Latest Odisha News

BREAKING NEWS

Yearly Archives

2022

ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ: ଏକନାଥଙ୍କ ସହ ଶିବସେନାର ୪୦ ବିଧାୟକ !

ଗୌହାଟି: ମହାରାଷ୍ଟ୍ରରେ ଶାସକ ଦଳରେ ବିଦ୍ରୋହ । ଶିବସେନାର ୪୦ ବିଧାୟକ ସୁରତରୁ ଆସି ଗୌହାଟିରେ ପହଁଚିଛନ୍ତି। ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନ ଯୋଗେ ଏହି ବିଧାୟକ ଆସି ଆସାମରେ ପହଁଚିଛନ୍ତି। ଗୌହାଟିରେ ପହଞ୍ଚିବାପରେ ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ସହିତ ଏଠାରେ ୪୦ ବିଧାୟକ ରହିଛନ୍ତି।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାରାକ୍ରାନ୍ତ ମନକୁ ହାଲ୍କା କରିବା ପାଇଁ ସୁଲୋଚନା ସରମା କାକୀଙ୍କ ନିକଟକୁ ଯାଆନ୍ତି।ତାଙ୍କ ସହ ବିଷ୍ଣୁଙ୍କର ମହିମା ଆଲୋଚନା କଲେ ଅନେକ ଶାନ୍ତି ମିଳେ। ସେଦିନ ସରମାଙ୍କୁ ଚିନ୍ତିତା ଦେଖି ବିସ୍ମୟ ପ୍ରକାଶ କରି ସୁଲୋଚନା ପଚାରିଲେ, "…

ଭାଷା ଭାଗବତ : ସାହିତ୍ୟର ହିତ, ସାହିତ୍ୟ-ରହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୪ ପରସ୍ପରକୁ କରି ପ୍ରୀତ ହୁଏନି ସାହିତ୍ୟର ହିତ ଭାଷା ବି ହୁଏନି ଆଦୃତ ଏହା କି ନୁହେ ଶୁଦ୍ଧ ସତ ? ଏ ସତ୍ୟ କଲେ ଅସ୍ବୀକାର କେବେ ହେବନି ଉପକାର ଜୁହାର ଆଉ ନମସ୍କାର କାନ ଶୁଣଇ ବାରଂବାର ସ୍ବଜନ-ତୋଷଣ ପ୍ରବୃତ୍ତି କରଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କଠାରେ ଅନୁରାଗ ପ୍ରକାଶ କରିବା ହିଁ ଭକ୍ତି, ଏକଥା କହିବା ମାତ୍ରେ ସମସ୍ତେ କହିବେ। ଏହାତ ସ୍ୱାଭାବିକ କଥା । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ କାହାର…

ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପରେ ଦ୍ରୌପଦୀ ମୁର୍ମୁ ଶିକ୍ଷକତାରୁ ଆସି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି

ଭୁବନେଶ୍ୱର: ଏନଡିଏ ଚଳିତ ଥର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ବେଳେ ଗୋଟିଏ ବଡ଼ ଦିଗଟିଏ ସାମ୍ନାକୁ ଆଣିଛି ତାହା ହେଉଛି ଶିକ୍ଷକତା। ବିଜେପି ସଭାପତି ଜେ.ପି ନଡ୍ଡା ପ୍ରାର୍ଥୀ ଘୋଷଣା କରିବା ବେଳେ କହିଛନ୍ତି, ସଂସଦୀୟ ବୋର୍ଡରେ ୨୦ ଜଣ ପ୍ରାର୍ଥୀଙ୍କ ନାଁକୁ ନେଇ ବିସ୍ତୃତ ଭାବେ…

ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଦ୍ରୈାପଦୀ ମୁର୍ମୁ

ଭୁବନେଶ୍ବର: ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଦ୍ରୈାପଦୀ ମୁର୍ମୁ । ଓଡ଼ିଶାର  ମହିଳା ନେତ୍ରୀ ଦ୍ରୈାପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ସଭାପତି ନବୀନ କହିଛନ୍ତି “ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ…

ଏନଡିଏ ପ୍ରାର୍ଥ ଦ୍ରୌପଦୀ ମୁର୍ମୁ ବିଜୟୀ ହେବାକୁ କ’ଣ ରହିଛି ଗଣିତ ?

ଊୁବନେଶ୍ୱର: କିଏ ହେବେ ଏନଡିଏ ଏବଂ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ଏ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଉଭୟ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିଛି। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କ ନାଁ…

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲୁହାପଥର ବେନିଫିକେଶନ ପ୍ଲାଣ୍ଟ ପାଇଁ କୋଲମଙ୍ଗରେ ଜନ ଶୁଣାଣି

ସୁନ୍ଦରଗଡ଼: କୋଲମଙ୍ଗ ଗ୍ରାମରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ସ୍ଥାପନ ହେବାକୁ ଥିବା ଲୁହାପଥର ବେନିଫିକେଶନ ବା ଡି-ସ୍ଲିମିଙ୍ଗ ପ୍ଲାଣ୍ଟ ପାଇଁ ଜନଶୁଣାଣି ହୋଇଯାଇଛି । ସୋମବାର କୋଲମଙ୍ଗ ଗ୍ରାମରେ ଅଧିକାଂଶ ଗ୍ରାମବାସୀଙ୍କ ଗହଣରେ ଏହି ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଛି । ପ୍ରସ୍ତାବିତ…

ମହିଳା ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ସବିତା, ଦୀପଗ୍ରେସଙ୍କୁ ଗୁରୁ ଦାୟିତ୍ୱ, ବାଦ ପଡିଲେ ରାନୀ

ନୂଆଦିଲ୍ଲୀ: ଏଫଆଇଏଚ ମହିଳା ହକି ବିଶ୍ୱକପ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ଗୋଲକିପର ସବିତା ପୁନିଆଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ତେବେ ଆଘାତ…

ରୁଚିରା କମ୍ବୋଜ ଜାତିସଂଘର ସ୍ଥାୟୀ ପ୍ରତିନିଧି

ନୂଆଦିଲ୍ଲୀ: ବରିଷ୍ଠ କୂଟନୀତିଜ୍ଞ ରୁଚିରା କମ୍ବୋଜ ଜାତି ସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୂପେ ନିଯୁକ୍ତ ହୋଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଙ୍ଗଳବାର ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ୧୯୮୭ ବ୍ୟାଚ ଆଇଏଫଏସ ରୁଚିରା କମ୍ବୋଜ ଏବେ ଭୂଟାନରେ ଭାରତୀୟ…