Latest Odisha News
Yearly Archives

2022

କାଠ ଫାଳିଆରେ ପିଟିପିଟି ବାପାଙ୍କୁ ହତ୍ୟା କଲେ ଦୁଇ ନୃଶଂସ ପୁଅ

ସୁନ୍ଦରଗଡ଼: ନୃଶଂସ ପାଲଟିଲା ପୁଅ । ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଙ୍ଗରା ଭୁମିଜ । ଘରୋଇ କଳିକୁ କେନ୍ଦ୍ର…

[ଦେଖନ୍ତୁ ଭିଡିଓ] ଜୁନ୍ ଶେଷରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ।ଫଳ ପ୍ରକାଶ ନେଇ ପ୍ରକ୍ରିୟା ଜାରି ଅଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ଅନୁସାରେ ଚଳିତବର୍ଷ ୫ ଲକ୍ଷ ୨୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ । ରାଜ୍ୟରେ ମୋଟ ୫୮ଟି…

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକର ବିକ୍ରୟ ପାଇଁ ବିତରକ ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକଗୁଡ଼ିକ ବିକ୍ରି କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଓ ସବଡିଭିଜନରେ ଅବସ୍ଥାପିତ ବହି ଦୋକାନକୁ ଦାୟିତ୍ୱ ଅର୍ପଣ କରିବାକୁ ଏକାଡେମୀ ପକ୍ଷରୁ ଯୋଜନା ପ୍ରସ୍ତୁତ…

ଭାଷା ଭାଗବତ : ଲିପି ଲେଖା ପଦ୍ଧତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୬    ଦୁଇ ବର୍ଣର ଭେଦ ଦେଖି ଶିଶୁ ପାରେ ସହଜେ ଲେଖି ଦ : ହ, ମ : ସ ଓ ଳ : ଲ, ବ : କ ନିଠେଇ ଥରଟିଏ ଦେଖ ବର୍ଣର ରୂପରେଖ ଜ୍ଞାନ ମନରେ ରହେ ସବୁଦିନ ବାସ୍ତବ ପଠନ ଲିଖନ ହୁଏ ଆମୋଦ ପରିପୂର୍ଣ ଅ : ଆ, ଇ : ଈ ଓ ଏ : ଐ, ଘ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ମନ ରୂପୀ ଗଜ ଭକ୍ତିର ସହ ଆକୁଳ ନିବେଦନ କରିବାରୁ, ଇନ୍ଦ୍ରିୟ ଲାଳସା ରୂପୀ କୁମ୍ଭୀର କବଳରୁ ରକ୍ଷା ପାଇଥିଲା। ଏହି ସାରତତ୍ତ୍ୱର ଆଲୋଚନା ଭିତରେ ଆମେ…

ମୋ ଜନ୍ମ ବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଗୋରା ହୋଇଥାନ୍ତି: ବିଜେଡି ବିଧାୟକ

ଭୁବନେଶ୍ୱର: ରାଜନୀତିରେ ଆନୁଗତ୍ୟ ନଦେଖାଇଲେ ଆଗକୁ ବଢ଼ିହେବନି କି ସୁଯୋଗ ମଧ୍ୟ ମିଳେନି । ଏଥିପାଇଁ ରାଜନୈତିକ ଦଳରେ ଖୋସାମତିଆ ନେତାଙ୍କର ଗୋଟିଏ ପଲଟନ ରହିଥାନ୍ତି । ଯେଉଁମାନେ କାମ କମ୍ ନିଜ ଦଳର ମୁଖିଆଙ୍କୁ ନିତି ସଞ୍ଜ ସକାଳେ ପ୍ରଂଶସା କରିବାକୁ ଭୁଲନ୍ତି ନାହିଁ। ଏହି ନେତାଙ୍କ…

ପୁରୀ ପରିକ୍ରମା ପ୍ରକଳ୍ପ ପଛରେ ରହିଛି କି ‘ଭାଟିକାନ ସିଟି’ର ଛାପ, ପିନାକୀଙ୍କ ବୟାନ ବିତର୍କକୁ କଲା…

ନୂଆଦିଲ୍ଲୀ: ପୁରୀ ନିଜର ଐତିହ୍ୟ ପରମ୍ପରା ପାଇଁ ବିଶ୍ୱ ଦରବାରରେ ପରିଚିତ । ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ହେଉଛି ପୁରୀଧାମ । ହିନ୍ଦୁ ଧର୍ମର ଏହି ପବିତ୍ର ଧାମର ରୂପରେଖ କିନ୍ତୁ ବଦଳିଯିବ । ଆଉ ଏହାକୁ ବଦଳାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା କହିଛନ୍ତି ପୁରୀ ସାଂସଦ…

ଦିବ୍ୟାଙ୍ଗ ଯାତ୍ରୀଙ୍କୁ ନେବା ପାଇଁ ମନା କରିପାରିବନି ବିମାନ କମ୍ପାନୀ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ର ନିର୍ଦ୍ଦେଶ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ନେବା ପାଇଁ ବିମାନ କମ୍ପାନୀ ମନା କରିପାରିବେ ନାହଁ । ଯଦି କୌଣସି ବିମାନ କମ୍ପାନୀ ଭାବୁଛି ଯେ ବିମାନ ଯାତ୍ରା ସମୟରେ ଏଭଳି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ତେବେ ଯାତ୍ରୀ…

ହାରିବା ପରେ ରାଧାରାଣୀଙ୍କର ମନେ ପଡ଼ିଲା ‘ଇଭିଏମ୍ ଟାମ୍ପରିଂ’ ଉପାଖ୍ୟାନ

ବ୍ରଜରାଜନଗର: ଅଜବ ବୟାନ । ବ୍ରଜରାଜନଗର ଉପ ନିର୍ବାଚନରେ ହାରିବା ପରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଦେଇଛନ୍ତି ଏକ ଅଜବ ବୟାନ। ଯାହା ବିଜେପି ବିରୋଧରେ ସାଧାରଣତଃ ଆସେ । କିନ୍ତୁ ଏବେ ବିଜେପିର ଏହି ନେତ୍ରୀ ଆଣିଛନ୍ତି ବିରୋଧୀ ଯେଉଁ ଅଭିଯୋଗ ନିର୍ବାଚନ ହାରିବା ପରେ ଆଣନ୍ତି।…

ଆଗୁଆ ମୌସୁମୀ ଛୁଇଁଲା ପଶ୍ଚିମବଙ୍ଗ, ଖୁବଶୀଘ୍ର ଓଡ଼ିଶାରେ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଲା ପଶ୍ଚିମବଙ୍ଗ । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାର ସ୍ୱାଭାବିକ ବର୍ଷା ଆରମ୍ଭ ହୋଇଛି। ଚଳିତଥର ପଶ୍ଚିମବଙ୍ଗରେ 4 ଦିନ ପୂର୍ବରୁ ମୌସୁମୀ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଜୁନ୍ 8 ସୁଦ୍ଧା କୋଚବିହାର…