ଋଣ ସୁଝିପାରୁନାହାନ୍ତି ଅନାଥ ପିଲା, ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଲେ ସୀତାରମଣ
ଭୋପାଳ: କୋଭିଡ ମହାମାରୀ ଯୋଗୁ ଅନେକ ପିଲା ପରିବାର ଓ ପିତାମାତା ହରାଇଛନ୍ତି। ତେଣୁ ସେମାନଙ୍କ ଦୈନନ୍ଦିନ ଜୀବନ ସଂଘର୍ଷମୟ ହୋଇପଡ଼ିଛି। ଭୋପାଳର ଜଣେ 17 ବର୍ଷୀୟା ଝିଅ ବାଣୀଶା ପାଠକଙ୍କ କାହାଣୀ ଏମିତି, ଯିଏ କରୋନା ମହାମାରୀରେ ଉଭୟ ବାପାମାଆଙ୍କୁ ହରାଇଛନ୍ତି।
ମଧ୍ୟପ୍ରଦେଶ ଭୋପାଳରେ ଦଶମ…