Latest Odisha News

BREAKING NEWS

Yearly Archives

2022

ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।  ମେ’ ୩୧ ତାରିଖ ଯାଏ ଚାଲିବ ପ୍ରାର୍ଥିପତ୍ର ଦାଖଲ । ଓଡ଼ିଶାର ଖାଲିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବି ଭୋଟ୍ ନିଆଯିବ । ସଂଖ୍ୟା ଦୃଷ୍ଟିରୁ ସମସ୍ତ ୩ ଟି ଯାକ ସିଟ୍ ବିଜେଡି ହାତେଇବା ନିଷ୍ଚିତ ।…

ଦୁର୍ଘଟଣା ନେଲା ୭ ଜୀବନ, ୨୬ ଜଣ ଆହତ

ହୁବଳି(କର୍ଣ୍ଣାଟକ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଓ ଟ୍ରକ୍ ଭିତରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ଆଉ ୨୬ ଜଣ । କର୍ଣ୍ଣାଟକ ହୁବଳିରେ ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରି ହୁବଳି ସ୍ଥିତ କିମ୍ସ…

ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଦିନରେ ଟାଇଁ ଟାଇଁ ଖରା ହେଉଛି । ସନ୍ଧ୍ୟା କିମ୍ବା ରାତିରେ କାଳବୈଶାଖୀ ଜନିତ ବର୍ଷା ହେଉଛି । ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗତକାଲି ରାତିରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ହୋଇଛି । ଆଜି ବି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିରାକାରରୁ ସାକାର ହେବା ପାଇଁ ଉଭୟ ପିଣ୍ଡ ଓ ବ୍ରହ୍ମlଣ୍ଡ ର ସୃଷ୍ଟି ରଚିଲେ । ଏଭଳି ଭାବତରେ ବ୍ରହ୍ମlଣ୍ଡ ଓ ପିଣ୍ଡକୁ ଗଢିଲେ ଯେ ଉଭୟ ସଂରଚନା ଦୃଷ୍ଟିରୁ…

ଭାଷା ଭାଗବତ : ଶିଶୁଂକୁ ଲୋଡ଼ା ବେଶି ଧ୍ୟାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୫  ଶିଶୁର ଦେହେ ନାହିଁ ବଳ ଗଚ୍ଛିତ ନ ଥାଏ ସଂବଳ କିଂତୁ ମନରେ କୌତୂହଳ ଥିବାରୁ ହୁଏ ସେ ଚଂଚଳ ତାହାକୁ କଲେ ଅବହେଳା ବୁଡ଼ିବ ପରିବାର ଭେଳା ବଡ଼ମାନଂକ ମନୋଭାବ ପକାଏ ପ୍ରବଳ ପ୍ରଭାବ ଶିଶୁଂକୁ ନ ଭାବିଲେ ସାନ କରେ ସେ ଆପେ…

ପ୍ରଭାତ ମହାନ୍ତିଙ୍କ ନାଟକ ‘ପାପ ପୃଥିବୀ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ପ୍ରଭାତ ମହାନ୍ତିଙ୍କ ନାଟକ 'ପାପ ପୃଥିବୀ' ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ପର୍ବରେ ସଂଗ୍ରାମ କେଶରୀ ମହାପାତ୍ର , ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ରାଜଶ୍ରୀ ମଲ୍ଲିକ ଏବଂ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ନାଟକ…

ପଥ ଭ୍ରଷ୍ଟ କରୁଛି ଅନ୍‌ଲାଇନ୍ ଜୁଆ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଗତ ଦେଢ଼ ମାସ ହେବ ଆମ ଦେଶରେ ଆଇ.ପି.ଏଲ. ଖେଳ ଚାଲିଛି ଓ ତାହା ଟିଭିରେ ସିଧା ପ୍ରସାରଣ ହେଉଛି । ସନ୍ଧ୍ୟାଠାରୁ ରାତି ସାଢ଼େ ଏଗାରଟା ଯାଏ ଟିଭିରେ ପ୍ରସାରିତ ହେଉଥିବା ଏହି ଖେଳକୁ ଯେଉଁମାନେ ଦେଖୁଥିବେ, ସେମାନେ ନିଶ୍ଚିତ ଭାବେ…

ପୁଣି କ୍ଷୋଭ ପ୍ରକାଶ କରି ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ପୁରୀ: ପୁଣି କ୍ଷୋଭ ପ୍ରକାଶ କରି ସମାନ କଥା ଦୋହରାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପର୍ଯ୍ୟଟନ କ୍ଷେତ୍ର କରି ତୋପ ଭୂମିକୁ ଭୋଗ ଭୂମିରେ ପରିଣତ କରି ଆଜିକାଲି ବିକାଶ ବୋଲି ଦର୍ଶାଯାଇଛି। ଏଭଳି ବିକାଶ ପକ୍ଷରେ ଜନମତ ସ୍ରୁଷ୍ଟି ହେଉଛି। ତପସ୍ୟା ମୂଲ୍ୟବୋଧ ବୁଝିବାରେ ଅକ୍ଷମତା ପ୍ରକାଶ ପାଉଛି।…

ଶୁଟିଂ କରୁଥିବା ବେଳେ ଆହତ ହେଲେ ସାମନ୍ଥା-ବିଜୟ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଶ୍ଟ୍ରିର ଦୁଇ ଲୋକପ୍ରିୟ କଳାକାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା କୁଶୀ ଫିଲ୍ମ ଶୁଟିଂ ଅବସରରେ ଆହତ ହୋଇଛନ୍ତି । କଶ୍ମୀରର ପହଲାମ ଅଂଚଳରେ ଏକ ଷ୍ଟଂଟ ଦୃଶ୍ୟ ଶୁଟିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଭୟ ଯେଉଁ କାରରେ ବସି ଶୁଟିଂ…

ବାଘ ଛାଲ ପରେ ହାତୀ ଦାନ୍ତ ଜବତ, ଦୁଇ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରେ ବାଘ ଛାଲ ଜବତ ହେବା ପରେ ଦୁଇଟି ମୂଲ୍ୟବାନ ହାତୀ ଦାନ୍ତ ଜବତ ହୋଇଛି । ଗୁଣୁପୁର ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜବତ ହୋଇଛି ଏହି ହାତୀ ଦାନ୍ତ । ପଦ୍ମପୁର ଥାନା ହସ୍ତୀନାପୁର ଗ୍ରାମରୁ ଏହି ହାତୀ ଦାନ୍ତ ଜବତ ହୋଇଥିବା ସୂଚନା ରହିଛି।…