Latest Odisha News

BREAKING NEWS

Yearly Archives

2022

ମାଟି ବଞ୍ଚାଅ ଆନ୍ଦୋଳନ ସଫଳ ହେବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବ ପରିବେଶ ଦିବସ ଅବସରରେ ଇଶା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମାଟି ବଞ୍ଚାଅ ଆନ୍ଦୋଳନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ଯେତେବେଳେ ଆଜାଦି କା ଅମ୍ରିତ ମହୋତ୍ସବର ସଂକଳ୍ପ ନେଇଛି, ସେତେବେଳେ ଏଭଳି ଆନ୍ଦୋଳନ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ବୋଲି କହିଛନ୍ତି…

କ୍ୟାରିୟରର ୧୪ତମ ଫ୍ରେଂଚ ଓପନ ଟାଇଟଲ ଜିତିଲେ ନାଡାଲ

ପ୍ୟାରିସ: ସ୍ପେନର ମହାନ ଟେନିସ ଖେଳାଳି ରାଫେଲ ନାଡାଲ କ୍ୟାରିୟରର ୧୪ତମ ଫ୍ରେଂଚ ଓପନ ଟାଇଟଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ନରୱେର କ୍ୟାସପର ରୁଡଙ୍କୁ ୬-୩, ୬-୩ ଓ ୬-୦ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ନାଡାଲଙ୍କ କ୍ୟାରିୟରର ଏହା ୨୨ତମ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ହକିରେ ଚଣ୍ଡୀଗଡକୁ ହରାଇଲା ଓଡିଶା

ଭୁବନେଶ୍ୱର: ହରିୟାଣାରେ ଖୋଲୋ ଇଣ୍ଡିଆ ୟୁଥ ଗେମ୍ସର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହେଉଛି । ରବିବାର ହକିରେ ଓଡିଶା ତାର ଅଭିଯାନ ଚଣ୍ଡୀଗଡ ବିପକ୍ଷରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ପୁରୁଷ ବିଭାଗରେ ଓଡିଶା ୨-୦ରେ ଚଣ୍ଡୀଗଡକୁ ପରାସ୍ତ କରିଛି । ରୋହିତ ସିଂ ଓ ଦୀପକ ମିଞ୍ଜ ୨ଟି ଯାକ ଗୋଲ…

ନିର୍ବାଚନର ୨୧ ମାସ ପୂର୍ବରୁ ୨୧ ମନ୍ତ୍ରୀ ଦଳକୁ ଦେଇପାରିବେ କି ସଫଳତା?

ଭୁବନେଶ୍ବର: ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ୨୧ ମାସ ବାକି ଅଛି । ଏହା ପୂର୍ବରୁ ବିଜେଡି ସୁପ୍ରିମୋ ବାଜି ଲଗାଇଛନ୍ତି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟର ଅଧା ବିଭାଗ ବି ପରିବର୍ତ୍ତନ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ…

ସଲମାନ, ସଲୀମଙ୍କୁ ହତ୍ୟା ଧମକ !

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଏବଂ ତାଙ୍କ ପିତା ସଲୀମଙ୍କୁ ମିଳିଛି ହତ୍ୟା ଧମକ । ଜଣେ ଅଜ୍ଞାତ ବ୍ୟକ୍ତି ପତ୍ର ଲେଖି ଏହି ହତ୍ୟା ଧମକ ଦେଇଛି । ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ମୁମ୍ବାଇ ପୋଲିସ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ କେସ ରୁଜୁ କରିଛି । ରିପୋର୍ଟ ମୁତାବକ ସଲୀମଙ୍କୁ…

ନବୀନଙ୍କ ରଣନୀତିରେ ଅନୁଗତଙ୍କ ଅକଲ ଗୁଡୁମ୍ !

