Latest Odisha News

BREAKING NEWS

Yearly Archives

2022

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ। ଆଜି ଠାରୁ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିସହ ଆଜି ବାହାରିବ ପ୍ରଥମ ଆଡ଼ପ ଅବଢ଼ା।  ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଦ୍ଵିତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ସରିବା…

ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ: ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପର ପରିପୂରକ

ଭୁବେନଶ୍ବର: ଜଣେ ଖେଳାଳି ପାଇଁ କ୍ରୀଡ଼ା ସାମ୍ବାଦିକ ଯେତିକି ଗୁରୁତ୍ୱପୂର୍ଣ୍ଣ, କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ମଧ୍ୟ ଖେଳାଳିଙ୍କ ଗୁରୁତ୍ୱ ସେହିପରି । ଉଭୟଙ୍କ ଜନମାନସରେ ପ୍ରଚାର ପାଇଁ ପରସ୍ପରର ଆବଶ୍ୟକତା ରହିଛି । ଖେଳ ଦୁନିଆ ଏବଂ କ୍ରୀଡ଼ା ସାମ୍ବାଦିକତା ପରସ୍ପର ଠାରୁ ଭିନ୍ନ ନୁହଁନ୍ତି…

ରାଜ୍ୟ ବଜେଟକୁ ନେଇ ବିଜେପି ର ପ୍ରତିକ୍ରିୟା

ଭୁବନେଶ୍ବର: ବଜେଟକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସରକାରଙ୍କୁ ଘେରିଛନ୍ତି ।  ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା…

ଚାଷୀଙ୍କୁ ବୀମା ରାଶି ପ୍ରଦାନରେ ହସ୍ତକ୍ଷେପ କରନ୍ତୁ ରାଜ୍ୟ ସରକାର: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ  ପ୍ରଦୀପ ପୁରୋହିତ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କୃଷକ ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସଞ୍ଜିବ ଚୋପ୍ରାଙ୍କୁ ଭେଟି ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନ ଗତ ୨୦୨୧…

 ରାଗିଂ ପାଇଁ ପୁଣି ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ ଗଲା!

ଭୁବନେଶ୍ବର: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ମିଳିଛି ସୁସାଇଡ ନୋଟ୍ । ସିଧା ସିଧା ସେଥିରେ ଲେଖା ଅଛି ସିନିୟର ଛାତ୍ରୀଙ୍କ ରାଗିଂ ପାଇଁ ସେ ଜୀବନ ହାରୁଛନ୍ତି । ସେଥିରେ ଯଦିଓ ସେ କାହାର ନାମ ଲେଖିନାହାଁନ୍ତି କିନ୍ତୁ କଲେଜରେ ଯେ ରାଗିଂ ହେଉଛି ଏବଂ ତାହା…

ଧନୁଷଙ୍କ କ୍ୟାପ୍ଟେନ ମିଲରର ଟିଜର ରିଲିଜ, ଅଳ୍ପ ସମୟ ମଧ୍ୟରେ ହେଲା ଭାଇରାଲ

ମାଡ୍ରାସ: ଦକ୍ଷିଣ ଭାରତର ସୁପରଷ୍ଟାର ଧନୁଷଙ୍କ ଆଗାମୀ ଫିଲ୍ମ କ୍ୟାପ୍ଟେନ ମିଲର ଏବେ ରିଲିଜ ନ ହେବା ପୂର୍ବରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇ ସାରିଛି । ଆଜି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏହା ଖୁବ କମ ସମୟ ମଧ୍ୟରେ ଭାଇରାଲ ହୋଇ ଯାଇଥିଲା । ୧୯୩୦ରୁ୪୦ ଦଶକର ଏହା ଏକ ପରିୟଡ ଡ୍ରାମା ଉପରେ…

“କହ୍ନେୟାଲାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜେପି ସଦସ୍ୟ”

ଉଦୟପୁର: ରାଜସ୍ଥାନର ଉଦୟପୁର ସ୍ଥିତ ଟେଲର ଦୋକାନୀ କହ୍ନେୟାଲାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜେପି ସଦସ୍ୟ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ମିଡିଆ ଅଧ୍ୟକ୍ଷ ପଓ୍ବନ ଖେରା ଏହି ଆରୋପ ସହ ପ୍ରମାଣ ପାଇଁ କିଛି ଫେସବୁକ ଫଟୋ ପୋଷ୍ଟ ସେୟାର କରିଛନ୍ତି ।…

ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ, ମୋଦିଙ୍କୁ ଦେଖା କଲେନି କେ ସି ଆର୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ହାଇଦ୍ରାବାଦରେ ‘ବିଜେପି’ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭା ଆୟୋଜନ କରିଛି । ଏହାର ମୂଳ ଲକ୍ଷ୍ୟ ହେଉଛି ତେଲେଙ୍ଗନାରେ ବିଜେପିର ଶକ୍ତି ବୃଦ୍ଧି କରିବା । ଗତ କିଛି ଦିନ ଧରି ତେଲେଙ୍ଗନାରେ ବିଜେପିର ଯୋଶ ବଢ଼ିଥିବାର ଦେଖାଯାଉଛି । ତେବେ ବିଜେପିର ଶକ୍ତି ବୃଦ୍ଧିକୁ…

ଏସିଆନ ମହିଳା ଭଲିବଲ ଚାମ୍ପିୟନଶିପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ୨୧ତମ ଏସିଆନ ମହିଳା ଭଲିବଲ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୧୨ ଜଣିଆ ଭାରତୀୟ ଟିମରେ ଓଡ଼ିଶାର ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ସ୍ନେହମୟୀ କିଶାନ ଓ ମାମାଲି ନାଗ । ଓଡିଶା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଟୁଇଟ୍ କରାଯାଇ ଏହି…

କିମ ଜୋଙ୍ଗଙ୍କ ଅଦ୍ଭୁତପୂର୍ଣ୍ଣ ବୟାନ: ଏଲିୟନଙ୍କ ଯୋଗୁ ବ୍ୟାପିଲା କରୋନା

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗଙ୍କ ବୟାନ ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥାଏ । ଏବେ କରୋନା ଭାଇରସ ଉତର କୋରିଆରେ ତାର କରାଳ ରୂପ ଦେଖାଉଛି । ତେବେ କିମ ଜୋଙ୍ଗ ଏଥିପାଇଁ ଏଲିୟନଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଦକ୍ଷିଣ କୋରିଆ ନିକଟବର୍ତୀ…