Latest Odisha News

BREAKING NEWS

Yearly Archives

2022

ଓଡ଼ିଶାରେ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଆଜି ବିଶ୍ୱ ପାଳିଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧କୁ ସାରା ବିଶ୍ୱରେ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୭୭ଟି ଦେଶରେ ଯୋଗସନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଥିମ୍ ରହିଛି ମାନବିକତା ପାଇଁ ଯୋଗ। ଯୋଗ ଭାରତୀୟ ପରମ୍ପରା ଓ ସଂସ୍କୃତିର ନିଦର୍ଶନ।…

[ଦେଖନ୍ତୁ ଭିଡିଓ] ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି

ଭୁବନେଶ୍ୱର: ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି । ସୋମବାର ସନ୍ଧ୍ୟାରେ ଏହି ୪ ଅଭିଯୁକ୍ତ ଖଣ୍ଡଗିରି ଥାନା ଡେଲଟା ଛକରେ ଆତଙ୍କ ଖେଳାଇଥିଲେ । ଟଙ୍କା ଦେଣନେଣକୁ ନେଇ ପତିଆରା ଦେଖାଇବାକୁ ଯାଇ ଜାଳି ଦେଇଥିଲେ ସ୍କର୍ପିଓ । ଆଜି ସକାଳୁ ପୋଲିସ ୪ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ…

ଅଗ୍ନିପଥ ଯୋଜନାକୁ ଓଡ଼ିଶାରେ ଆପର ବିରୋଧ

ବ୍ରହ୍ମପୁର : ଓଡ଼ିଶାରେ ଅଗ୍ନିପଥ ଯୋଜନାକୁ ଘୋର ବିରୋଧ କରିଛି ଆପ୍। ବହ୍ମପୁର ଗୋଲାପ ପଲ୍ଲୀ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆମ ଆଦମୀ ପାର୍ଟୀ ତରଫରୁ ଏକ ସମ୍ବାଦିକ ସମ୍ମିଳନୀରେ ଅଗ୍ନିପଥ ଯୋଜନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦେଶ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା…

ଓଡ଼ିଶାର ଛତିଶଗଡ଼ ଟେନସନ୍; ପାଣି ଛାଡ଼ିବ ହେଲେ ଆଲୋଚନା ପାଇଁ ଦେଉନି ସମୟ

ଭୁବନେଶ୍ୱର: ଖରା ଦିନେ ପାଣି ରୋକୁଛି, ବର୍ଷା ହେଲେ ମନଇଚ୍ଛା ଛାଡ଼ି ଦେଉଛି । ମନମାନି ଚଳାଇଛି ଛତିଶଗଡ଼ । ଆଲୋଚନା ପାଇଁ ଚିଠି ଲେଖାଯାଇଥିଲେ ବି ଛତିଶଗଡ଼ ପକ୍ଷରୁ ଉତ୍ତର ମିଳୁନି । ମୌସୁମୀ ବର୍ଷା ଆରମ୍ଭ ପରେ ଗୋଟିଏ ଗୋଟିଏ ବ୍ୟାରେଜ୍ ଗେଟ୍ ଖୋଲିବାରେ ଲାଗିଛି ଛତିଶଗଡ଼ । ଆଉ ଛତିଶଗଡ଼ର…

ଧର୍ମନିରପେକ୍ଷ କାର୍ଡ: ନବୀନଙ୍କ ବିଦେଶ ଗସ୍ତ ବଢ଼ାଇଲା ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଚିନ୍ତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଟାଲୀର ଭାଟିକାନ ସିଟି ଯାଇ ଖ୍ରୀଷ୍ଟଧର୍ମ ଗୁରୁ ପୋପ ଫ୍ରାନସିସ୍କୋଙ୍କୁ ଭେଟିବେ । ଏହାପରେ ପରେ ସେ ଇସଲାମିକ ଦେଶ ଦୁୁବାଇ ଗସ୍ତ କରି ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମଙ୍କୁ (Mohammed bin Rashid Al Maktoum)…

[ଦେଖନ୍ତୁ ଭିଡିଓ] ରାଜ୍ୟରେ ଘନଉଛି କୋଭିଡର ଚତୁର୍ଥ ପ୍ରବାହ ଆଶଙ୍କା, ୬ ଦିନରେ ୨୫୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ବିଗତ ୬ ଦିନରେ ୨୫୦ରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଘାରିଛି ଚିନ୍ତା । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ବିଗତ ୨ ମାସ ମଧ୍ୟରେ ମେ ୮ ତାରିଖରେ ସର୍ବାଧିକ ୭୧ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ…

ସ୍ୱଳ୍ପ ଗଳ୍ପ : ଜଣେ ଲେଖକର ଇଚ୍ଛାପତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୬ ଜଣେ ଇଂରେଜୀ ଔପନ୍ୟାସ ହିସାବରେ ସେ ଖୁବ୍ ଚର୍ଚ୍ଚିତ । ବିଶେଷତଃ ତାଙ୍କର ରଚିତ କିଶୋର ଉପନ୍ୟାସଗୁଡିକର ବିଶ୍ୱବ୍ୟାପୀ ଚାହିଦା ଆଜି ବି ରହିଛି । ସେ ହେଉଛନ୍ତି "ଟ୍ରେଜର୍ ଆଇଲାଣ୍ଡ","ଡକ୍ଟର ଜେକିଲ୍ ଆଣ୍ଡ ମିଃ…

ସାରା ବିଶ୍ୱରେ ପାଳିତ ହେଉଛି ଯୋଗ ଦିବସ । ୨୦୨୨ ପାଇଁ ସ୍ଳୋଗାନ୍ ‘ମାନବ ଜାତି ପାଇଁ ଯୋଗ’

ଭୁବନେଶ୍ବର: ବିଶ୍ୱ ସଂସ୍ଥା ଅନୂୁଯାୟୀ ସମ୍ପୂର୍ଣ୍ଣ ଓ ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ । ତେବେ ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି ‘ମାନବ ଜାତି ପାଇଁ ଯୋଗ’ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ ।…

ଯୋଗ କଲା ସାରା ଦେଶ ,ଯୋଗ କଲେ ପ୍ରଧାନମନ୍ତ୍ରୀ

ଭୂବନେଶ୍ବର: ଆଜି 8ମ  ବିଶ୍ୱ ଯୋଗ ଦିବସରେ ସାରା ଦେଶରେ ଉତ୍ସାହର ସହ ଯୋଗଦିବସ ପାଳନ କରାଯାଇଛି । କର୍ଣ୍ଣାଟକ ମହୀଶୂରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯୋଗ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯୋଗ ଏବେ ଅନ୍ତର୍ଜାତୀୟ…

ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଫାଟ!

ଅହମଦାବାଦ: ମହାରାଷ୍ଟ୍ରରେ ଚାଲିଥିବା ଉଦ୍ଧବ ସରକାର ଏବେ ସଙ୍କଟରେ । ରାଜ୍ୟସଭା ଏବଂ ଏମଏଲସି ନିର୍ବାଚନରେ ଜୋରଦାର କ୍ରସ ଭାେଟିଂ ପରେ ଆଜି ବୈଠକ ଡକାଇଥିଲେ ଉଦ୍ଧବ ଠାକରେ । ସେପଟେ ଶିବସେନାର 17  ବିଧାୟକ ଏବେ ଗୁଜରାଟର ସୁରାଟରେ ଯାଇ ପହଁଚିଛନ୍ତି । ଏପରି ଚର୍ଚା ହେଉଛି ମେଂଟ ସରକାର…