ମନ୍ଦିର ଭାସ୍କର୍ଯ୍ୟରେ ମିଶ୍ରରୂପ (୨)
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”
ମନ୍ଦିର ଭାସ୍କର୍ଯ୍ୟ କ୍ଷେତ୍ରରେ ଦୈତରୂପର ଅବତାରଣା ପ୍ରାଚୀନ କାଳରେ ଶିଳ୍ପୀମାନସ ପ୍ରସୂତ ଉଦ୍ଭଟ ପରିକଳ୍ପନାରୁ ସୃଷ୍ଟି ହୋଇଥିଲା । କେବଳ ଆମ ଦେଶରେ କାହିଁକି, ପାରସ୍ୟ, ମିଶର ଓ ଗ୍ରୀକ୍ ପ୍ରଭୃତି ପ୍ରାଚୀନ ପଶ୍ଚିମ-ଏସୀୟ…