Latest Odisha News
Yearly Archives

2022

୯ ଘଣ୍ଟା ଇଡି ଜେରାର ସମ୍ମୁଖୀନ ହେଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଇଡି ଜେରାର ସାମ୍ନା କରିଛନ୍ତି ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ୨୦୧୪ରେ ହୋଇଥିବା ଏଟି ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତଙ୍କୁ ଜେରା କରିବାକୁ ଡାକିଥିଲା ଇଡି। ୯ ଘଣ୍ଟାରୁ ଅଧିକ ସମୟ…

ବିଜେଡିର ତିନି ନେତା ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ଓଡ଼ିଶାରୁ ବିଜେଡିର ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଏହି ତିନି ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ବିଧାନସଭାର…

ପରିକ୍ରମା ପ୍ରକଳ୍ପ: ନ୍ୟାୟାଳୟ ବଦଳିଲେ ଏଏସଆଇର ଆଭିମୁଖ୍ୟ ବଦଳୁଛି

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏଏସଆଇର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। କାରଣ ଏହି ସର୍ବେକ୍ଷଣ ସଂସ୍ଥା ମନ୍ଦିର ପ୍ରସଙ୍ଗରେ ହାଇକୋର୍ଟରେ ଗୋଟିଏ କଥା କହୁଥିବା ବେଳେ ସୁପ୍ରିମକୋର୍ଟରେ ଆଉ ଏକ କଥା କହିଛି। ଯାହାକି ଅନେକ କାଳିଆ…

ରାତିରେ ଗଛ କାଟିବାକୁ ଆସିଥିଲା ପ୍ରଶାସନ, ଅଟକାଇଲେ ପ୍ରକୃତିପ୍ରେମୀ

ଭୁବନେଶ୍ୱର: ଦୈନନ୍ଦିନ ଜୀବନର କାମ ସାରି ଲୋକେ ବିଛଣା ଉପରକୁ ଯିବା ବେଳକୁ ରାତି ଅଧରେ ଗଛ କାଟିବାକୁ ଉଦ୍ୟମ କରିଥିଲା ପ୍ରଶାସନ । ରାଜଧାନୀ ଭୁବନେଶ୍ୱରରେ ଜେସିବି ସହିତ ଅନ୍ୟାନ୍ୟ ମେସିନ ଆଣି ପହଞ୍ଚିଥିଲା ବନ ବିଭାଗ । ଆଉ ସକାଳ ହେବା ବେଳକୁ ଗଛ କାଟି ପଦା କରିବାକୁ ଉଦ୍ୟମ କରିଥିଲା।…

ବୁଜୁଳା ବୋହିଲାଠୁ କାଟିଲା ଯାଏଁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ପ୍ରାୟ ତିରିଶ ବର୍ଷ ତଳେ ଆମ ଗାଁକୁ ଆସିଥିଲେ ପ୍ରିୟନାଥ ବାବୁ। ସେତେବେଳେ ବୟସ ଏଇ ବାଇଶ କି ତେଇଶ ହେବ। ଭେଣ୍ଡିଆ ପିଲା। ନୂଆ କରି ଆମ ଗାଁ ପାଖରେ ତାଙ୍କୁ ଅସ୍ଥାୟୀ ଚାକିରି ଖଣ୍ଡେ ମିଳିଛି। ଆମ ଗାଁରୁ ପ୍ରିୟନାଥଙ୍କ ଗାଁ ପାଖାପାଖି…

ଶ୍ରୀମନ୍ଦିରର କିଛି ଶୃଙ୍ଖଳା ଅଛି କି?

ବିଭିନ୍ନ ସମୟରେ ବିଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚିତ ହୁଏ । ପ୍ରତ୍ୟେକ କଥାରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ମନ୍ଦିର ପ୍ରଶାସନ ନାମକ ସଂସ୍ଥାକୁ ଏକ ସ୍ଥାଣୁ ସଂସ୍ଥା ଭାବରେ ଭାବିବାରେ କୌଣସି ପ୍ରକାରର ଭୁଲ୍ ନାହିଁ । ବିଶେଷ କରି…

ମହାଦେବ ଶିବଙ୍କୁ ବିବାହ ପାଇଁ ଚାଇନା ସୀମାରେ ଅପେକ୍ଷା କରିଛନ୍ତି ଯୁବତୀ

ପିଥୋରାଗଡ଼: ଉତ୍ତରପ୍ରଦେଶର ଜଣେ ମହିଳା ନିଜକୁ ପାର୍ବତୀଙ୍କ ଅବତାର କହି ଭାରତ-ଚାଇନା ସୀମାରେ ମହାଦେବ ଶିବଙ୍କୁ ବିବାହ କରିବାକୁ ଅପେକ୍ଷା କରିଛନ୍ତି । ଉତ୍ତରାଖଣ୍ଡର ନିଷିଦ୍ଧାଞ୍ଚଳ ନାଭିଢ଼ଙ୍ଗରେ ରହିଯାଇଛନ୍ତି ହରମିନ୍ଦର କୌର । ସେ ତାଙ୍କ ମା’ଙ୍କ ସହିତ ଏସଡିଏମ ଧରଚୁଲାଙ୍କ ଅନୁମତି ନେଇ…

ରାଜ୍ୟରେ ଦୁଇ ସ୍ୱାଇନ ଫ୍ଲୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ବିଗତ ନିକଟ ଅତୀତରେ କୁଆଡ଼େ ବାହାରକୁ ଯାଇନାହାନ୍ତି ବା ଫେରି ନାହାନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଜଣେ ପୁରୁଷ(୩୮) ଓ ନାରୀ(୨୮) । ଉଭୟ ଏକ ଘରୋଇ ହସ୍ପିଟାଲରେ…

ବ୍ରଜରାଜନଗର ଜିତିଲେ ବିଜେଡିର ଅଳକା ମହାନ୍ତି; ତୃତୀୟ ସ୍ଥାନରେ ରାଧାରାଣୀ

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନରେ ୬୫ହଜାର ୭୯୧ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି । ଅଳକାଙ୍କୁ ସର୍ବ ମୋଟ୍ ୯୩ ହଜାର ୭୯୦ ଭୋଟ୍ ମିଳିଛି । ବିଜୟ ଲାଭ କରିବା ପରେ ଅଳକା କହିଛନ୍ତି ଯେ, ସେ ବ୍ରଜରାଜନଗର ବାସୀଙ୍କ ସବୁ…

‘ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ; ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କଲେ ପିଟିସନର’

ଭୁବନେଶ୍ୱର: ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ । ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଶୌଚାଳୟ, କ୍ଲକ୍ ରୁମ ଓ ଇଲେକ୍ଟ୍ରିକାଲ ରୁମ୍ ତିଆରି ହେବ । ଶୁକ୍ରବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ପିଟିସନର ବିଚାର କରି ପରିକ୍ରମା ପ୍ରକଳ୍ପ…