ସ୍ୱଳ୍ପ ଗଳ୍ପ : ହାମଲେଟର ପ୍ରେତ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୨
ସେମାନଙ୍କୁ କୁହାଯାଉଥିଲା "ଶେକସପିଅରର୍ସ ବୟଜ୍"।
ସେମାନଙ୍କର କାମ କହିଲେ କେବଳ ଏତିକି । ଭିତରେ ପ୍ରେକ୍ଷାଳୟରେ ଯେଉଁ ଅଭିନେତାମାନେ ରିହର୍ସାଲ୍ ବା ଅଭିନୟ କରିବାକୁ ଯାଆନ୍ତି ସେମାନଙ୍କୁ ସେଇଠି ସେଇଥିପାଇଁ ଅନେକ ସମୟ…