Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ : ଗ୍ରୀଷ୍ମପ୍ରବାହରେ ବି କରୁଛନ୍ତି ସେବା

ଢେଙ୍କାନାଳ : ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ ,  ଜଣେ ଯୁବକ ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ । ଯାହାଙ୍କ ଅନାବିଳ ଭଲ ପାଇବାର ନିଦର୍ଶନ ସମାଜର ଚିତ୍ରପଟରେ ପ୍ରତିଫଳିତ । ସେ ଚାକିରୀ ଜୀବନର ଅବସର ସମୟରେ ନିଜ ହାତରୁ ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବାରେ ଲାଗି ପଡିଛନ୍ତି । ଆଉ ତାଙ୍କର ଏହି…

ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲା ହନୁ

ଭୁବନେଶ୍ୱର : ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲା ହନୁ ।  ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହୋଇଛି ହନୁ ମାଙ୍କଡ଼ଟିଏ । ଏ ମାଙ୍କଡ଼କୁ କେହି ଆଣିନଥିଲେ । ସେ ନିଜେ ହିଁ ଚାଲି ଆସିଥିଲା ହସ୍ପିଟାଲକୁ ।  ଡାକ୍ତରଙ୍କୁ ଦେଖି ହାତ ଧରି…

ଆଞ୍ଚଳିକ ଭାଷାରେ କୋର୍ଟରେ ଶୁଣାଣି ହେଉ, ପ୍ରଧାନ ବିଚାରପତିଙ୍କ ଦାବିକୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ. ଭି. ରମନ୍ନା କହିଛନ୍ତି, ଇଂରାଜୀ ବ୍ୟତୀତ ଦେଶର ଆଞ୍ଚଳିକ ଭାଷାରେ ଶୁଣାଣି ହେବା ଦରକାର। ବିଜ୍ଞାନ ଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ଦେଶରେ ଜାତୀୟ ଭାଷାକୁ ନେଇ…

କେଜିଏଫ ୨: ୧୦୦୦ କୋଟି କ୍ଲବରେ ରକି ଭାଇ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ହୀରୋପନ୍ଥୀ ୨ ଏବଂ ଅଜୟ ଦେବଗାନ ଓ ଅମିତାଭ ବଚ୍ଚନ ଅଭିନୀତ ରନୱେ ୩୪ ଫିଲ୍ମ ରିଲିଜ ହେବା ସତ୍ୱେ କେଜିଏଫ ୨ର ବ୍ୟବସାୟ ଉପରେ ବିଶେଷ କିଛି ଫରକ ପଡି ନାହିଁ । ଏହାର ବୀପରିତ ଏହି ଫିଲ୍ମଗୁଡିକ ଆଶାନୁରୂପ ବ୍ୟବସାୟ କରିପାରି ନାହାନ୍ତି । ରିପୋର୍ଟ ମୁତାବକ ୟଶଙ୍କ…

ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ଏସଆରସି

ଭୁବନେଶ୍ୱର: ଏପ୍ରିଲ ମାସର ଶେଷ ଦିନରେ ସୂର୍ଯ୍ୟାସ୍ତ ସହି ତାତି କମିବ ଏବଂ ମେ ମାସ ଆରମ୍ଭର ସୂର୍ଯ୍ୟୋଦୟର ତାତି ପୂର୍ବ ଦିନ ଭଳି ସେତେଟା ରହିବ ନାହିଁ । ପାଣିପାଗ ବିଭାଗର ଏହି ଆକଳନ ଏବେ ସତ ହେବାକୁ ଯାଉଛି । ଆଜି ସକାଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତାକାଲି ପାଖରୁ କାଳବୈଶାଖୀ…

ଚିଠିର ଜବାବ ଚିଠି: ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ୧୯୭ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ: ଚିଠିର ଜବାବ ଚିଠି । ଘୃଣା ରାଜନୀତି ବନ୍ଦ କରିବା ଜବାବରେ ଆଜି ୧୯୭ ଅବସରପ୍ରାପ୍ତ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ପତ୍ର ଲେଖିଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୬ରେ ଆତ୍ମ ସମ୍ବିଧାନିକ ଆଚରଣ ବିଧି ଗୋଷ୍ଠୀ (ସିସିଜି)ର ୧୦୮ଜଣ ଅଧିକାରୀ ମୋଦିଙ୍କୁ…

ଏପ୍ରିଲରେ ଡହ ଡହ ଖରା, ମେ’ରେ ବାତ୍ୟା ସାମ୍ନା କରିବ ଓଡ଼ିଶା !

ଭୁବନେଶ୍ୱର: ଏପ୍ରିଲରେ ଡହ ଡହ ଖରାରେ ସିଝିଥିବା ଓଡିଶାବାସୀଙ୍କୁ ତାତିରୁ ମିଳିଲା ତ୍ରାହି । ହେଲେ ଆସନ୍ତାମାସରେ ଅର୍ଥାତ ଆସନ୍ତାକାଲି ପାଖରୁ ତାତି କମିବା ସହିତ ସପ୍ତାହକ ଭିତରେ ଖୁବଶୀଘ୍ର ବାତ୍ୟାକୁ ସାମ୍ନା କରିବାକୁ ଯାଉଛନ୍ତି । ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ୍ କରି କହିଛି, ୪ ତାରିଖ…

ମେଡିକାଲ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣା, ପିଏମଓକୁ ଟ୍ୟାଗ କରି ନ୍ୟାୟ ମାଗିଲେ ବାପା

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜରେ ଦଶ ଦିନ ହେବ ଆଡମିଶନ ନେବା ପରେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ହରିଆଣାର କର୍ଣ୍ଣାଲ ନିବାସୀ ନିଶାନ୍ତଙ୍କ ମୃତ୍ୟୁର ତଦନ୍ତର ଗତି କୁଆଡେ ଗଲା ତାହା ଏବେ ପ୍ରଶ୍ନ ଘେରରେ । ଏହାରି ଭିତରେ ମୃତକଙ୍କ ବାପା ଓ ପରିବାର ଲୋକେ ନ୍ୟାୟ ପାଇଁ…

ଶାଓମି ମୋବାଇଲ କମ୍ପାନୀର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ନିୟମ ବା ଫେମା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ବା ଇଡି ଶାଓମି ମୋବାଇଲ କମ୍ପାନୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶାଓମିର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କରିଛି ଇଡି । ଶାଓମି ଇଣ୍ଡିଆ ହେଉଛି ଚୀନର…

ଜ୍ୟାକିଲନଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନିଂ ଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର  ଜ୍ୟାକଲିନଙ୍କୁ ଉପହାର ଭାବରେ ଦେଇଥିବା  ୭ କୋଟି ୧୨ ଲକ୍ଷ ଟଙ୍କା ଜବତ କରିଛି…