Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : କାଳୋପଯୋଗୀ ଯଂତ୍ରଲିପି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୧  କାଳୋପଯୋଗୀ ଯଂତ୍ରପାତି କରଂତି ଲିପିର ଉନ୍ନତି ପତ୍ର, କାଗଜ ଦେଇ ଛାଡ଼ି ଅବସ୍ତୁ ରୂପେ ଯାଏ ମାଡ଼ି ଅଂତର୍ଜାଲରୁ ହୋଇ ଚ୍ୟୁତ ଲିପିଟେ ବେଶି ବ୍ୟବହୃତ ହେବାର ସଂଭାବନା ଲୁପ୍ତ ହେବାରୁ କିପାଇଁ ଚିଂତିତ ବିଶ୍ବ ବ୍ୟବସ୍ଥା…

କବିତା : ପଦ୍ମ

ଅନୁପମା ସାହୁ  ସୁଠାମ ସୁଢଳ ବିମଳ ସୁଷମା ଜନମନ ମୋହି ନେଉ । ସୌନ୍ଦର୍ଯ୍ୟପିପାସୁ ପ୍ରତିଟି ପ୍ରାଣକୁ ମାୟାଡୋରେ ବାନ୍ଧି ଦେଉ । ରୂପ ରଙ୍ଗ ଆଭା ହୋଇଅଛି ଠୁଳ ପ୍ରତିଟି ଅଙ୍ଗରେ ତୋର ଦର୍ଶନ ମାତ୍ରକେ ବିଦଗ୍ଧ ପ୍ରାଣଟା ପୁଲକିତ ହୁଏ ମୋର । ମହମହ ବାସ ମହକାଇ ତୋର ଭ୍ରମରକୁ…

ହାଲୁକା ‘ଟକିଲା’ ପୋପ୍ ଫ୍ରାନ୍ସିସଙ୍କ ଆଣ୍ଠୁ ଯନ୍ତ୍ରଣା କମେଇ ଦେବ

ଭୁବନେଶ୍ୱର: କ୍ୟାଥୋଲିକ୍ ଚର୍ଚ୍ଚ ମୁଖ୍ୟଙ୍କୁ ହାଲୁକା ଟକିଲା ଦରକାର । ଯେଉଁଥିରେ ତାଙ୍କ ଆଣ୍ଠୁ ଯନ୍ତ୍ରଣା କମିଯିବ । ଅତି ନିକଟରେ ପୋପ୍ ତାଙ୍କର କିଛି ଶୁଭେଚ୍ଛୁଙ୍କୁ ଭେଟି ଆଲୋଚନା କରୁଥିଲେ । ଏହି ସମୟରେ କିଛି ଯୁବ ଶୁଭେଚ୍ଛୁ ତାଙ୍କୁ ଆଣ୍ଠୁ ଯନ୍ତ୍ରଣା ବିଷୟରେ ପଚାରିଥିଲେ । ଏହାର…

ବର୍ଷା ଅଟକେଇ ପାରିବନି ଛତା, ଦାମ୍ ୧୬୦୦ ଡଲାର

ଭୁବନେଶ୍ୱର: ଆପଣ ଯେବେ ଏକ ଛତା କିଣିବେ, ପ୍ରଥମ ଆଶା ଯେ ସେଥରେ ଯେମିତି ପାଣି ପଶିବନି । ଆଉ ଆପଣ ଓଦା ହେବେନି । ଛତା କିଣୁଥିବା ସବୁ ଲୋକଙ୍କ ପ୍ରଥମ ଚିନ୍ତା ଏହା ହିଁ ରହିବ । ପରେ ଅନ୍ୟ କଥା । ୱାରେଣ୍ଟି, କେତେ ଟଙ୍କା ଏବଂ ରଙ୍ଗ ଓ ସାଇଜ୍ ଦ୍ୱିତୀୟ କଥା । କିନ୍ତୁ ବିଶ୍ୱର କିଛି ନାମୀ…

ନବଜୋତ ସିଦ୍ଧୁଙ୍କୁ ବର୍ଷେ ଜେଲ, ୩୪ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଦଣ୍ଡ ବିଧାନ

ଭୁବନେଶ୍ୱର: ପଞ୍ଜାବ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ମାରପିଟ୍ ଘଟଣାରେ ଏକ ବର୍ଷ ଜେଲ୍ ହୋଇଛି । ଗୁରୁବାର ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୮୮ ମସିହାରେ ପଟିଆଲାରେ ପୂର୍ବତନ କ୍ରିକେଟର ପାର୍କିଂ କୁ ନେଇ ଜଣେ ବୟସ୍କ…

