Latest Odisha News

BREAKING NEWS

Yearly Archives

2022

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ନବମ ଭାଗ ’ ନବାକ୍ଷରୀ ପଦ ରଚନା ମଧ୍ୟ ଭୀମଭୋଇଙ୍କ କାବ୍ୟ କୃତିରେ ଏକ ବିଶିଷ୍ଟ ଲକ୍ଷଣ ବୋଲି ବିବେଚନା କରାଯାଏ।। ତାଙ୍କ ରଚିତ କାବ୍ୟ ‘ଅଷ୍ଟକ ବିହାରୀ ଗୀତା’ , ‘ ନିର୍ବେଦ ସାଧନ’ ରେ ସେ ନବାକ୍ଷରୀ ପଦ ପ୍ରକରଣର ଶ୍ରେଷ୍ଠତମ ପରୀକ୍ଷାରେ ସଫଳତା…

ଦ୍ରୈାପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ଦ୍ରୈାପଦୀ ମୁର୍ମୁ ହୋଇପାରନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ନିର୍ବାଚିତ ହୁଅନ୍ତି ତେବେ ସେ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୈାପଦୀ ହେଉଛନ୍ତି ମୟୂରଭଞ୍ଜ ଅଂଚଳର ଆଦିବାସୀ ନେତ୍ରୀ,…

ରାଜନୀତିରେ ମୟୂରଭଞ୍ଜର ଦବଦବା ବଢ଼ୁଛି

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ଜାତୀୟ ରାଜନୀତିରେ ଓଡ଼ିଶାର ଚର୍ଚା ଜୋର ଧରିଛି । କେବଳ ଓଡ଼ିଶାର ଚର୍ଚା ହେଉନାହିଁ ମୟୁରଭଞ୍ଜ ଜିଲ୍ଲାର ରାଜନୀତି, ରାଜନେତାଙ୍କ ଆଲୋଚନା ମଧ୍ୟ ଜୋରଦାର ହେଉଛି । ତେବେ ମୟୂରଭଞ୍ଜ ଜିଲ୍ଲା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରେ…

୨୪ରେ ଘୂର୍ଣ୍ଣିବଳୟ, ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୩ରୁ ବର୍ଷା ବଢ଼ିବ। ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେପଟେ ବୁଧବାର ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା…

ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର ଯୋଗାଇଲେ ଜେଡ୍ ପ୍ଲସ ସୁରକ୍ଷା

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି। ଝାଡଖଣ୍ଡର ଏହି ପୂର୍ବତନ ରାଜ୍ୟପାଳ ଆଜି ସକାଳୁ ଉଠି ସବୁଦିନ ପରି ମନ୍ଦିର ଦର୍ଶନ କରିବାକୁ ଯିବା ସହିତ ମନ୍ଦିରରେ ଝାଡୁ ମାରିଥିଲେ। ଏହି ସମୟରେ…

ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ: ଭର୍ତ୍ତୃହରି କହିଲେ ସମସ୍ତେ ଭୋଟ୍ ଦେବା ଉଚିତ, ସୁର କହିଲେ ନା

ଭୁବନେଶ୍ୱର: ରାଇରାଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏହାକୁ ନେଇ ସାରା ରାଜ୍ୟରେ ଏବେ ଆନନ୍ଦର ଲହରି ଖେଳିଯାଇଛି। ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ସେ ପ୍ରାର୍ଥୀ ହେବା ନେଇ ବିଜେପି ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି…

ମନ୍ଦିରରେ ଠାକୁର ଦର୍ଶନ କରି ଝାଡୁ ଲଗାଇଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ସକାଳୁ ସକାଳୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଜ ଗାଁ ପାଖରେ ଥିବା ମନ୍ଦିରରେ ଠାକୁରଙ୍କ ଦର୍ଶନ କରିଛନ୍ତି । ପ୍ରାର୍ଥୀ ହେବା ଖବର କାଲି ଜାଣିବା ପରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  ଶ୍ରୀମତୀ…

କେନ୍ଦ୍ରମନ୍ତ୍ରୀ କହିଲେ କାହିଁକି ଏକନାଥ ସିନ୍ଦେ ଦଳ ବିରୋଧରେ ବିଦ୍ରୋହ କଲେ ?

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ଦାବି କରିଛନ୍ତି । ମଙ୍ଗଳବାର ଇସ୍ତଫା ଦେବା କରି ସେ କହିଛନ୍ତି ଯେ ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କିଛି ବିଧାୟକ ଏବେ ସୁରତରେ ରହିଛନ୍ତି। ଯେଉଁସଂଖ୍ୟାରେ…

ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ସମସ୍ତ ଦିଗ ଉପରେ ନଜର ରଖିଛୁ : ପୂର୍ବତନ ମନ୍ତ୍ରୀ

ମୁମ୍ବାଇ: ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ସରକାର ଗଠନର ସମ୍ଭାବନା ଖୋଜୁଛି। ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଶାସକ ମହା ବିକାଶ ଅଘାଡିରେ ସଙ୍କଟ ଦେଖାଦେଇଥିବା ବେଳେ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ…

କବିତା : ଶାଗୁଣା

ଗଦାଧର ସାହୁ ମଢ ପେଟେ ଖାଇଲେ ଆମେ ବଞ୍ଚିବୁ , ତମ ପରିବେଷ ଦିଶିବ ସ୍ଵଚ୍ଛ, ସୁନ୍ଦର । କେବେ ମିଳିମିଶି ଚିନ୍ତାକରିଛ ଏବେ ଆମ ବଂଶ ଧ୍ଵଂସ ମୁଖରେ ! ତମ ପରିବେଷର ବି ସମାନ ଅବସ୍ଥା ଆମ ପରି , ଆମ ପରେ ପରେ ! କି ଚିନ୍ତା କରୁଛ ତମ ବିଜ୍ଞାନ ଯୁଗରେ ବିକାଶ ଚର୍ଚ୍ଚା…