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଅନେକ କିଛି ନୁଆ ଫର୍ମୁଲା ନବୀନ ଆପଣେଇଛନ୍ତି । ଅତୀତରେ ଏହାର ଅନେକ ପ୍ରମାଣ ମଧ୍ୟ ରହିଛି । କେତେବେଳେ ସେ କାହାର ପତ୍ତା କାଟନ୍ତି କାହାକୁ ଟେର ମଧ୍ୟ ମିଳେ ନାହିଁ । ତେବେ ବର୍ତମାନରେ ଦେଖିବାକୁ ଗଲେ ନବୀନଙ୍କ ନିଷ୍ପତ୍ତି କେବଳ ଶାସକ ଦଳର ନେତାଙ୍କୁ…

ଶାହାରୁଖ, କ୍ୟାଟ୍ରିନାଙ୍କୁ ବି କରୋନା: କରନ ଜୋହରଙ୍କ ଜନ୍ମଦିନ ପାର୍ଟି ଏହାର କାରଣ !

ମୁମ୍ବାଇ: ଭାରତରେ ପୁନର୍ବାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଓ କ୍ୟାଟ୍ରିନା କୈଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କ୍ୟାଟ୍ରିନା ନିଜେ ଏଥିରୁ ମୁକୁଳି ସାରିଥିବା କହିଥିଲେ ମଧ୍ୟ ସେ ଶ୍ରୀରାମ ରାଘବନ ନିର୍ଦ୍ଦେଶିତ…

ମନ୍ତ୍ରୀମଣ୍ଡଳରେ ସାତ ଜଣ ସଂପୂର୍ଣ୍ଣ ନୂଆ ଚେହେରା; ବାସନ୍ତୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳରେ ୭ଜଣ ସଂପୂର୍ଣ୍ଣ ନୂଆ ମୁହଁ ଦେଖିବାକୁ ମିଳିଛି । ଯେଉଁମାନଙ୍କର ପୂର୍ବରୁ ଆଦୌ ଅଭିଜ୍ଞତା ନାହିଁ । ନବୀନ କାହାକୁ ବି କେତେବେଳେ ଆଉ କିଛି ବି ସୁଯୋଗ ଦେଇଦିଅନ୍ତି ବୋଲି ବିଜେଡିକୁ ଅତି ନିକଟରୁ ଦେଖୁଥିବା ଲୋକେ ଆଲୋଚନା କରନ୍ତି । ସେ ରାଜ୍ୟସଭା ଟିକେଟ ହେଉ…

[ଦେଖନ୍ତୁ ଭିଡିଓ] ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ତିନି ରଥର ଚକ ଅଖ ଯୋଡ଼ା କାମ

ପୁରୀ : ନିର୍ଦ୍ଧାରିତ ସମୟ ଓ ଲକ୍ଷର ଯଥେଷ୍ଟ ପୂର୍ବରୁ ୩ ରଥର ସମସ୍ତ ଚକ ଓ ଅଖ ଯୋଡ଼ାଯାଇ ଡ଼େରାଯାଇଛି। ଏହାସହ ରଥର ଉପରିଭାଗ ତିଆରି କାମ ଜୋର ଧରିଛି। ଆସନ୍ତା ସ୍ନାନପୂର୍ଣ୍ଣିମାରେ ୩ ରଥର ଚାରିନାହାକା ଉଠିବ। ତେବେ ଚଳିତବର୍ଷ ରଥ ତିଆରି ବେଶ ଆଗୁଆ ଚାଲିଛି। ଅନ୍ୟପଟେ ଜୁନ୍ ୧୪ରେ ହେବାକୁ…

କରାଚୀ ଟେଷ୍ଟରେ ସଚିନଙ୍କ ୱିକେଟ ନୁହେଁ ଆହତ କରିବାକୁ ଚାହୁଁଥିଲେ ସୋଏବ

କରାଚୀ: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର କ୍ରିକେଟକୁ ନେଇ ଆଜି ୧୬ ବର୍ଷ ତଳର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୦୦୬ କରାଚୀ ଟେଷ୍ଟରେ ମୁଁ ଆଉଟ କରିବା ବଦଳରେ ଆହତ କରିବାକୁ ଚାହୁଁଥିଲି । ସେଥିପାଇଁ ବାରମ୍ବାର…