ଯୁଦ୍ଧ ପାଇଁ ଋଷିଆ ଛାଡୁଛି ମ୍ୟାଗଡୋନାଲ୍ଡସ

ଭୁବନେଶ୍ୱର: ଋଷିଆ ଛାଡ଼ିବ ମ୍ୟାଗଡୋନାଲ୍ଡସ! ୟୁକ୍ରେନ ସହ ଯୁଦ୍ଧ ପାଇଁ ବିଶ୍ୱର ଏହି ସର୍ବବୃହତ୍ ଫାଷ୍ଟଫୁଡ ବ୍ରାଣ୍ଡ ମସ୍କୋ ଛାଡ଼ିବାକୁ ଯାଉଛି । ଏଭଳି ଯୁଦ୍ଧ ପରିସ୍ଥିତିରେ ଲୋକଙ୍କୁ ତିନି ଦଶନ୍ଧିର ପ୍ରିୟ ଖାଦ୍ୟରୁ ବଞ୍ଚିତ କରିବାକୁ ବାଧ୍ୟ ହେଉଛି ବିଶ୍ୱର ଏକ ବୃହତ୍ ବର୍ଗର ଚେନ୍ ।…

ନିଠାରୀ ହତ୍ୟା ମାମଲା: ସୁରେନ୍ଦ୍ର କୋଲିକୁ ଫାଶୀ, ମନିନ୍ଦର ସିଂଙ୍କୁ ଆଜୀବନ ଜେଲ

ଦିଲ୍ଲୀ : ନିଠାରୀ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ । ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ମନିନ୍ଦର ସିଂ ପଣ୍ଢେରଙ୍କୁ ୭ ବର୍ଷର ସଜା ହୋଇଛି । ଆଇପିସିର ଧାରା ୩୦୨ରେ ସୁରେନ୍ଦ୍ରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ମନିନ୍ଦର ସିଂଙ୍କୁ ଅନୈତିକ ବ୍ୟାପାର…

ସମୁଦ୍ରକୁ ଗଲେ କୋଟି କୋଟି ଅଲିଭ ରିଡଲେ କଇଁଛ

କେନ୍ଦ୍ରାପଡା : ସମୁଦ୍ରକୁ ଗଲେ ଅଲିଭରିଡଲେ କଇଁଛ ଶାବକ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସେମାନଙ୍କୁ ସମୁଦ୍ର ଭିତରକୁ ଛଡାଯାଉଛି । କେନ୍ଦ୍ରାପଡା ଜିଲ୍ଲା ଗହିରମଥାର ନାସୀ-୨ ବେଳାଭୂମିରୁ କଇଁଛ ଛୁଆଙ୍କୁ ସମୁଦ୍ର ଯାତ୍ରାର ଦୃଶ୍ୟ ଆସିଛି । ପ୍ରାୟ ୨ କୋଟି ୫ ଲକ୍ଷରୁ ଅଧିକ କଇଁଛ…

[ଦେଖନ୍ତୁ ଭିଡିଓ] ରାଜ୍ୟର ନାମୀ ଖେଳାଳି ଏବେ ଦିନ ମଜୁରୀଆ ଆଉ ପାଇପ୍ ମିସ୍ତ୍ରୀ !

ରାଉରକେଲା  : ରାଜ୍ୟର ନାମୀ ଖେଳାଳି ଏବେ ପାଲଟିଛନ୍ତି ଦିନ ମଜୁରୀଆ ଆଉ ପାଇପ୍ ମିସ୍ତ୍ରୀ  ।  ଏମାନେ ହେଲେ ରାଉରକେଲା ର ତୁଳସୀ ଏକ୍କା ଓ କିଶୋର ତନ୍ତୀ । ତୁଳସୀ ଜଣେ ଉଚ୍ଚକୋଟିର ରକ୍ଷଣ ଭାଗ ଖେଳାଳି ଥିଲାବେଳେ କିଶୋର ଥିଲେ ଜଣେ ଦକ୍ଷ ମିଡଫିଲ୍ଡର । ସମୟ ଥିଲା ଉଭୟେ ପଡିଆକୁ ଓହ୍ଲାଇବା…

ହେଲମେଟ ଫିତା ଲାଗି ନଥିଲେ ହଜାରେ ଟଙ୍କା ଜରିମନା

ଭୁବନେଶ୍ୱର: ମୋଟର ଯାନ ଆକ୍ଟ- ୨୦୧୯ରେ ଆସିଥିବା ଜରିମନା ନିୟମକୁ ଗ୍ରହଣ କରିବା ସାଧାରଣ ଲୋକଙ୍କ ପକ୍ଷେ ଭାରି କଷ୍ଟକର ହୋଇପଡ଼ିଥିଲା । ଏବେ ସେଥରେ କିଛି ଉନ୍ନତି ଆସିଛି । ପୂର୍ବରୁ ହେଲମେଟ ପିନ୍ଧି ନଥିଲେ ୧ ହଜାର ଟଙ୍କା ଜରିମନା ପାଇଁ ଚାଲାଣ କଟୁଥିଲା । ଏବେ ହେଲମେଟର ସଠିକ୍ ବ୍ୟବହାରକୁ…