Latest Odisha News

BREAKING NEWS

Yearly Archives

2022

କବିତା : ବନାନୀ

ପ୍ରିୟମ୍ବଦା ସାମଲ ଈଶ୍ଵରଙ୍କ ଦାନ ଏ ବିଶ୍ଵ ଭୁବନ ବନାନୀ ଅଟଇ ସାର ନିଃଶବ୍ଦ ନିର୍ଜନେ ଝରଇ ଝରଣା ଗାଇ ସୁମଧୁର ସ୍ୱର। ଫୁଲ ଫଳ ଭରା ସବୁଜ ବନାନୀ ସୌମ୍ୟ ଶାନ୍ତ ତାର ରୂପ ସୁଗନ୍ଧରେ ଭରା ଶୋଭାର ଭଣ୍ଡାର ସୌନ୍ଦର୍ଯ୍ୟ ତା ଅପରୂପ। ପକ୍ଷୀର କାକଳୀ ମନ ନିଏ କିଣି ଜୀବଜନ୍ତୁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୨  ସୁଲୋଚନାଙ୍କର ରୂପଲାବଣ୍ୟରେ ମୋହିତ ହୋଇ ଇନ୍ଦ୍ର ଦେବଲୋକରୁ ନାଗଲୋକ ଆସି ପହଞ୍ଚିଛନ୍ତି। ସୁନ୍ଦରୀ ନାରୀ ପ୍ରତି ଅହେତୁକ ଦୁର୍ବଳତା ଦେବରାଜଙ୍କର। ପ୍ରଥମେ ସେ ସୁଲୋଚନାଙ୍କ ନିକଟରେ ପ୍ରେମ ଭିକ୍ଷା କରିଥିଲେ। ତାଙ୍କୁ…

ଇଣ୍ଡିଆ ଟିମକୁ ଘାଇଲା କରିବେ କି ରାବଡା ?

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତ –ଦକ୍ଷିଣ ଆଫ୍ରିକା ମଧ୍ୟରେ ମଇଦାନରେ ହେବ ଲଢ଼େଇ ।  ଦିଲ୍ଲୀର ଅୁରଣ ଜେଟଲି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ  ପୁଣି ଚାଲିକ କ୍ରିକେଟ ଟକ୍କର ।  କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଟି -20 ଦଳ ଦକ୍ଷିଣ ଆଫ୍ରିକା ସହ  ଖେଳିବ ପ୍ରଥମ ମ୍ୟାଚ ।  ପାଞ୍ଚ…

କମିବ ପେଟ୍ରୋଲ ଦର, ମାଲାମାଲ ହେବେ ଆଖୁ ଚାଷୀ !

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପ୍ରକାର ପ୍ରୟାସ ଫଳରେ ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଠିକ୍ ବାଟରେ ଚାଲିଛି । ଏହାଫଳରେ ଧାର୍ଯ୍ୟ ସମୟ ୨୦୨୫-୨୬ ସୁଦ୍ଧା ଭାରତ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ପୂରଣ କରିପାରିବ ବୋଲି କେନ୍ଦ୍ର…

ଭାଷା ଭାଗବତ : ଭବିଷ୍ୟତ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୮  ସର୍ବେ ସମ୍ମତ ହେବା ପାଇଁ ଆଉ ଅଟକି ହେବନାହିଁ ସଭିଏଁ ହେବେ ମୁକ୍ତମନା ଏହା ତ କେବଳ କଳ୍ପନା ବ୍ୟକ୍ତି ମାନିଲେ ନିଜ ନୀତି ସ୍ବଭାଷା କରିବ ଉନ୍ନତି ଅଯଥା କରିଲେ ପ୍ରତୀକ୍ଷା କରିହେବନି ଭାଷାରକ୍ଷା ଜଣେ ବୁଝିଲେ, ବୁଝେ…

ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସାଢ଼େ ୧୦ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ । “ଆଜାଦୀ କା ଅମୃତ ମହୋତ୍ସବ” ପାଳନର ଅଂଶବିଶେଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୫  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିର୍ଗୁଣ ନିରାକାର ସ୍ୱରୂପ ଆରାଧନା ବିଷୟ ଆମେ ଆଲୋଚନା କରିବା ପରିପ୍ରେକ୍ଷୀରେ କିଛି ବିଶେଷଣର ପ୍ରୟୋଗ କରିଥିଲେ । ଆଜି ତାର ସଠିକ ବିଶ୍ଳେଷଣ କରିବା ।…

ଉତ୍ତରକାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୫ ମୃତ

ଡେରାଡୁନ: ଚାରିଧାମ ଯାତ୍ରାରେ ବାହାରିଥିବା ଏକ ତୀର୍ଥଯାତ୍ରୀ ବସ  ଯମୁନେତ୍ରି  ଯାଉଥିବା ବେଳେ ବସ୍ ଗଭୀର ଖାତକୁ ଖସିପଡ଼ିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ମଧ୍ୟପ୍ରଦେଶର  ୨୫ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା କୁହାଯାଉଛି ।  ଏହି ଦୁର୍ଘଟଣା ଯମୁନେତ୍ରୀ ହାଇଓ୍ବେର ଡାମଟା…

ଗଞ୍ଜାମ ବିଜେଡ଼ିରେ ବଢୁଛି ଶ୍ରୀକାନ୍ତଙ୍କ ଗୁରୁତ୍ୱ

ବ୍ରହ୍ମପୁର: ନୂତନ ମନ୍ତ୍ରୀମଣ୍ଡଳ ଗଠନ ପରେ ଯେଉଁ ନାଁକୁ ନେଇ ଗଞ୍ଜାମ ରାଜନୀତିରେ ପ୍ରବଳ ଚର୍ଚ୍ଚା ଚାଲିଛି, ସେଇ ନାଁଟି ହେଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ରବିବାର ଶ୍ରୀକାନ୍ତ ଶ୍ରମ, ନିଯୁକ୍ତି ଓ ବୀମା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ଦାୟିତ୍ୱ) ଭାବେ ଶପଥ ଗ୍ରହଣ…

ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର: ରବିବାର ସକାଳେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇଥିବା ବେଳେ ସରକାରୀ ଦଳର ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ ପଦ ମଧ୍ୟ ପରିବର୍ତ୍ତନ କରାଯାଇଛି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକଙ୍କ ସ୍ଥାନ ନେଇଛନ୍ତି । ସେପଟେ…