Latest Odisha News

BREAKING NEWS

Yearly Archives

2022

 “ଷ୍ଟାର୍ଟଅପ୍‌ସ ଫର ରେଲୱେଜ” ଆରମ୍ଭ

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ନବସୃଜନ (ଇନୋଭେସନ) କ୍ଷେତ୍ରରେ ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କର ସହଯୋଗ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରେଳ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି: ବଢ଼ିଲା ପୂର୍ବତନ ଖେଳାଳିଙ୍କ ପେନସନ

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରି ସାରିଥିବା ଖେଳାଳିମାନଙ୍କ ପାଇଁ ବିସିସିଆଇ ବଡ ଘୋଷଣା କରିଛି । ଏହି ପୂର୍ବତନ ଖେଳାଳିଙ୍କ ପେନସନ ୧୦୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବିସିିସିଆଇ ସେକ୍ରେଟାରୀ ଜୟ ଶାହା ଟୁଇଟ କରିଛନ୍ତି । ଏହା ଦ୍ୱାରା ୯୦୦ ମହିଳା ଓ ପୁରୁଷ କ୍ରିକେଟର ଏବଂ ମ୍ୟାଚ…

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବେ ନବୀନ କିମ୍ବା ଜଗନ!

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନଡିଏର ପ୍ରାର୍ଥୀ ରିଇସିନା ହିଲରେ ବସିବେ ନା ୟୁପିଏର ପ୍ରାର୍ଥୀ ତାକୁ ନେଇ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ…

ରାଜମୌଲୀଙ୍କ ଫିଲ୍ମରେ ଐଶ୍ଚର୍ଯ୍ୟା !

ମୁମ୍ବାଇ: ବର୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏସଏସ ରାଜମୌଲୀଙ୍କ ଯାଦୁ ଚାଲୁଛି କହିଲେ ଭୁଲ ହେବନି । ବାହୁବଳୀ ଓ ଆରଆରଆର ପରେ ତାଙ୍କର ନୂତନ ପ୍ରୋଜେକ୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ରିପୋର୍ଟ ମୁତାବକ ରାଜମୌଲୀ ତାଙ୍କର ଆଗାମୀ ଫିଲ୍ମରେ ଐଶ୍ଚର୍ଯ୍ୟ ରାୟଙ୍କୁ ନେବା ପାଇଁ ଯୋଜନା…

JSW ଜଜାଙ୍ଗ ଲୁହାଖଣିକୁ ଉତ୍କର୍ଷ ପରିବେଶ ପୁରସ୍କାର

ଭୁବନେଶ୍ୱର: JSW  ଷ୍ଟିଲ (ଓଡ଼ିଶା ପରିଚାଳନା)ର ଜଜାଙ୍ଗ ଲୁହାପଥର ଖଣିକୁ ସମ୍ମାନଜନକ କଳିଙ୍ଗ  ଏନଭରନେଣ୍ଟ  ଏକ୍ସିଲେନ୍ସ ଆୱାର୍ଡ (ଉତ୍କର୍ଷ ପରିବେଶ ପୁରସ୍କାର) ମିଳିଛି ।  ଭୁବନେଶ୍ୱର ସ୍ଥିତ ହୋଟେଲ ନ୍ୟୁ ମାରିଅନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଜାଙ୍ଗ ଲୁହାଖଣି ଏଭିପି (ଖଣି ପରିଚାଳନା)…

୯ ଛୁଆଙ୍କ ମାଆ ଏହି ମଡେଲ୍, କ୍ୟାମେରାମ୍ୟାନ ପ୍ରେମରେ ପଡ଼ି ସ୍ୱାମୀଙ୍କୁ ଛାଡ଼ିଦେଲେ…

ନୂଆଦିଲ୍ଲୀ: ଅଲଗା ହେବେ ଅମାଣ୍ଡା ଓୱେନ୍ ଓ କ୍ଲିଭ୍ ଓୱେନ୍ । ହଲିଉଡର ଜଣାଶୁଣା ଶୋ ଆୱାର ୟର୍କସିର୍ ଫାର୍ମର ଅଭିନେତ୍ରୀ ତଥା ମଡେଲ୍ ଅମାଣ୍ଡା ନିଜ ପତିଙ୍କ ଠାରୁ ଅଲଗା ହେବେ । ୮ ମାସ ହେଲା ଅମାଣ୍ଡା, କ୍ଲିଭ ଅଲଗା ହେବା ଖବର ସାମ୍ନାକୁ ଆସୁଥିଲା । ଏବେ ୪୭ ବର୍ଷୀୟ ଅମାଣ୍ଡା ଏବଂ ତାଙ୍କ ୬୩…

କେଆଇୱାଇଜି: ଖୋ ଖୋରେ ଓଡିଶାକୁ ରୌପ୍ୟ

ପଂଚକୁଲା: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ସୋମବାର ଓଡିଶା ଖୋ ଖୋ ଉଭୟ ବାଳକ ଓ ବାଳିକା ବିଭାଗରେ ରୌପ୍ୟ ପଦକ ହାସଲ କରିଛି । ୨ଟି ଯାକ ଫାଇନାଲରେ ଓଡିଶାକୁ ହରାଇଥିଲା ମହାରାଷ୍ଟ୍ର । ବାଳିକା ବିଭାଗ ରୋମାଂଚକ ମୁକାବିଲାରେ ଓଡିଶା ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୨୦-୨୧ରେ ହାରି…

[ଦେଖନ୍ତୁ ଭିଡିଓ] ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସଜେଇ ହୋଇଛି ସ୍ନାନବେଦୀ : ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା…

 ପୁରୀ :  ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସେଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନୀକୁ । ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀରୁ ସ୍ନାନବେଦୀକୁ ଓଲ୍ହାଇ ଆସିବେ। ଅନ୍ୟପଟେ ଆସନ୍ତାକାଲି ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ…

ଏବର୍ଷ କଟକରେ ହେବ ଐତିହାସିକ ବାଲିଯାତ୍ରା

କଟକ: ଚଳିତ ବର୍ଷ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ନେଇ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର । କୋଭିଡ୍‌ ପାଇଁ ଦୁଇ ବର୍ଷ ଧରି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ବନ୍ଦ ରହିଥିଲା । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା ରଖାଯାଇଛି…

ଖୁବ ଶୀଘ୍ର ପରଦାକୁ ଆସିବ ସରୋଜିନୀ ନାୟୁଡୁଙ୍କ ବାୟୋପିକ

ମୁମ୍ବାଇ: ଭାରତୀୟ ଇତିହାସର ବେଶ ପରିଚିତ ନାମ ସରୋଜିନୀ ନାୟୁଡୁଙ୍କ ଆତ୍ମଜୀବନୀ ଉପରେ ଆରମ୍ଭ ହୋଇଯାଇଛି ଫିଲ୍ମର ପ୍ରସ୍ତୁତି । ବିନୟ ଚନ୍ଦ୍ରା ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ କାହାଣୀ ଲେଖିଛନ୍ତି ଧୀରଜ ମିଶ୍ର । ଜୁନିୟର ସରୋଜିନୀ ଭାବେ ସୋନାଲା ମନ୍ଥରା ଏବଂ ସିନିୟର ଭୂମିକାରେ…