ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରରେ "ମୁକ୍ତି ମଣ୍ଡପ "ର ଏକ ସ୍ୱତନ୍ତ୍ର ପରିଚୟ ଅଛି। ଯେପରି କାଶୀ ବିଶ୍ୱନାଥଙ୍କ ମନ୍ଦିରରେ "ଦେବସଭା ମଣ୍ଡପ "ଦକ୍ଷ…