Latest Odisha News

BREAKING NEWS

Yearly Archives

2022

ଜୁନ୍ ୨ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ: ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା

ଭୁବନେଶ୍ବର: ଜୁନ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ।  ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଭିତରେ ଖାତା ଦେଖା ଶେଷ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା…

କଟକ ଗୁପଚୁପ୍ ଖାଉଥିଲେ ସାବଧାନ ! ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଗୁପଚୁପ୍ ପ୍ରସ୍ତୁତି

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା  ପର୍ଯ୍ୟନ୍ତ ନକଲି  । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି…

ବାଘ ଛୁଆ ପରେ ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ : ବିଷାକ୍ତ ସାପ ଦଂଶନ ସନ୍ଦେହ

ଭୁବନେଶ୍ବର :  କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ…

ନିଶା କାରବାର ପାଇଁ ଆପଣାଇଥିଲେ ନକଲି ବେଶ, ଏସଟିଏଫ ପଞ୍ଝାରେ ଦୁଇ ବେପାରୀ

ଭୁବନେଶ୍ୱର: ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ବେଶ ବଦଳାଇ କରୁଥିଲେ ବ୍ରାଉନସୁଗାର ବେପାର । ରାଜଧାନୀସ୍ଥିତ ବରମୁଣ୍ଡାରେ ଏହି ବେଆଇନ କାରବାର କରୁଥିବାର ଖବର ପାଇ ଏସଟିଏଫ୍ ରେଡ୍ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କପିଲ ଦେବ ମୁଜୁମଦାର ଏବଂ ରଶ୍ମି ରଞ୍ଜନ ଭୋଳ।…

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗ: ତଡ଼ା ଖାଇଲେ ପ୍ରଧାନଶିକ୍ଷକ

କେନ୍ଦୁଝର  : ମହଙ୍ଗା ପଡ଼ିଲା ନକଲି ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରି କରିବା । ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ଚାକିରିରୁ ନିଲମ୍ବିତ…

ଜାଗ୍ରତି ଶୁକ୍ଳାଙ୍କ ସହ କ’ଣ ସମ୍ପର୍କ ? ମୁହଁ ଖୋଲିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବୈବାହିକ ଜୀବନ ବିବାଦୀୟ ହୋଇପଡିବା ପରେ ଚର୍ଚ୍ଚାକୁ ଆସିଛନ୍ତି ଜାଗ୍ରତି ଶୁକ୍ଳା ନାମକ ବ୍ୟକ୍ତି । ବିଭିନ୍ନ ସମୟରେ ଜାଗ୍ରତି ଅନୁଭବଙ୍କ ଟୁଇଟକୁ ନେଇ ଚର୍ଚ୍ଚା ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା…

ରାଜ୍ୟର ଶାସକ ଦଳ ବିଜେଡିର ଆୟ କେତେ ?

ଭୁବନେଶ୍ୱର: ପ୍ରକାଶ ପାଇଛି ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳର ଆୟ, ବ୍ୟୟ ରିପୋର୍ଟ । ଯେଉଁଥିରେ ବିଜେଡିର ଆୟ ଦେଶର ଅନ୍ୟାନ୍ୟ ଆଞ୍ଚଳିକ ଦଳ ଆପ୍, ଟିଆରଏସ, ଶିବସେନାଠୁ ଢେର ଅଧିକ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି। ତେବେ ରାଜନୈତିକ ଦଳଗୁଡିକର ଅର୍ଥର ଏକାଧିକ ଉତ୍ସ ଅଛି ଏବଂ ଏହିପରି…

ଭାଷା ଭାଗବତ : ଭାଷାର ପରିସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୯  ଅନୁଶୀଳନ ଅଧ୍ୟୟନ ତଥ୍ୟ ସମୃଦ୍ଧ ବିଶ୍ଳେଷଣ ନ କରି ଦିଅଂତି ଭାଷଣ ଦେଖାଂତି ଶାସ୍ତ୍ର ଉଦ୍ଧରଣ ଏହା ହିଁ ପ୍ରଧାନ କାରଣ କେବଳ ପ୍ରଶଂସା ଭାଜନ ନିମଂତେ ହୁଏ ଲେଖାମାନ ଅଗ୍ରାହ୍ୟ ତ୍ରୁଟି ସଂଶୋଧନ ନାହିଁ ଯୋଜନା କିଂବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରକାଶର ଏକ ଅନନ୍ୟ ଉପାଖ୍ୟାନ "ଗଜ ଉଦ୍ଧାରଣ "ର ଆଲୋଚନା ଭିତରେ ଆମେ ମନକୁ ଗଜ ଓ ଇନ୍ଦ୍ରିୟମାନଙ୍କୁ କୁମ୍ଭୀର ବୋଲି ତତ୍ତ୍ୱତଃ ଜାଣିଲେ ଏବଂ କଥା…

କବିତା : ଅଳକାନନ୍ଦା

ସ୍ନିଗଧା ନାୟକ ନୀଳ ଜୀମୂତ ଆକାଶ କୋଳେ ଯେବେରେ ଦୋଳି ଖେଳେ , ତଟିନୀ ତଟେ ପୁଛ ଖେଳଇ କେକୀ ନାଚଇ ଧିରେ । ପ୍ରୀତି ପୂରବି ରାଗିଣୀ ତୋଳି ମଧୁ ଯାମିନୀ ଶେଷେ, ନବୀନବାଳା ସତେ କି ହସେ ପରାଚୀ ତୁଠ ଦେଶେ । ଗବାକ୍ଷ ଛୁଇଁ ଯାଉଛି ନଇଁ ଦୂରେ କୁମୁଦ ପତି, ମନ ସିଲଟେ ଲେଖୁଛି…