Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ :ଧୂମାଚ୍ଛନ୍ନ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬ ସ୍ମୃତି ହେଲାଣି ଧୂମାଚ୍ଛନ୍ନ ଅସ୍ପଷ୍ଟ ଗତ ଚିତ୍ରମାନ ଅସ୍ଥିର ହେଉଅଛି ମନ ସତେ କି ସରିବ ଜୀବନ ? ହୋଇ ପ୍ରତ୍ୟାଶା ବିବର୍ଜିତ ରହିଲେ ସଦା କର୍ମରତ ମିଳୁଛି ନୂଆ ଏକ ସ୍ବାଦ ଟଳୁଛି ଆସନ୍ନ ବିପଦ କାଳ ହିଁ କରେ ମୋତେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଅନେକ ସମୟ ବିତି ଯାଇଥିଲା ସରମାଙ୍କ ନିକଟରେ। ସନ୍ଧ୍ୟା ଆଗତପ୍ରାୟ। ସୁଲୋଚନାଙ୍କର ଅତିଶୟ ଆଗ୍ରହ ଦେଖି ସରମା ତାଙ୍କୁ ରାବଣ ଅତୀତରେ ପ୍ରାପ୍ତ ହୋଇଥିବା ଅଭିଶାପ ବିଷୟରେ ଶୁଣାଉଥିଲେ। ଏହି ସମୟରେ ସୁଲୋଚନାଙ୍କର ଦାସୀ ଆସି ଜଣେଇଲେ ଯେ…

ବନକଲାଗି ପାଇଁ ଆଜି ସଂଧ୍ୟାରେ ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ

ପୁରୀ: ଶ୍ରୀଜିଉଙ୍କ ବନକଲାଗି ପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ବିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ। ଦ୍ବିତୀୟ…

ଦ୍ବିତୀୟ ପାଳିରେ ଭାରତ ତୃତୀୟ ଦିନ ସୁଦ୍ଧା 125/3

ଓଡ଼ିଶା ସମ୍ବାଦ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଦ୍ବିତୀୟ ପାଳିରେ ଭାରତ 3 ଉଇକେଟ ହରାଇ 125 ରନ କରିଛି । ଚେତେଶ୍ବର ପୂଜାରା 50 ରନ କରି ଅପରାଜିତ ଅଛନ୍ତି । ଋଷଭ ପନ୍ତ 30 ରନ କରି ଅପରାଜିତ ଅଛନ୍ତି । ଦ୍ବିତୀୟ…

ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମହାରାଷ୍ଟ୍ର  ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜିର ସଂଖ୍ୟା ଗରିଷ୍ଠତା ପ୍ରମାଣକୁ  ଉଦ୍ଧବ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ ଲଢ଼େଇ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଫ୍ଲୋର ଟେଷ୍ଟ ପରେ…

ଟୁଙ୍ଗୁରୁ ଓ ବର୍ଷାକୁ ପୋଲିସ ଗିରଫ କରିବ କି?

ଭୁବନେଶ୍ବର:   ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳକୁ ଗିରଫ କରାଯାଉ । ସେମାନେ ସମାଜକୁ ଭୁଲ ବାର୍ତା ଦେଉଛନ୍ତି । ସେମାନେ ସମାଜକୁ କଳୁଷିତ କରିଛନ୍ତି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ତୁରନ୍ତ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଟୋ ମହାସଂଘ ଆନ୍ଦୋଳନ କରିବ…

ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମମତାଙ୍କ ଭୋଟ୍ ବ୍ୟାଙ୍କ ଉପରେ ମୋଦୀ, ଶାହଙ୍କ…

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ଏନଡିଏର ଏହି ନିଷ୍ପତ୍ତି ବିରୋଧୀଙ୍କ ଏକତାକୁ ମଧ୍ୟ ହରଡଘଣାରେ ପକାଇଛି। ମୁଖ୍ୟତଃ ମମତାଙ୍କ ଆହ୍ୱାନକ୍ରମେ ବୈଠକରେ ଉପସ୍ଥିତ ଥିବା ୧୭ ଦଳ ମଧ୍ୟରୁ ଟିଏମସି ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ…

୬ ମାସରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ, ପ୍ରସ୍ତୁତ ରୁହ: ପାଓ୍ୱାର

ମୁମ୍ବାଇ: ବାଚସ୍ପତି ନିର୍ବାଚନରେ ମହାବିକାଶ ଅଘାଡି ଚିତ୍ ହେବା ପରେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ସିନ୍ଦେ ସରକାର ୬ ମାସ ମଧ୍ୟରେ ଭାଙ୍ଗିଯିବ। ରାଜନୀତିର ଚାଣକ୍ୟ ତଥା ଦେଶର ଏହି ଭେଟେରାନ ନେତାଙ୍କ ଏପରି ବୟାନ ପୁଣିଥରେ ଚର୍ଚ୍ଚାର…

ଦେଶର ନାମ ଇଣ୍ଡିଆ ନରଖାଯାଇ ଭାରତ ହେଉ, କିଏ ଓ କାହିଁକି ଏପରି ଦାବି କଲେ ?

ଭୁବନେଶ୍ୱର: ଭାରତର ଦୁଇଟି ନାମ ଇଣ୍ଡିଆ ଓ ଭାରତ ରହିଛି । ଏପରି ଦୁଇଟି ନାମ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ। ବିଶ୍ୱର କୌଣସି ଦେଶର ଦୁଇଟି ନାମ ନାହିଁ । ତେଣୁ ସମ୍ବିଧାନରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ । ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…

‘ଛାତ୍ରଛାତ୍ରୀ ଶିକ୍ଷିତ ଓ କର୍ମଯୋଗୀ ହେଲେ ଦେଶର ବିକାଶ ହେବ’

ଭୁବନେଶ୍ୱର: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷାରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷାରେ ଜ୍ଞାନଯୋଗୀ, କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…