Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ସମସ୍ୟା ହେବ ଅଂତର୍ଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୫  ଆଳସ୍ୟ, ଭୋଜନ, ଭଜନ ବଢ଼ାଏ ଦେହର ଓଜନ ସ୍ବାଧୀନ ଚିଂତାର ମରଣ ନିମଂତେ ଦାୟୀ ଜନ ମନ ରହିଛି ଏ ସବୁ କାରଣ କରିପାରୁନୁ ନିବାରଣ ଦୁର୍ଦଶା ସହିତ ଜୀବନ ସ୍ବଭାଷୀ କରଂତି ଯାପନ ଦୂରରେ ଥାଇ ଭଗବାନ ଦେଇ ପାରୁନାହାଂତି ଧ୍ୟାନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଆଲୋଚନାର ଅନ୍ୟ ଏକ ଦିଗକୁ ଆଜି ବିଶ୍ଳେଷଣ କରିବା, କାରଣ ଏହା କେବଳ ଏକ ନାମ ନୁହେଁ ଏହା ହେଉଛି ମୁକ୍ତିପଥ ମନ୍ତ୍ର। ଅଜାମିଳ ପ୍ରସଙ୍ଗ ଏହା…

ଖମଙ୍ଗରେ ଜିଲ୍ଲା କାରିଗର ସମାବେଶ: ହସ୍ତଶିଳ୍ପ ବିକାଶ ପରିଷଦ ପୁଣି କାର୍ଯ୍ୟକ୍ଷମ ଦାବି

ଭୁବନେଶ୍ୱର: ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ପରିଷଦକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କୁ ଦାବି ଜଣାଇଲା ଓଡ଼ିଶା ଶିଳ୍ପୀ ମହାସଂଘ । ଖମଙ୍ଗ ଶାସନ ଠାରେ ଶିଳ୍ପୀ ମହାସଂଘ ଦ୍ୱାରା ଆୟୋଜିତ ଖୋର୍ଦ୍ଧା ଜିଲ୍ଲା କାରିଗର ସମାବେଶରେ…

କଟକରେ ଭୁବନେଶ୍ୱରଙ୍କ କମାଲ ସତ୍ୱେ ହାରିଲା ଟିମ ଇଣ୍ଡିଆ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଭାରତକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୧୪୯ ରନର ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ୧୮.୨ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।…

କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିଲେ; ୯ବର୍ଷର ଝିଅକୁ ଚେଙ୍କ ଦେଲା ସାବତ ମା’

ବ୍ରହ୍ମପୁର: ଟିଉସନ୍‌ ଯିବା ବେଳେ କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିବାରୁ ୯ ବର୍ଷର ଝିଅଙ୍କୁ ପିଠା ପାତିଆରେ ଚେଞ୍ଚ ଦେଇଦେଲେ ସାବତ ମା’। ବ୍ରହ୍ମପୁର ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶୁକ୍ରବାର ଏହି ଘଟଣା ଘଟିଥିଲେ ମଧ୍ୟ ରବିବାର ଏକଥା ପଦାକୁ ଆସିଛି । ମିଳିଥିବା ସୂଚନା…

ଆଇପିଏଲ ମିଡିଆ ରାଇଟ୍ସ ନିଲାମ: ପ୍ରଥମ ଦିବସରେ ୪୩ ହଜାର ୫୦କୋଟି ପର୍ଯ୍ୟନ୍ତ ଗଲା ଡାକରା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରୁ ୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ନିଲାମ ପ୍ରକ୍ରିୟା ରବିବାର ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ନିଲାମପ୍ରକ୍ରିୟା ଡାକରା ୪୩ ହଜାର ୫୦କୋଟି ଟଙ୍କାରେ ପଂହଚିଛି । ନିଲାମରେ ଜିତ ହାସଲ କରିବା ପାଇଁ ବିଭିନ୍ନ କମ୍ପାନୀ ମଧ୍ୟରେ ତୀବ୍ର…

“ଦେବେନ୍ଦ୍ର ପଡ଼ନବିସ ମଧ୍ୟ ଶିବସେନାକୁ ଭୋଟ୍ ଦେବେ, ଯଦି..”

ଭୁବନେଶ୍ୱର: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ବିଜେପି ବିରୋଧରେ ଯାଇ ଶିବସେନାକୁ ଭୋଟ୍ ଦେବେ, ଯଦି ଶିବସେନା ଅଧୀନରେ ‘ଇଡି’ ରହିବ । ମାତ୍ର ଦୁଇ ଦିନରେ ଫଡ଼ନବିସ ଶିବ ସେନାକୁ ଭୋଟ୍ ଦେବାକୁ ବାଧ୍ୟ ହୋଇଯିବେ । ରବିବାର ଶିବସେନା ଏମପି ସଞ୍ଜୟ ରାଉତ ଏହି…

ବାରବାଟୀରେ କାର୍ତିକ କମାଲ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୯ ରନର ଲକ୍ଷ୍ୟ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୧୪୯ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୪୮…

ଚାଲିଲା ବାବାଙ୍କ ବୁଲଡୋଜର: ମାଟିରେ ମିଶିଲା ଜାଭେଦଙ୍କ ଘର

ପ୍ରୟାଗରାଜ: ପ୍ରୟାଗରାଜରେ ୧୦ଜୁନରେ ହୋଇଥିବା ହିଂସାର ମାଷ୍ଟର ମାଇଣ୍ଡ ଜାଭେଦ ଓରଫ ପଂପର ଘର ମାଟିରେ ମିଶିଛି । ବଳିଷ୍ଠ ପ୍ରମାଣ ହସ୍ତଗତ ହେବା ପରେ ବାବାଙ୍କ ବୁଲଡୋଜର ଜାଭେଦର ଘର ଆଡେ ମୁହାଁଇଥିଲା । ପ୍ରଶାସନର ପାଖାପାଖି ୫ ଘଂଟାର ପରିଶ୍ରମ ପରେ ଏହାକୁ ମାଟିରେ ମିଶାଇବାରେ ସଫଳ ହୋଇଥିଲା…

[ଦେଖନ୍ତୁ ଭିଡିଓ] ମହାପ୍ରଭୁଙ୍କ ବିବାହ ଉତ୍ସବ ପରେ ଶ୍ରୀମନ୍ଦିରରେ ଗୁଆଲୀ ନୀତି

ପୁରୀ :  ମହାପ୍ରଭୁ ବିବାହ ବନ୍ଧନରେ ବାନ୍ଧି ହେବାପରେ ଆଜି ଗୁଆଲୀ ନୀତି ଅନୁଷ୍ଠିତ ହେବ । ସେପଟେ ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ମାନେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର,…