Latest Odisha News

BREAKING NEWS

Yearly Archives

2022

ଆଗାମୀ ୪୮ ଘଣ୍ଟାରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଅନୁକୂଳ ହେଉଛି ପାଗ । ଆଗାମୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା । ଏବେ ଦକ୍ଷିଣ ଓଡ଼ିଶାରେ କିଛି ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ଥିବା ଟ୍ୱିଟ୍…

ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀ କଙ୍କାଳ ଉଦ୍ଧାର

କଟକ: ୨ ସପ୍ତାହ ବ୍ୟବଧ୍ୟାନରେ ବଡ଼ମ୍ବା ବନାଞ୍ଚଳରୁ ୩ଟି ହାତୀ କଙ୍କାଳ ମିଳିଲାଣି । ୧୦ ଦିନ ତଳେ ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ୨ଟି ଦନ୍ତାହାତୀର କଙ୍କାଳ ମିଳିଥିଲା । ଆଉ ମଙ୍ଗଳବାର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖରୋଡ଼ ଗାଁ ନିକଟରୁ ଆଉ ଏକ ହାତୀର କଙ୍କାଳ…

80 ଫୁଟ ତଳେ ରାହୁଲର 105 ଘଣ୍ଟାର ସଂଘର୍ଷ

ବିଳାସପୁର: 80 ଫୁଟର ଗାତ ଭିତରେ ଥିଲା ରାହୁଲ । ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଥିଲା 10 ବର୍ଷର କଅଁଳ ପିଲା । ଜୀବନକୁ ଭଲ ଭାବେ ଜାଣିନଥିବା ରାହୁଲ ମୃତ୍ୟୁ ସହ ସଂଗ୍ରାମ କରୁଥିଲା ଗାତ ଭିତରେ । ବଞ୍ଚିବ କି ମରିବ ଏହି ଚର୍ଚା ଚାଲିଥିଲା ସାରା ଦେଶରେ । କିନ୍ତୁ ରାହୁଲ ନିଶ୍ଚୟ କରିଥିଲା ସେ…

କ୍ଷମାମାଗିଥିବା ମହିଳାଙ୍କୁ ଧମକ ଦେବା ଉଚିତ୍ ନୁହେଁ : ଗମ୍ଭୀର

ନୂଆଦିଲ୍ଲୀ: ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ପ୍ରତିଦିନ କିଛି ନା କିଛି ଖବର ପ୍ରଚାର ପ୍ରସାର ହେଉଛି । ଏହି ପ୍ରସଙ୍ଗରେ ପୁଣି ସାମିଲ ହୋଇଛନ୍ତି ଗମ୍ଭୀର । ନୂପୁରଙ୍କୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି  ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୈାତମ ଗମ୍ଭୀର  ଟୁଇଟ୍  କରିଛନ୍ତି ।…

ଅଣବସର ଘରେ ଶ୍ରୀଜୀଉ, ଆରମ୍ଭ ହେଲା ଅଲାରନାଥ ଦର୍ଶନ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଜରରେ ପଡ଼ିଛନ୍ତି ଠାକୁର । ଅଣବସର ଘରେ ଠାକରୁ ଥିବାବେଳେ ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଦର୍ଶନ । ଆଜି ଭୋରରୁ ଅଲାରନାଥ ପୀଠରେ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡ଼ପଲାଗି ନୀତି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ…

ଟାର୍ଗେଟ କିଲିଂରେ ପ୍ରତିଶୋଧ ନେଉଛି ସେନା:  ୨ ଆତଙ୍କବାଦୀଙ୍କୁ ସଫା

ଶ୍ରୀନଗର : ପୁଣି ଦୁଇ ଆତଙ୍କବାଦୀଙ୍କୁ ସଫା କରିଛନ୍ତି ସୁରକ୍ଷାକର୍ମୀ । ସବୁଠୁ ବଡ଼ କଥା ହେଲା ଏହି ଦୁଇ ଆତଙ୍କବାଦୀ ଟାର୍ଗେଟ କିଲିଂ ରେ ଜଡିତ ଥିଲେ । ଗୁଇନ୍ଦା ସୂଚନା ଆଧାରରେ ଏମାନଙ୍କୁ ସୁରକ୍ଷାକର୍ମୀ ଠାବ କରିବା ପରେ ଗୁଳି ବିନିମୟ ହୋଇଥିଲା  । ଏଥିରେ ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ସ୍ୱରୂପର ଅନେକ ବ୍ୟାଖ୍ୟା ଆମେ ପାଇଲେଣି କିନ୍ତୁ ଅଭିଧାନ ଅନୁସାରେ "ନାରା " ଶବ୍ଦର ଅର୍ଥ ହେଉଛି ସଦ୍ୟଜାତ ବାଛୁରୀ ବା ଗୋବତ୍ସା, ଏହାଙ୍କ…

ଭାଷା ଭାଗବତ : ସଂସାର ଶାଂତି ନିକେତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୭ ସଂକଳ୍ପ ବଳେ କାର୍ଯ ସିଦ୍ଧି ବିକ୍ଷୋଭ ବାଟ ଦିଏ ରୁଂଧି ଉଗ୍ର ବଚନ ପରିହାର ଅଟଇ ମୌଳିକ ସଂସ୍କାର ମନରେ ଥିଲେ ଅସଂତୋଷ କଥାର ନାହିଁ ଅବକାଶ ଛାଟିଲେ ଅନର୍ଗଳ ବାଣୀ ଅଶ୍ରାବ୍ୟ କୁତ୍ସିତ କାହାଣୀ ମନୋଭାବକୁ ନିୟଂତ୍ରଣ…

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ, ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ । ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ, କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି । ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ, ସୁନାରୀ ଅପ୍ସରୀ…

ରାଷ୍ଟ୍ରପତି ନିର୍ବାଚନ: ଭାଇ ପାଇଁ ଉଉଣୀଙ୍କୁ ନିରାଶ କରିବେ ନବୀନ?

ଭୁବନେଶ୍ୱର: ଆଜି ଅପରାହ୍ନରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ବୈଠକ କରିବେ। ଏହି ବୈଠକରେ ଏକାଠି ହୋଇ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ନେଇ ଆଲୋଚନା ହେବ । ଗତ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ଏନଡିଏ ଦଳର ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ…