Latest Odisha News

BREAKING NEWS

Yearly Archives

2022

ମ୍ୟାକକୁଲାମ ହେଲେ ଇଂଲଣ୍ଡ କୋଚ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପୂବୟତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ ଇଂଲଣ୍ଡ ଦଳର କୋଚ ଭାବେ ନିଯୁକ୍ତ କରାଯାଇଛି । ସେ ଟେଷ୍ଟ ଟିମର ମୁଖ୍ୟ କୋଚ ଦାୟିତ୍ୱ ତୁଲାଇବେ । ଇସିବି ଓ ମ୍ୟାକକୁଲାମ ଏହା ବିଧିବଦ୍ଧ ଭାବେ ପ୍ରଶଂସକଙ୍କୁ ଜଣାଇଛନ୍ତି । ସେ ଖୁବ…

ଡିଜିଟାଲ୍ ହେବ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର: ଡିଜିଟାଲ୍ ହୋଇଯିବ ରାଜ୍ୟ କ୍ୟାବିନେଟ୍ । ଏହା ‘ଇ-କ୍ୟାବିନେଟ୍’ ହେବା ସହ ସମସ୍ତ ବୈଠକ ଓ ନଥିର ଡିଜିଟାଲ ରେକର୍ଡ ରହିବ । ଯାହା ଭବିଷ୍ୟତ ପାଇଁ ଭାରି ସହଯୋଗୀ ହେବ । ପୁରୁଣା କ୍ୟାବିନେଟ ରେକର୍ଡ ଖୋଜିବା ସରଳ ହୋଇଯିବ । ଡିଜିଟାଲ ଇଣ୍ଡିଆ ଅଭିଯାନରେ ଓଡ଼ିଶା ସରକାର ଓ ଏନଆଇସି…

ୟୁପି ମାଦ୍ରାସାରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ୟୁପିରେ ଥିବା ସମସ୍ତ ମାଦ୍ରାସାରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଦିନ ଶିକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଛାତ୍ର, ଛାତ୍ରୀ ଓ ଶିକ୍ଷକମାନେ ଜାତୀୟ ସଙ୍ଗୀତ ଗାନ କରିବେ । ଏ…

ଅନୁରାଧାଙ୍କ ୨୦ ବର୍ଷ ତଳର ଜାତୀୟ ରେକର୍ଡ ଭଙ୍ଗ କଲେ ଜ୍ୟୋତି

ଭୁବନେଶ୍ୱର: ୨୦ ବର୍ଷ ପରେ ଭାଙ୍ଗିଲା ହର୍ଡଲ୍ସ କୁଇନ ଭାବେ ପରିଚିତ ଓଡିଆ ଝିଅ ଅନୁରାଧା ବିଶ୍ୱାଳଙ୍କ ଜାତୀୟ ରେକର୍ଡ । ସାଇପ୍ରସର ଲିମାସୋଲଠାରେ ଅନୁଷ୍ଠିତ ୧୦୦ ମିଟର ହର୍ଡଲ୍ସରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜି ୧୩.୨୩ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ୨୨ ବର୍ଷୀୟା…

କୋଇଲା ସଙ୍କଟରେ ମୁଣ୍ଡ ପୂରେଇବେନି ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା କୋଇଲା ସଙ୍କଟ ବିବାଦରେ ହାଇକୋର୍ଟ ଆଉ ମୁଣ୍ଡ ପୂରେଇବେନି । ଅର୍ଥାତ୍ କୋଇଲା ଅଭାବକୁ ନେଇ ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାର ଆଉ ଶୁଣାଣି ହେବନି । ଗୁରୁବାର ହାଇକୋର୍ଟ ଏନେଇ ଦାଖଲ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି…

କମେଡିର ଡବଲ୍ ଡୋଜ୍ ଦେବାକୁ ଏକାଠି ଆସୁଛନ୍ତି ପପୁ ପମ୍‌ପମ୍ ଓ ପ୍ରଜ୍ଞା

ଭୁବନେଶ୍ୱର: ଓଲିଉଡ ଜଗତରେ କମେଡି ମାମଲାରେ ଯଦି ପ୍ରଥମ ଦୁଇଜଣଙ୍କ ନାଁ ସାମ୍ନାକୁ ଆସେ, ତେବେ ସେହି ତାଲିକାରେ ନିଶ୍ଚିତ ଭାବେ ପପୁ ପମ୍‌ପମ୍ ଓ ପ୍ରଜ୍ଞା ରହିବେ । ଏହି ରେଟିଂ ଜରିଆରେ ଦର୍ଶକଙ୍କୁ ହସାଇବା ଲାଗି ବହୁଦିନର କଳ୍ପନାଜଳ୍ପନା ପରେ ଦୁଇ କମେଡି ଷ୍ଟାର୍ ବଡ ପରଦାରେ ଏକାଠି…

[ଦେଖନ୍ତୁ ଭିଡିଓ] କେବେ ଖୋଲିବ କାଗଜ କଳ? ହାତ ବାନ୍ଧି ବସିଛନ୍ତି ଶହଶହ ଶ୍ରମିକ

ଝାରସୁଗୁଡ଼ା : ଓରିଏଣ୍ଟ କାଗଜକଳ ଏକ ସାଧାରଣ ନାଁ ନୁହଁ  । ଏହା ଥିଲା ବ୍ରଜରାଜନଗରର ପରିଚୟ ।   ପ୍ରତି ମାସର ୯ ତାରିଖ ରେ କାଗଜ କଳ ସମ୍ମୁଖରେ ବସୁଥିଲା ଏକ ବଡ ଧରଣର ହାଟ।  ସକାଳର ପ୍ରଥମ ସାଇରନ ରେ ବ୍ରଜରାଜନଗର ହୋଇଉଠୁଥିଲା ଚଳଚଞ୍ଚଳ । ସେ ସାଇରନ ଯେପରି ପାଲଟିଯାଇଥିଲା ସମସ୍ତଙ୍କ ଅତି…

ଆସୁଛି ପୁଷ୍ପା ଦ ରୁଲ୍ , ଫିଲ୍ମ ପାଇଁ ୪ ଶହ କୋଟି ଟଙ୍କାର ବଜେଟ୍

ମୁମ୍ୱାଇ: କିଛିଦନ ଧରି କିଛି ସାଉଥ୍‌ ଫିଲ୍ମକୁ ନେଇ ଦେଶ ଏବଂ ଦେଶ ବାହାରେ ଖୁବ୍‌ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ କିଛି ମାସ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ପୁଷ୍ପା ଚଳଚ୍ଚିତ୍ର ବଜାରରେ ଭଲ ବ୍ୟବସାୟ କରିଥିଲା । ଏହି ଫଲ୍ମର ଡାଇଲଗ୍‌ ରାତାରାତି ଭାଇରାଲ୍‌ ହୋଇଯାଇଥିଲା । ପୁଷ୍ପାର…

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଦିନ ଦ୍ୱିପହରେ ତହସିଲ ଅଫିସରେ ପଶି ଘଟାଇଲେ ଖୁଲମ୍‌ଖୁଲା ହତ୍ୟାକାଣ୍ଡ । ଏହି ଘଟଣା ସମଗ୍ର ଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ଜଣେ ସରକାରୀ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି । ଆଜି ବୁଦଗାମ ଜିଲ୍ଲାରେ ରାହୁଲ…

ତାଳଚେର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ

ଭୁବନେଶ୍ବର: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ…