Latest Odisha News

BREAKING NEWS

Yearly Archives

2022

ମୟୂରକୁ ଭୋକ; ପ୍ରଧାନମନ୍ତ୍ରୀ ବନ୍ଦ କଲେ ବୈଠକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ନମ୍ର ଓ ସରଳ । ତାଙ୍କ ସ୍ୱଭାବ ଭାରି ନରମ ଏବଂ ସେ ଭାରି ପ୍ରକୃତିପ୍ରେମୀ । ଏକଦା ସେ ତାଙ୍କ ବାସ ଭବନରେ ଏକ ଭୋକିଲା ମୟୂରକୁ ଖାଦ୍ୟ ଖୁଆଇବାକୁ ବୈଠକ ବନ୍ଦ କରିଦେଇଥିଲେ । ଏଥିରୁ ତାଙ୍କର ସରଳ ସ୍ୱଭାବ ବିଷୟରେ ଜ୍ଞାତ ହୁଏ ।…

ଜ୍ଞାନବାପି ମସଜିଦ ମାମଲା : ଭିଡିଓଗ୍ରାଫି ଜାରୀ ରଖିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ବାରଣାସୀ:ଜ୍ଞାନବାପୀ ମସଜିଦ ମାମଲା ନେଇ ଆଜି ସ୍ଥାନୀୟ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବାରଣାସୀର କାଶୀ ବିଶ୍ୱନାଥ ସଲଗ୍ନ ଏହି ମସଜିଦର ଭିଡିଓଗ୍ରାଫି ଜାରୀ ରଖିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ଭେ ପାଇଁ ତାଲାକୁ ଭଙ୍ଗାଯିବ ଏବଂ ଏହାକୁ ବିରୋଧ କରିବା…

[ଦେଖନ୍ତୁ ଭିଡିଓ] ଭାରସ୍ୟାମ ହରାଇ ଓଲଟିଲା ଯାତ୍ରାପାର୍ଟି ବସ୍, ୧୩ ଯାତ୍ରା କଳାକାର ଗୁରୁତର

ଢେଙ୍କାନାଳ  :  ମଦୁଆ ଡ୍ରାଇଭର ଓଲଟାଇ ଦେଲା ଯାତ୍ରାପାର୍ଟି ବସ । ଏହି ଦୁର୍ଘଟଣା ଫଳରେ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗଡ଼ପଳାଶୁଣି ରାସ୍ତାର ଜରଡ଼ା ଘାଟି ନିକଟରେ ଓଲଟିଲା ଯାତ୍ରାପାର୍ଟି ବସ ଜଗଦମ୍ବା । ୧୩ ଜଣ ଯାତ୍ରୀ ଗୁରୁତର ଆହତ…

ପାର୍ଟି ମୁଡ୍ ରେ କଂଗ୍ରେସ: ନେପାଳରେ ରାହୁଲ, ଟ୍ରେନିଂ କ୍ୟାମ୍ପରେ ଜୁନିୟର୍

ଭୁବନେଶ୍ୱର: ପାର୍ଟି ମୁଡ୍ ରେ କଂଗ୍ରେସ । ଏଣେ ଦେଶରେ ଭୁଶୁଡ଼ି ପଡ଼ିଲାଣି ଦଳ । ହେଲେ ତେଣେ ବିଦେଶରେ ପାର୍ଟି କରୁଛନ୍ତି ନେତା । ଗତ ସପ୍ତାହରେ ରାହୁଲ ଗାନ୍ଧୀ ନେପାଳ ପବ୍ ରେ ପାର୍ଟି କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ସାଧାରଣ ଜନତାଙ୍କ ପାଇଁ ଏହା ଅସାଧାରଣ କଥା ନିଶ୍ଚୟ । କାରଣ…

ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ ଭାରତ ଖେଳୁଥିବା ସମସ୍ତ କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତ ଖେଳୁଥିବା ଉଭୟ ପୁରୁଷ ଏବଂ ମହିଳା କ୍ରିକେଟର ସମସ୍ତ ମ୍ୟାଚ ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପୋର୍ଟ୍ସ ବ୍ରଡକାଷ୍ଟିଂ ଶେୟାରିଂ ଆକ୍ଟରେ କିଛିଟା ପରିବର୍ତନ କରାଯାଇଛି ।…

ତାମିଲ ଫିଲ୍ମ ପ୍ରଡ୍ୟୁସ କରିବେ ଧୋନୀ, ନୟନତାରା ହେବେ ହିରୋଇନ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ । ରିପୋର୍ଟ ମୁତାବକ ଧୋନୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଡ୍ୟୁସର ଦାୟିତ୍ୱ ତୁଲାଇବେ । ଏହି ଫିଲ୍ମରେ ରଜନୀକାନ୍ତଙ୍କ ନିକଟତର ଭାବେ ବିବେଚନା କରାଯାଉଥିବା ସଞ୍ଜୟଙ୍କୁ ସେ…

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ପଢ଼ା ହେବ ବିପର୍ଯ୍ୟୟ ପରିଚାଳନା

ଭୁବନେଶ୍ୱର: ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି,…

ସେନା ନିୟନ୍ତ୍ରଣରେ ଶ୍ରୀଲଙ୍କା : ଚଳିତ ସପ୍ତାହରେ ଗଠନ ହେବ ନୂଆ ସରକାର

ଶ୍ରୀଲଙ୍କା  : ଅତି ଉଗ୍ରରୂପ ନେଉଛି ଶ୍ରୀଲଙ୍କା ସଙ୍କଟ । ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ସେନା ମୁତୟନ ବଢାଇ ଦେଇଛନ୍ତି । ଏବେ ଲୋକେ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥଳ ସେନା, ବାୟୁ ସେନା ଓ ନୌସେନାକୁ…

ଦୁର୍ବଳ ହେଉଛି ବାତ୍ୟା ଅସାନି : ପ୍ରଭାବରେ ପାରାଦୀପରେ କୂଳ ଲଙ୍ଘୁଛି ସମୁଦ୍ର

ପାରାଦୀପ: ଦୁର୍ବଳ ହେଲା ବାତ୍ୟା ‘ଅସାନି’ । ଆଜି ସନ୍ଧ୍ୟାରେ ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଅସାନି’ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ…

ଅନଲାଇନ୍ ଟ୍ରେଡିଂ ନେଲା ଜୀବନ : ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡି ଜୀବନ ହାରିଲେ ଯୁବକ

ବାଲେଶ୍ୱର  : ଅନଲାଇନ୍ ଟ୍ରେଡିଂ ନେଲା ଜୀବନ । ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡିଗଲେ ଯୁବକ । ଶେଷରେ ଚିଠି ଲେଖି ହାରିଲେ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସଦାସହି ଗାଁରେ । ଗାଁର ପୂର୍ଣ୍ଣଚନ୍ଦ୍ର ଦାସ ଋଣ ଭାରରେ ବୁଡିଯାଇ ମାନସିକ…