Latest Odisha News

BREAKING NEWS

Yearly Archives

2022

ରଥଯାତ୍ରା ଦେଖିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ  ଆଜି ରଥଯାତ୍ରା ଦେଖୁଛନ୍ତି  ।   ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିଛନ୍ତି । ମୁଖଞମନ୍ତ୍ରୀ ପ୍ରଥମେ ପରିକ୍ରମା ମାର୍ଗ ବୁଲି ଦେଖିଛନ୍ତି ।  । https://www.youtube.com/watch?v=FC7IceAS8-s

LIVE ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।  ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି  ଆରମ୍ଭ ହୋଇଛି  । https://twitter.com/ani_digital/status/1542726562344501248 ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ।…

ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଛି । ଆଜି ସକାଳେ ମହାପ୍ରଭୁଙ୍କ ରଥଯାତ୍ରା ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ  ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି । ଏନେଇ ସାମ୍ବାଦିକ ଜଗତରେ ଶୋକପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବି ଗଭୀର…

ଛାତ୍ରୀଙ୍କୁ ଅସଦଚାରଣ ଅଭିଯୋଗରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କୁ ଗୋପାଳପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତ ମେ’ ୨୧ତାରିଖ ଦିନ ଯାଜପୁର ଜିଲ୍ଲା…

ବିଜେପିରେ ମିଶିବ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପଞ୍ଜାବ ଲୋକ କଂଗ୍ରେସ ଦଳ !

ନୂଆଦିଲ୍ଲୀ: ଲଣ୍ଡନରୁ ଫେରିବା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବେ। ଆସନ୍ତା ସପ୍ତାହ ଶେଷରେ ସେ ଭାରତ ଫେରିବେ ବୋଲି ଜଣାପଡ଼ିଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର ସିଂହ ପଞ୍ଜାବ ଲୋକ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରମ୍ଭା ଦୁଇ ହାତ ଯୋଡ଼ି ଅତ୍ୟନ୍ତ କରୁଣ ଭାବରେ କହିଲେ, " ଆପଣ ମୋର ପିତୃତୁଲ୍ୟ। ଆପଣଙ୍କ ଭ୍ରାତୃପୁତ୍ର ନଳକୁବେରଙ୍କ ନିକଟରେ ମୁଁ ସମର୍ପିତା। ସେହି ଦୃଷ୍ଟିରୁ ବିଚାର କଲେ ମୁଁ ଆପଣଙ୍କର ପୁତ୍ରବଧୂ। ଦୟାପୂର୍ବକ ମୋତେ ତାଙ୍କ ନିକଟକୁ…

ଜୁଲାଇ ୧୮ ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଗୁରୁବାର ଲୋକସଭା ସଚିବାଳୟ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହେବ। ସଂସଦର ଉଭୟ ଗୃହ ଜୁଲାଇ ୧୮ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୩ ରେ ଶେଷ ହେବ । ମୌସୁମୀ ସାଧାରଣତଃ ଜୁଲାଇର ତୃତୀୟ…

ଭାଷା ଭାଗବତ : ନିରବତାର ଉପାସନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୩ କହିଲେ ନିଜେ ନିଜ କଥା ବୋଲାଏ ତା ସ୍ବାର୍ଥପରତା କହିଲେ ନିଜ ଗାଆଁ ଦୁଃଖ ବୋଲାଇଥାଉଁ ଆଂଚଳିକ କହିଲେ ଦେଶର ଯଂତ୍ରଣା ବୋଲାଇଥାଉଁ ନୀଚମନା କହିଲେ ବିଶ୍ବର ଅବସ୍ଥା ମିଳଂତିନାହିଁ ଜଣେ ଶ୍ରୋତା ମନରେ ଥାଏ ଭାଷା ଜ୍ଞାନ ନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ ପୁରୀରେ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ପତିତ ଉଦ୍ଧାର କରିବା ସହ ପୁରୀକୁ ଆସିଥିବା ସମସ୍ତ ସାଧୁ, ସନ୍ଥ, ଯୋଗୀ, ମୁନିଙ୍କ…

କବିତା : ଭକ୍ତର ଭଗବାନ

ଗଙ୍ଗାଧର ପ୍ରଧାନ ଭକତିରେ ବନ୍ଧା ତୁମେ ଭକତ ବନ୍ଧୁ, ଭୋକିଲା ଦେଖିଲେ ତୋ ହୃଦ କାନ୍ଦୁ।। ଭରସା କରି ଆସିଲା ସୁଦାମା ଦ୍ଵିଜ, ଧନ ରତ୍ନ ଭସାଇଲ କେତେ ଯେ ଚିଜ।। ଭାର୍ଯ୍ୟା ସୁତସୁତା ଧରି ବନ୍ଧୁ ମହାନ୍ତି, ଭଜିଲା ତୋ ନାମ ପେଜନଳାର କତି।। ଭାବ ଦେଖି ରାତ୍ର ଅର୍ଦ୍ଧେ ଥାଳିରେ…