Latest Odisha News

BREAKING NEWS

Yearly Archives

2022

ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ଦଣ୍ଡ ପାଇବେ ଦୁର୍ନୀତିଗ୍ରସ୍ତ ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲାଞ୍ଚ ନେବା ଅପରାଧ । ଏଣିକି ଲାଞ୍ଚ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କୁ ଏଣିକି ମିଳିବ ଦଣ୍ଡ । ଏଥିପାଇଁ ପ୍ରତ୍ୟକ୍ଷ ପ୍ରମାଣର ବି ଆବଶ୍ୟକତା ନାହିଁ ।  ଭ୍ରଷ୍ଟାଚାର ବିରୋଧରେ ଏମିତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ  । ସୁପ୍ରିମକୋର୍ଟ କହିଛନ୍ତି,…

ଫିଫା ବିଶ୍ୱକପ: ଫ୍ରାନ୍ସଠାରୁ ହାରିବା ପରେ ତାଣ୍ଡବ ରଚିଲେ ମରକ୍କୋ ପ୍ରଶଂସକ

କତାର: ଫିଫା ବିଶ୍ୱକପ ଫାଇନାଲ ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ଫ୍ରାନ୍ସ ୨-୦ରେ ମରକ୍କୋକୁ ପରାସ୍ତ କରିଥିଲା । ତେବେ ଏହି ମ୍ୟାଚ ପରେ ମରକ୍କୋ ପ୍ରଶଂସକମାନେ ପ୍ୟାରିସ ଓ ବ୍ରୁସେଲ୍ସରେ ହିଂସାକାଣ୍ଡ ରଚିଥିଲେ । ୧୦୦ରୁ ଊଦ୍ଧ୍ୱ ପ୍ରଶଂସକ ପୋଲିସ ଉପରକୁ…

ଥାନାବାବୁଙ୍କର ଏତେ ସମ୍ପତ୍ତି ଦେଖି ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ  ତମାଣ୍ଡୋ ଥାନା ଏସ୍‌ଆଇ ।  ଘରେ ପଶି ଛାନଭିନ କଲା ଭିଜିଲାନ୍ସ। ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪ ମହଲା ବିଲ୍ଡିଂ ଓ ତମାଣ୍ଡୋ ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଏଥିସହିତ ତାଙ୍କ ନୟାଗଡ଼ର ଥିବା ପୈତୃକ ଘରେ ମଧ୍ୟ ଚଢାଉ ହାଇଛି।…

ଗୋଲ୍ଡେନ ବ୍ରିଜ ଉପରୁ ଡେଇଁ ପଡିଲେ ଭାରତୀୟ-ଆମେରିକୀୟ ଛାତ୍ର

ୱାଶିଂଟନ: ସେନଫ୍ରନସିସ୍କୋର ପ୍ରସିଦ୍ଧ ଗୋଲ୍ଡେନ ଗେଟ ବ୍ରିଜ ଉପରୁ ଡେଇଁ ପଡ଼ିଲେ ଭାରତୀୟ-ଆମେରିକୀୟ କିଶୋର । ବ୍ରିଜ ନିକଟରୁ  ୧୬ ବର୍ଷର ଏଇ ଯୁବକଙ୍କର ସାଇକେଲ, ବ୍ୟାଗ, ଫୋନ ଏବଂ ଚପଲକୁ ଉଦ୍ଧାର କରାଯାଇଛି । ସେ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି । ମଙ୍ଗଳବାର ସନ୍ଧ୍ୟା…

ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ : ହ୍ୱାଟ୍‌ସଆପ୍‌କୁ ଲାଗିଲା ବଡ଼ ଝଟକା  । ହ୍ୱାଟସଆପ୍‌ର ଇଣ୍ଡିଆନ ପେମେଣ୍ଟ ବିଜନେସ୍‌ ବା ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ…

ପଡ଼ି ମଣ୍ଡୁକ ଅହି କବଳେ

ଆମ ଗାଁ ପାଖ ଗାନୁଆ ମୋ ଧୂଳିଖେଳ ବେଳର ଚାହାଳି ସାଙ୍ଗ । ଗଲା ତିନି ବର୍ଷ ହେଲା କରୋନା ମହାମାରୀ ପାଇଁ, ଦିଲ୍ଲୀରେ ରହୁଥିବା ଗାନୁଆର ପୁଅ -ବୋହୂ ଗାଁକୁ ଆସିପାରିନଥିଲେ । ଗାନୁଆ ବି ଆଗରୁ କେବେ ଟ୍ରେନରେ ବସି ବାହାର ରାଇଜକୁ ଯାଇନଥିବାରୁ ମତେ ତା'ସାଥୀରେ ଦିଲ୍ଲୀ ଯିବାକୁ ଡାକିବାରୁ ମୁଁ…

‘ଭାରତ ଯୋଡ’ରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହେଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ କାର୍ଯ୍ୟକ୍ରମରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହୋଇଛି ବିଜେପି । ଏ ନେଇ ରଘୁରାମ ରାଜନଙ୍କୁ ସମାଲୋଚନା କରି ସେ ଅନ୍ୟ କଥାରେ ପରିଚାଳିତ ହେଉଥିବା ଜଣେ ବ୍ୟକ୍ତି ବୋଲି କହିଛି ବିଜେପି। ସେତିକି ନୁହେଁ, ଆରବିଆଇର ପୂର୍ବତନ ଗଭର୍ଣ୍ଣର…

ଭାଷା ଭାଗବତ : ଭାଷା ବିଲୋପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜର ନିଷ୍ଠାଭରା କାର୍ଯ ଅବଶ୍ଯ ହୁଅଇ ସ୍ବୀକାର୍ଯ ମାନ ସମ୍ମାନ ଆଉ ଯଶ କରେ ବ୍ୟକ୍ତିକୁ ନିରଳସ ମିଳିଲେ ଟିକେ ସ୍ନେହାଦର ପିଲାଏ ହୁଅଂତି ତତ୍ପର ବୋଲ ମାନଂତି ହସି ହସି ହୁଅଂତି ଅଧିକ ପ୍ରୟାସୀ ଅଥଚ ଭାଷା…

କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କାଠ ନଷ୍ଟ

ପୁରୀ : ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ। ଲକ୍ଷାଧିକ ଟଙ୍କାର କାଠ ନଷ୍ଟ।ଏନେଇ  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଅଟକିଛେ କାଞ୍ଚି ଗଣେଷଙ୍କ ନିକଟରେ। କୁହାଯାଏ ଏହି ଗଣେଶ ଯାହାଙ୍କ ଅନ୍ୟ ନାମ କାମଦ ଗଣେଶ, ସେ କୌଣସି ବୈଦିକ ଦେବତା…