Latest Odisha News

BREAKING NEWS

Yearly Archives

2022

ବୁମ ବୁମ ବୁମରାହଙ୍କ କମାଲ: ବ୍ରଡଙ୍କ ଓଭରରେ ନେଲେ ୩୫ ରନ

ଏଜବେଷ୍ଟନ: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ ମଧ୍ୟ କମାଲ କରିିଛନ୍ତି ଅଧିନାୟକ ଯଶପ୍ରୀତ ବୁମରାହ । ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ସେ ୩୫ ରନ ସଂଗ୍ରହ କରିଥିଲେ । ବ୍ରଡଙ୍କ ଏହି ଓଭରରେ ବ୍ୟାଟରୁ ୨୯ ଏବଂ ଅତିରିକ୍ତରୁ ୬…

ବିଜେବି କଲେଜ ହଷ୍ଟେଲରେ କାହିଁକି ଆତ୍ମହତ୍ୟା କଲେ ଛାତ୍ରୀ ? ଜାଣନ୍ତୁ କାରଣ…

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତି ୩ ପ୍ରଥମ ବର୍ଷର କଳା ବିଭାଗର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟାର ପଛର କାରଣ ହେଉଛି ନିର୍ଯାତନା । ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଜଣଙ୍କ ହେଉଛନ୍ତି ରୁଚିକା ମହାନ୍ତି । ସେ ବିଜେବି କଲେଜର କାରୁବାକୀ ଛାତ୍ରୀ ନିବାସରେ ରହୁଥିଲେ ।…

ଭୁବନେଶ୍ୱର ପରେ ଏବେ କଟକରେ ମାସ୍କ ବାଧ୍ୟତାମୂଳକ

କଟକ : ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହେଲା । କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି । କୋଭିଡ଼ ସଂକ୍ରମଣ ବଢ଼ିବାରୁ ପ୍ରଶାସନ କଟକଣା କଡ଼ା କରିଛି । କଟକରେ ରହୁଥିବା ଲୋକଙ୍କ ସମେତ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।…

ଗଞ୍ଜାମବାସୀଙ୍କ ସ୍ୱାସ୍ଥ୍ୟଗତ ତଥ୍ୟର ହେବ ଡିଜିଟାଲ ଡାଟାବେସ୍‌

ବ୍ରହ୍ମପୁର: ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗଞ୍ଜାମ ଜିଲା ବ୍ୟାପି ଘରକୁ ଘର ବୁଲି ପ୍ରତ୍ୟୋକ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ହେବ। ଉକ୍ତ ଡାଟାବେସ୍ ତଥ୍ୟକୁ ଆଧାର କରି ଚିକିତ୍ସା ପଦ୍ଧତିର ମାର୍ଗ ନିରୂପଣ କରାଯିବ । ଫଳରେ ଲୋକଙ୍କ…

ପୁରୁଣା ଅଟୋକୁ ଏବେ ବି ଏବେ ବି ସାଇତି ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପାଖରେ ଗାଡିର ଅଭାବ ନାହିଁ । ତଥାପି ତାଙ୍କ ଗ୍ୟାରେଜରେ ଏବେ ବି ପୁରୁଣା ଅଟୋ ଶୋଭା ପାଉଛି । ଅଭାବ ଅସୁବିଧା ସମୟରେ ଏହି ଅଟୋକୁ ଚଳାଇ ସେ ଚଳୁଥିଲେ । ନିର୍ବାଚନ ଆୟୋଗକୁ ଦେଇଥିବା ଆଫିଡେଭିଟରେ ସେ ଏହି ଅଟୋ ସମ୍ପର୍କରେ ଉଲ୍ଲେଖ…

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ, କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଛି । କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି…

ରାହୁଲ ଗାନ୍ଧୀଙ୍କୁ ସମାଲୋଚନା ପାଇଁ ଜେପି ନଡ୍ଡାଙ୍କୁ କ୍ଷମା ମାଗିବାକୁ କହିଲେ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖି କ୍ଷମା ମାଗିବାକୁ କହିଛନ୍ତି । ଜୟରାମ ଚିଠିରେ କାରଣ ବତାଇଛନ୍ତି ଯେ, ବିଜେପିର କିଛି ନେତା ରାହୁଲ ଗାନ୍ଧୀଙ୍କ ଏକ ପ୍ରତିକ୍ରିୟାରେ କାଟଛାଟ୍ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାରେ ଆଜି ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ୨ଲକ୍ଷ କୋଟିର ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଛି । ଏହି ବଜେଟରେ ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ମତ୍ସ୍ୟ ଓ ଚାଷୀଙ୍କୁ…

ପାକିସ୍ତାନରେ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ । ଶୁକ୍ରବାର ପାକିସ୍ତାନ ସରକାର ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କୁ ଏହି ସୂଚନା ଦେଇଛନ୍ତି । ବନ୍ଦୀ ମାନଙ୍କ ଭିତରେ ରହିଛନ୍ତି ୪୯ ଜଣ ସାଧାରଣ ନାଗରିକ ଏବଂ ୬୩୩ ଜଳପଥ ସୀମା ପାର କରିଥିବା ମତ୍ସ୍ୟଜୀବୀ । ଏହି…

ମରଣାନ୍ତକ ଆକ୍ରମଣ କରି ଡୋମିନସର ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ କ୍ରାଇମ୍ କ୍ୟାପିଟାଲ୍ ହେବାକୁ ବସିଲାଣି । ଏସପ୍ଲାନେଡ ମଲ୍ ସ୍ଥିତଡୋମିନସରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା…