Latest Odisha News

BREAKING NEWS

Yearly Archives

2022

ମନି ଲଣ୍ଡରିଂ ମାମଲା : ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା, ପଚରାଉଚରା କରୁଛନ୍ତି ୩ ବରିଷ୍ଠ ଅଧିକାରୀ

ଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ଚାଲିଛି । ରାହୁଲଙ୍କୁ ଇଡିର ୩ ବରିଷ୍ଠ ଅଧିକାରୀ ପଚରାଉଚରା କରୁଛନ୍ତି । ଏହି ମାମଲାରେ ରାହୁଲଙ୍କୁ ଇଡି ଜୁନ୍ ୨ ତାରିଖରେ ହାଜର ହେବାକୁ ଡକାଇଥିଲା । କିନ୍ତୁ ବିଦେଶରେ ଥିବା କହି ରାହୁଲ୍ ହାଜର ହୋଇପାରିନଥିଲେ । ଇଡିର…

ଡ୍ରଗ୍ସ ସେବନ ଅଭିଯୋଗରେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତଙ୍କୁ ହେପାଜତକୁ ନେଲା ପୋଲିସ

ବେଙ୍ଗଳୁରୁ: ପୁଣି ଡ୍ରଗ୍ସ ଜାଲରେ ବଲିଉଡ୍ ତାରକା । ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ପରେ ଜଣଙ୍କ ପରେ ଜଣେ ବଲିଉଡ୍ ତାରକା ଡ୍ରଗ୍ସ ଜାଲରେ ଛନ୍ଦି ହୋଇ ପଡ଼ିଥିଲେ । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ସମସ୍ତେ । ଏବେ ସେହି ଡ୍ରଗ୍ସ ମାମଲାରେ ଫସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ…

ପୁରପଲ୍ଲୀରେ ରଜୋତ୍ସବର ମହାପର୍ବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଓଡ଼ିଶାରେ ରଜ ଏକ ପାରମ୍ପରିକ ପର୍ବ । ଏହାକୁ ମଧ୍ୟ ଗଣପର୍ବ କୁହାଯାଏ । ନିପଟ ପଲ୍ଲୀ ଗାଁ ଗହଳଳି ଠାରୁ ଆରମ୍ଭ କରି ସହର ଯାଏଁ ଏହି ପର୍ବ ଧୁମଧାମରେ ଚାରି ଦିନ ଧରି ପାଳିତ ହୋଇଥାଏ । ଏହା ମିଥୁନ ମାସର ଦ୍ଵିତୀୟ ଦିନରୁ ଆରମ୍ଭ ହୋଇଥାଏ । ରଜ…

ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧବେଶନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଆରୁଖ । ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । ଆରୁଖଙ୍କ ନାଁ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ ।…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ

ମାଲକାନଗିରି  : ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଆଧିକ ଯାତ୍ରୀ ଆହତ ହୋଇଛନ୍ତି । ୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଆସୁଥିବା ବେଳେ ମାତ୍ର ୨୦ କିଲୋମିଟର ଦୂରରେ ବସ୍‌ଟି ମୋଟରୁ ଓଲିଟି…

ଆଜି ଗୁପ୍ତ ସେନାପଟା ଲାଗି ନୀତି; ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

 ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି । ଆଜି ଗୁପ୍ତ ସେନାପଟା ଲାଗି ନୀତି ହେବାକୁ ଥିବା ବେଳେ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଲାଗି ହେବାକୁ ଥିବା ବେଳେ ଏଥିପାଇଁ ସତ୍ୟବାଦୀ…

କାହିଁକି ଇଡିରେ ହାଜର ହେବେ ରାହୁଲ ଗାନ୍ଧି?

କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧି ଆଜି ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ଏଥିପାଇଁ ଇଡି କାର୍ଯ୍ୟାଳୟ ବାହାରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଜୁନ୍ 13 ରେ ଇଡି ରାହୁଲ…

ପାସ୍ ବ୍ୟବସ୍ଥା ଫେଲ୍, ଚାରିଆଡୁ ଅସନ୍ତୋଷ

ଭୁବନେଶ୍ବର: ବାରବାଟୀ ମ୍ୟାଚର ଫଳାଫଳରେ ପ୍ରଶଂସକ ନିରାଶ ହୋଇଛନ୍ତି ସତ । ତେବେ ଖେଳରେ ତ ହାର ଜିତ ରହିଛି । ଆଜି ନହେଲେ କାଲି ପୁଣି ଜିତିବ ଟିମ ଇଣ୍ଡିଆ । କିନ୍ତୁ ଏଠି ଅନ୍ୟ ଏକ କାରଣକୁ ନେଇ ସବୁଠି ଚର୍ଚା ହେଉଛି । ତାହା ହେଉଛି ମ୍ୟାଚ ଦେଖିବା ପାଇଁ ପାସ ବ୍ୟବସ୍ଥା । ଏଠାରେ…

ଇମାମୀ-କିସ୍‍ ଆବାସିକ ବିଦ୍ୟାଳୟ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ରେମୁଣା ବ୍ଲକ୍‍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା ଇମାମି-କିସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍‍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ…

ରାବାହିକ ଉପନ୍ୟାସ : ସୁଲୋଚନା (୯)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୯ " ମୁଁ ନାଗକନ୍ୟା ସୁଲୋଚନା । ପିତା ବାସୁକିଙ୍କ ଦ୍ୱାରା ଅଭିଶପ୍ତା ହୋଇ ପୃଥିବୀ ମାତାଙ୍କ କୋଳରେ ଆଶ୍ରିତା । ଆପଣଙ୍କ ପରିଚୟ ? " " ବୀର ପୁରୁଷଙ୍କର ପରିଚୟ ତାଙ୍କର ବୀରତ୍ୱ ଓ ତାଙ୍କର ପୌରୁଷ। ମୁଁ ତ୍ରିଲୋକ ବିଜୟୀ…