Latest Odisha News
Yearly Archives

2022

[ଦେଖନ୍ତୁ ଭିଡିଓ] ବନମାଳୀପୁର ମୁଖ୍ୟ ବଜାରରେ ବୁଲିଲା ବୁଲଡୋଜର

ଭୁବନେଶ୍ୱର: ବଜାରରେ ଚାଲିଛି ଜବରଦଖଲ ଉଚ୍ଛେଦ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ବନମାଳୀପୁର ବଜାରରେ ଜବରଦଖଲ ଉଚ୍ଛେଦ ଜାରି ରହିଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜବରଦଖଲ ଉଚ୍ଛେଦ କରୁଛି ସ୍ଥାନୀୟ ପ୍ରଶାସନ । ଆଜି ବାଲିପାଟଣା ତହସିଲଦାର,…

ସିଦ୍ଧୁ ମୁସେୱାଲା ମର୍ଡର କେସ: ଧରା ପଡିଲେ ୨ଶାର୍ପ ଶୁଟର

ନୂଆଦିଲ୍ଲୀ: ସିଦ୍ଧୁ ମୁସେୱାଲା ମର୍ଡର କେସରେ ଦିଲ୍ଲୀ ପୋଲିସକୁ ବଡ ସଫଳତା ହାତ ଲାଗିଛି । ସୋମବାର ୨ ଶାର୍ପ ଶୁଟର ଏବଂ ଜଣେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି । ଶୁଟରଙ୍କ ନିକଟରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଜବତ ହୋଇଛି । ଆସନ୍ତୁ ଜାଣିବା ଗିରଫ ହୋଇଥିବା ଶୁଟରଙ୍କ ଯୋଜନା…

ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଉଦ୍ଧାର । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ସୋମବାର ପୋଲିସ ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଜବତ କରିଛି । ସନ୍ଦେହ କରାଯାଉଛି ପରିବାରର ସମସ୍ତ ସଦସ୍ୟ ଏକା ଥରକେ ଆତ୍ମହତ୍ୟା କରିଛନ୍ତି । ସାଙ୍ଗଲି ଜିଲ୍ଲାର ମହିସାଲ୍ ସ୍ଥିତ ଘରୁ ମିଳିଛି…

[ଦେଖନ୍ତୁ ଭିଡିଓ] ଅଗ୍ନିବୀର ନିଯୁକ୍ତି ନେଇ ସେନା ଜାରି କଲା ବିଜ୍ଞପ୍ତି, ଜୁଲାଇ ପହିଲାରୁ ଆରମ୍ଭ ହେବ ଆବେଦନ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଭିତରେ ଭାରତୀୟ ସେନା ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି । ଜୁଲାଇରେ ଆରମ୍ଭ ହେବ ପଞ୍ଜିକରଣ । ଅଷ୍ଟମ ଓ ଦଶମ ଉତ୍ତୀର୍ଣ୍ଣ ଯୁବକ ଓ ଯୁବତୀ ଏଥିରେ ଆବେଦନ କରିପାରିବେ । ଏହି ନିଯୁକ୍ତି ୪ ବର୍ଷ ପାଇଁ ବୈଧ ରହିବ । ଅଗ୍ନିବୀରଙ୍କୁ କୌଣସି ପେନସନ୍…

[ଦେଖନ୍ତୁ ଭିଡିଓ] ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା: ବିଧାୟକଙ୍କୁ ହତ୍ୟା ଧମକ ଅଡ଼ିଓ…

ଜଗତସିଂହପୁର : ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା। ବିଧାୟକ ପ୍ରେମରେ ଧୋକା ଦେଇ ଠକିବାର ଅଭିଯୋଗ ପରେ ଏବେ ତାଙ୍କ ନାଁରେ ସେକ୍ସ ରାକେଟ ଚଳାଉଥିବା ସଙ୍ଗୀନ୍ ଅଭିଯୋଗ। ଖାଲି ସେିତିକି ନୁହେଁ ବିଚ୍ ରାସ୍ତାରେ ବିଜୟଙ୍କୁ ହତ୍ୟା କରାଯିବାର ଧମକ ବି ଦିଆଯାଇଛି ପ୍ରେମିକା…

ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ଗିରଫ

ଭୁବନେଶ୍ୱର: ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ରାଣା ଗିରଫ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଓଡ଼ିଶା ପୋଲିସ ଓ ଏସଟିଏଫ୍ ଚଢ଼ାଉ କରି ରାଣା ମୁନା ଡୋରାକୁ ଧରିବାରେ ସକ୍ଷମ ହୋଇଛନ୍ତି । ଗତ ୩ ତାରିଖରେ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏକ ହାଇୱାରେ ଗୁପ୍ତ ଚ୍ୟାମ୍ବର କରି…

ଅଗ୍ନିବୀର ଅବସର ନେବା ପରେ ମହିନ୍ଦ୍ରା ଗ୍ରୁପରେ ନିଯୁକ୍ତି ସୁଯୋଗ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ହିଂସାକାଣ୍ଡରେ ଦୁଃଖି ପ୍ରକାଶ କରିଛନ୍ତି ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।  ସୋମବାର ଏହି ପ୍ରସଙ୍ଗରେ ଟୁଇଟ୍ କରି ନିଜର ଦୁଃଖ ପ୍ରକାଶ କରିବା ସହିତ ଏହି ଅଗ୍ନିବୀର ଅବସର ନେଲା ପରେ ତାଙ୍କ ଦ୍ୱାରା ପରିଚାଳିତ…

ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ୨୪ ଯାଏ ବର୍ଷିବ

ଭୁବନେଶ୍ୱର: ରାଜ୍ୟର ସବୁ ଅଞ୍ଚଳକୁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସାରା ରାଜ୍ୟକୁ ମୌସୁମୀ ଛୁଇଁଥିବା ବେଳେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ କନ୍ଧମାଳ, ଗଞ୍ଜାମ,…

ଉପରମୁହାଁ କରୋନା: ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪ ପ୍ରତିଶତ ଟପିଲା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁୟାୟୀ, ସୋମବାର ଦେଶରେ ୧୨ ହଜାର ୭୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସହ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪,୩୩,୦୯,୪୭୩ କୁ ବୃଦ୍ଧି ପାଇଛି। ଏବଂ ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪…

[ଦେଖନ୍ତୁ ଭିଡିଓ] ଜ୍ୱରରୁ ଉପଶମ ପାଇଁ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡିତ ଚତୁର୍ଦ୍ଧା ମୁର୍ତ୍ତି । ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ଏବେ ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଆଜି…