ସେହି ରକ୍ଷକ ନୁହନ୍ତି ପୁରା ଗାଁ ଲୋକଙ୍କ ପ କ୍ଷରୁ ମିଳେ ସାହାଯ୍ୟ ସହଯୋଗ । ପ୍ରେମୀ ଯୁଗଳଙ୍କ ପାଇଁ ବେଶ ନିରାପଦ ସ୍ଥାନ। ଦେବତାଙ୍କ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମେଘନାଦ କ୍ରୋଧିତ ହୋଇ କହିଲା, " ପିତା ! ଆପଣ ବିବ୍ରତ ବୋଧ କରନ୍ତୁ ନାହିଁ। ଆଗାମୀ ପ୍ରଭାତରେ ମୋର ପରାକ୍ରମ ତ୍ରିଲୋକ ଦେଖିବ। କାହାକୁ ଛାଡ଼ିବି ନାହିଁ। ଖୋଜି ଖୋଜି ସମସ୍ତ ଶତ୍ରୁଙ୍କୁ ନିପାତ କରିବି। " ଇନ୍ଦ୍ରଜିତର…

ଭାଷା ଭାଗବତ : ତତ୍କାଳ ମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୩ ତତ୍କାଳ ମତ ଦେବା ଯୋଗୁଁ ବହୁ ଦୁର୍ଦଶା ଆମେ ଭୋଗୁଁ ଜିଭକୁ ରଖିଲେ ସଂଭାଳି କଳହ ପଡ଼େ ଶୀଘ୍ର ଟଳି ତତ୍କାଳ ମତ ଦେଲେ ଲେଖି ଭାଷାକୁ ପାରିବାନି ଟେକି ଘଷରା ଶବ୍ଦ ବିନିମୟ ଘଟାଏ ନିଶ୍ଚେ ଅବକ୍ଷୟ ପୁନର୍ଲିଖନକାରୀଗଣ…